ମନୋରଞ୍ଜନ

GK- କେଉଁ ଗଛ ରୁ ଝୁଣା ମିଳିଥାଏ ? ଏହା ସହ ଜାଣନ୍ତୁ ଆହୁରି 15ଟି ପ୍ରଶ୍ନ ଓ ଏହାର ଉତ୍ତର

ନମସ୍କାର ବନ୍ଧୁଗଣ, ଜୀବନରେ ଆଗକୁ ବଢିବା ପାଇଁ ତଥା ଗୋଟିଏ ସଫଳ ମଣିଷଟିଏ ହେବା ପାଇଁ ପାଠ ନିହାତି ଆବଶ୍ୟକ । ଆଉ ବିନା ପ୍ରଶ୍ନରେ ତ ଆଜି ଯାଏ କେହି ଜ୍ଞାନୀ କି ବିଦ୍ଵାନ ହୋଇପାରି ନାହାନ୍ତି । ତେଣୁ ସବୁବେଳେ ମନରେ କିଛି ନା କିଛି କଥାକୁ ନେଇ ପ୍ରଶ୍ନ ଉଠିଥାଏ । ସେହି ଅଜଣା ପ୍ରଶ୍ନର ଉତ୍ତର ହିଁ ମଣିଷକୁ ଜ୍ଞାନୀ ହେବାର ପରିଚୟ ଦେଇଥାଏ । ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି ପ୍ରଶ୍ନ ଉତ୍ତର ଜଣାଇବା ପାଇଁ ଯାଉଛୁ  ।

ଯେଉଁ ପ୍ରଶ୍ନ ପାଇଁ ଆପଣଙ୍କ ଜ୍ଞାନର ବିକଶିତ ହେବା ସହ ଆପଣଙ୍କ ପିଲା ମାନଙ୍କ ଜ୍ଞାନ ମଧ୍ୟ ଆପଣ ମାନେ ବୃଦ୍ଧି କରାଇ ପାରିବେ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି କୌତୁହଳ ଓ ମଜାଦାର ପ୍ରଶ୍ନ ନେଇ ଆସିଛୁ । ଯାହାର ଉତ୍ତର ଖୁବ କମ ଲୋକେ ଜାଣିଥିବେ ।ଏହି ସବୁ ସାଧାରଣ ଜ୍ଞାନ ର ପ୍ରଶ୍ନ ବହୁତ ସହଜ ଓ ସରଳ । ଯାହାକୁ ଜାଣିବା ଆପଣ ମାନଙ୍କ ନିମନ୍ତେ ବହୁତ ଜରୁରୀ ଅଟେ । ଆସନ୍ତୁ ଆରମ୍ଭ କରିବା ।

୧- କିଏ ହଇଜା ରୋଗର ବାହକ ଅଟେ ?

ଉତ୍ତର- ମାଛି ।

୨- କାହା ଦ୍ଵାରା ମ୍ୟାଲେରିଆ ରୋଗ ବ୍ୟାପିଥାଏ ?

ଉତ୍ତର- ମଶା ।

୩- ବାତ ଜ୍ଵର ର ବାହକ କିଏ ?

ଉତ୍ତର- ମଶା ।

୪- ବାୟୁ ପ୍ରଦ୍ଯୁଷଣ ରୁ କେଉଁ ରୋଗ ହୋଇଥାଏ ?

ଉତ୍ତର- ଶ୍ଵାସ ରୋଗ ।

୫- ଉଦ୍ଦୀଦ ର କେଉଁ ଅଂଶ ଖାଦ୍ୟ ସଂଗ୍ରହ କରେ ?

ଉତ୍ତର- ମୂଳ ।

୬- ଉଦ୍ଦୀଦ ର କେଉଁ ଅଂଶ ଉଦ୍ଦୀଦ ର ରୋଷେଇ ଘର ଅଟେ ?

ଉତ୍ତର- ପତ୍ର ।

୭- କେଉଁଥି ରୁ ମୁକ୍ତା ମିଳିଥାଏ ?

ଉତ୍ତର- ଶାମୁକା ରୁ ।

୮- ପଦାର୍ଥ ର କେତୋଟି ଅବସ୍ଥା ଅଛି ?

ଉତ୍ତର- ୩ଟି ।

୯- ଆୟୋଡିନ କିପରି ପଦାର୍ଥ ଅଟେ ?

ଉତ୍ତର- କଠିନ ପଦାର୍ଥ ।

୧୦- ଲୁହା ର କେଉଁ ଗୁଣ କାରଣରୁ ସେଥିରୁ ଯନ୍ତ୍ର ପାତି ତିଆରି ହୋଇପାରେ ?

ଉତ୍ତର- ନମନୀୟ ଗୁଣ ।

୧୧- ଧୃବ ତାରା ଚାରି ପଟେ କିଏ ଘରୁ ଅଛି ?

ଉତ୍ତର- ସପ୍ତର୍ଷି ମଣ୍ଡଲ ।

୧୨- କୀଟ ପତଙ୍ଗ ମାନଙ୍କର କେତୋଟି ଗୋଡ ଥାଏ ?

ଉତ୍ତର- ୬ଟି ।

୧୩- ପିମ୍ପୁଡି କାମୁଡି ଦେଲେ କେଉଁ ଏସିଡ ଯୋଗୁଁ ଫୁଲି ଯାଏ ?

ଉତ୍ତର- ଫରମିକ ଏସିଡ ।

୧୪- ତାରା ମାନଙ୍କ ମଧ୍ୟରେ କେଉଁ ଗ୍ଯାସ ଥାଏ ?

ଉତ୍ତର- ଉଦ ଜାନ ।

୧୫- କେଉଁ ଗଛ ରୁ ଝୁଣା ମିଳିଥାଏ ?

ଉତ୍ତର- ଶାଳ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button