ବ୍ୟବସାୟ

ସବୁ ଦିନ 100 ଟଙ୍କା ଇନଭେସ୍ଟ କରି ପାଇପାରିବେ 20 ଲକ୍ଷ ଟଙ୍କା, ଜାଣନ୍ତୁ କେମିତି ?

ଆଜିକାଲିର ବଢୁଥିବା ଦରଦାମ ପାଇଁ ଲୋକମାନେ କେବଳ ନିଜର ସବୁଧ୍ୟାନ ତାଙ୍କା ରୋଜଗାର କରିବା ଏବଂ ସଞ୍ଚୟ କରିବାରେ ଲଗାଉଛନ୍ତି । ଯାହା ପାଖରେ ଯେତେ ଧନ ବା ଟଙ୍କା ଥାଏ ସେହି ବ୍ୟକ୍ତି ସେତିକି ସୁଖୀ ଓ ସେତିକି ବ୍ୟସ୍ତ ମଧ୍ୟ ରୁହେ । ବ୍ୟକ୍ତି ଟଙ୍କା ରୋଜଗାର କରେ ଓ ତା ପରେ ତାକୁ ସଞ୍ଚୟ କରିବା ଆରମ୍ଭ କରି ଦିଏ, ଯାହା ଫଳରେ ଆଗକୁ ଯାଇ ତାକୁ କାହାକୁ ମାଗିବାକୁ ଯେମିତି ନ ପଡେ ।

ତେବେ ଆସନ୍ତୁ ଆଜି ଜାଣିବା ଏକ ନୂଆ ପ୍ଳାନ ବିଷୟରେ ଯାହାଦ୍ୱାରା ଆପଣଙ୍କ ସଞ୍ଚୟ ହୋଇଯିବ ଡବଲ

ତେବେ ଯଦି ଆପଣ ବି ଏହି ସବୁ କଥା କୁ ନେଇ ଚିନ୍ତିତ ରହୁଛନ୍ତି ତେବେ ଆପଣଙ୍କୁ ଆମେ କହିଦେବାକୁ ଚାହୁଞ୍ଚୁ ଯେ ମ୍ୟୁଚୁଆଲଫନ୍ଡ ଏକ ଏଭଳି ଇନଭେସ୍ଟ ଯେଉଁଥିରେ ଆପଣ ଅଳ୍ପ ଅଳ୍ପ କରି କିଛି ପଇସା ରଖିଲେ କିଛି ବର୍ଷ ପରେ ଆପଣ ବହୁତ ଟଙ୍କା ଜମା କରି ପାରିବେ । ଆଜିକାଲି ଲୋକେ ବ୍ୟାଙ୍କରେ ଟଙ୍କା ରଖିବକୁ ପସନଦ କରୁ ନାହାନ୍ତି, ଲୋକ ଏକ ଏଭଳି ମାଧ୍ୟମ ଖୋଜୁଛନ୍ତି ଯେଉଁଥିରେ ରିଟର୍ନ ଅଧିକା ଥିବ । ସେଥିପାଇଁ ଲୋକମାନେ ମ୍ୟୁଚୁଆଲ ଫନ୍ଡ ରେ ଟଙ୍କା ଲଗାଇବା ପ୍ରତି ମନ ବଲଉଛନ୍ତି ।

ଏବେ ପ୍ରଶ୍ନ ହେଉଛି କି କମ ସମୟରେ କେମିତ ଅଳ୍ପ ଧନ କୁ ଲକ୍ଷ ଲକ୍ଷ ଟଙ୍କା ରେ କେମିତି ବଦଳିବ ? ଧରନ୍ତୁ ଯଦି ଆପଣ ଦିନକୁ ୧୦୦ ଟଙ୍କା ସଞ୍ଚୟ କରୁଛନ୍ତି ତେବେ ମାସକୁ ଆପଣ ୩୦୦୦ ଟଙ୍କା ବଞ୍ଚାଇ ପାରିବେ । ସେହିଭଳି ଯଦି ଆପଣ ୧୦୦ ଟଙ୍କା ମ୍ୟୁଚୁଆଲ ଫନ୍ଡ ରେ ରଖିଲେ ୧୫ ବର୍ଷ ପରେ ଆପଣଙ୍କୁ ୨୦ ଲକ୍ଷ ଟଙ୍କା ମିଳିବ ।

କହିରଖୁଛୁ ଯେ ମାସକୁ ୩୦୦୦ ଟଙ୍କା ୧୫ ବର୍ଷ ପର୍ଯ୍ୟନ୍ତ SIP ରେ ଇନଭେସ୍ଟ କଲେ ତେବେ ପ୍ରତ୍ୟକ ବର୍ଷ ୧୫% ଦର ରେ ରିଟର୍ନ ମିଳିବ ଏବଂ ଏହା ସହ ଆପଣଙ୍କ ଟଙ୍କା ଜମା ହୋଇ ୨୦ ଲକ୍ଷ ମଧ୍ୟ ହୋଇଯିବ । ସବୁଠୁ ଜରୁରୀ କଥା ହେଉଛି କି ସବୁ ମାସରେ ୩୦୦୦ ଟଙ୍କା ହିସାବରେ ୧୫ ବର୍ଷରେ ଆପଣ ୫.୫ ଲକ୍ଷ ଟଙ୍କା ନିବେଶ କରି ପାରିବେ । ଏହି ନିବେଶ ଉପରେ ଆପଣଙ୍କୁ ୧୫ % ରିଟର୍ନ ହିସାବରେ ୧୫ବର୍ଷ ପରେ ୨୦ ଲକ୍ଷ ଟଙ୍କା ମିଳିବ । ଏହା ଲୋକଙ୍କ ପାଇଁ ଏକ ବଡ ଖବର ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button