ସ୍ୱାସ୍ଥ୍ୟ

ଏହି ଫଳ ଖାଇଲେ ବୁଢା ହେବା ଯାଏଁ ଆପଣଙ୍କ ଶରୀରରେ ଶକ୍ତି କମ୍ ହେବ ନାହିଁ, ଏତେ ଊର୍ଜା ମିଳିବ ଯେ ଆପଣ ପୂର୍ବରୁ କେବେ ବି ଅନୁଭବ କରି ନଥିବେ

ଯଦି ଆପଣ ନିଜର କାମଶକ୍ତି ବଢେଇବାକୁ ଚାହୁଁଛନ୍ତି, ଶରୀରରେ ଉତ୍ସାହ ଆଣିବାକୁ ଓ ଲିଙ୍ଗର ଶକ୍ତି ବଢେଇବାକୁ ଚାହୁଁଛନ୍ତି ଏବଂ ଶରୀରକୁ ସବର୍ଦା ଫିଟ୍ ରଖିବା ସହ ତୁରନ୍ତ ଏନର୍ଜି ଚାହୁଁଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଫଳ ବିଷୟରେ କହିବୁ ଯାହା ଆପଣଙ୍କ ଶକ୍ତିକୁ ଏକଦମ ବଢେଇ ଦେବ । ଏହାର ସେବନ କରିବା ଦ୍ଵାରା ଆପଣ ନିଜ ପାର୍ଟନରଙ୍କ ଆଗରେ କେବେବି ଦୁର୍ବଳ ପଡିବେନି ଓ ଶରୀର ସର୍ବଦା ଶକ୍ତିରେ ଭରି ରହିବ । ତେବେ ଚାଲନ୍ତୁ ଜାଣିବା ସେହି ଚମତ୍କାରୀ ଫଳ ଉପରେ ।

ଖଜୁରୀ ଏପରି ଏକ ଫଳ ଯାହା ଅନେକ ଖାଉଥିଲେ ମଧ୍ୟ ଏହାର ଚମତ୍କାରୀ ଗୁଣ ବିଷୟରେ ବହୁତ କମ୍ ଲୋକବଙ୍କୁ ଜଣା । ଖଜୁରୀ ଆପଣଙ୍କୁ ପୁରୁଷତ୍ଵକୁ ଏତେ ଗୁଣ ବଢାଇ ଦେବ ଯେ ଆପଣ କେବେ ଚିନ୍ତା ମଧ୍ୟ କରି ନଥିବେ । ଏହା ଆପଣଙ୍କ ଶକ୍ତିକୁ ବଢାଇ ଦେଇଥାଏ । ଏଥିପାଇଁ ଆପଣ ପ୍ରତିଦିନ ରାତିରେ ଏକ ଗ୍ଳାସ ସିଝା କିମ୍ବା କଞ୍ଚା ଗାଈ କ୍ଷୀରରେ ଖଜୁରୀକୁ ଭିଜେଇ ସାରା ରାତି ରଖି ଦିଅନ୍ତୁ ଓ ସକାଳେ ସେହି କ୍ଷୀରକୁ ପିଇ ଖଜୁରୀକୁ ଚୋବାଇ ଖାଇ ଦିଅନ୍ତୁ ।

ଏହିପରି ୧୫ ଦିନ ଭିତରେ ଦେଖିବେ ଏହା ଆପଣଙ୍କୁ ଏତେ ମାତ୍ରାରେ ଶକ୍ତି ଯୋଗାଇ ଦେବ ଯେ ଆପଣ ପୂର୍ବରୁ କେବେ ମଧ୍ୟ ଅନୁଭବ କରି ନଥିବେ । ପ୍ରତିଦିନ ସକାଳୁ ଉଠି ୪ରୁ ୫ଟି ଖଜୁରୀ ଚୋବାଇ ଖାଆନ୍ତୁ । ଏହାଦ୍ବାରା ଆପଣଙ୍କ ଶରୀରରରେ କେବେବି ପୋଟାସିୟମର ମାତ୍ରା କମ୍ ହେବ ନାହିଁ, ଶରୀରର ଯୁବାବସ୍ଥା କେବେ କମ୍ ନହେବନି, ଶରୀର ଶକ୍ତିରେ ଭରପୁର ରହିବ ତଥା ଯେତେ ଅଧିକ କାମ କଲେ ମଧ୍ୟ ଥକାପଣ ତଥା ଆଳସ୍ୟପଣ ଆସିବ ନାହିଁ ଓ ଶରୀରୀର ଫିଟନେସ୍ ମଧ୍ୟ ବହୁତ ଭଲ ରହିବ ।

ଯେଉଁ ପିଲାମାନେ ବିଛଣାରେ ପରିସ୍ରା କରି ଦିଅନ୍ତି ତାଙ୍କୁ ଖଜୁରୀ ଖୁଆଇବା ଆରମ୍ଭ କରି ଦିଅନ୍ତୁ, ଦେଖିବେ ସେମାନେ ଆଉ ବିଛଣାରେ ମୁତିବେ ନାହିଁ । ଯେଉଁ ମାନଙ୍କର ପରିସ୍ରା କଣ୍ଟ୍ରୋଲ ହେଉନାହିଁ ସେମାନେ ମଧ୍ୟ ଏହା ସେବନ କରିବା ଆରମ୍ଭ କରି ଦିଅନ୍ତୁ । ଯେଉଁ ସ୍ତ୍ରୀ ମାନଙ୍କର ଯୌନାଙ୍ଗ ଢିଲା ହୋଇଗଲାଣି ସେମାନେ ମଧ୍ୟ ଖଜୁରୀ ଖାଇବା ଉଚିତ । ପ୍ରତିଦିନ କେବଳ ଚାରିରୁ ପାଞ୍ଚୋଟି ଝଜୁରି ଚୋବାଇ ଖାଇବା ଦ୍ଵାରା ଜୀବନରେ କେବେବି ଦୁର୍ବଳତା ଆସିବ ନାହିଁ । ଖଜୁରୀ ତୁରନ୍ତ ଶରୀରକୁ ଶକ୍ତି ଯୋଗାଇଥାଏ ।

ଯେତେବେଳେ ବି ଥକି ଯାଉଛନ୍ତି ସେହି ସମୟରେ ଚାରିରୁ ଛଅଟି ଖଜୁରୀ ଖାଇ ଦେଖନ୍ତୁ ଆପଣ ଏହାର ଉପକାରିତା ବୁଝିଯିବେ । ଖଜୁରୀ ଏକଦମ ପ୍ରାକୃତିକ ଅଟେ ଏଥିରେ କୌଣସି କ୍ଷତିକାରକ ପଦାର୍ଥ ନଥାଏ । ବ୍ରତ ଉପବାସ ଭାଙ୍ଗିବା ପରେ ଶକ୍ତି ପାଇଁ ମଧ୍ୟ ଖଜୁରୀ ଖାଇଲେ ଆରାମ ମିଳିଥାଏ । ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଶକ୍ତି କେବେ କମ୍ ନହେଉ ତେବେ ଆଜିଠୁ ହିଁ ଖଜୁରୀ ଖାଇବା ଆରମ୍ଭ କରି ଦିଅନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ

Related Articles

Leave a Reply

Your email address will not be published. Required fields are marked *

Back to top button