ଜୀବନଶୈଳୀ

ଜାଣନ୍ତୁ କଣ ପାଇଁ ଭୋଜପୁରୀ ଅଭିନେତ୍ରୀ ମାନେ ହୋଇ ଥାନ୍ତି ମୋଟି !

ଏହି କଥା ପାଇଁ କୌଣସି ସନ୍ଦେହ ନାହିଁ ଯେ ଯେଉଁଠି ଗୋଟେ ଆଡେ ବଲୀଉଡ ଅଭିନେତ୍ରୀମାନେ ନିଜ ସାଇଜ ଜିରୋ କରିବା ପାଇଁ ଚେଷ୍ଟା କରୁଛନ୍ତି ସେଇଠି ଭୋଜପୁରୀ ଅଭିନେତ୍ରୀ ମାନେ ଦିନକୁ ଦିନ ମୋଟି ହବାରେ ଲାଗିଛନ୍ତି । ଯେତେବେଳେ ଭୋଜପୁରୀ ଅଭିନେତ୍ରୀ ଚଳଚିତ୍ର ଜଗତ ରେ ପାଦ ଦିଅନ୍ତି ସେତେବେଳେ ସେ ପୁରା ଫିଟ ଏବଂ ଜିରୋ ଫିଗର ହୋଇ ଥାନ୍ତି କିନ୍ତୁ ଚଳଚିତ୍ର ଦୁନିଆ ରେ ଆସିଲା ପରେ ଏହି ଅଭିନେତ୍ରୀମାନେ ମୋଟା ହବା ଆରମ୍ଭ କରନ୍ତି ।

ଆପଣ ମଧ୍ୟ ଦେଖିଥିବେ ଯେ ହିନ୍ଦୀ ହିରୋଇନ ଓ ଭୋଜପୁରୀ ହିରୋଇନମାନଙ୍କ ମଧ୍ୟରେ ଓଜନ କେତେ ଫରକ ହୋଇ ଥାଏ ।

 

ତେବେ ଏହା ଭୋଜପୁରୀ ଜନତାଙ୍କ ଇଛା ବା ଚଳଚିତ୍ର ଦୁନିଆ ର ତାହା ଆମେ କହି ପାରିବୁ ନାହିଁ କିନ୍ତୁ ଆମେ ଏତିକି କହିବା ପାଇଁ ଚାହୁଁଛୁ ଯେ ଭୋଜପୁରୀ ଅଭିନେତ୍ରୀମାନଙ୍କୁ ନିଜ ଓଜନ କମେଇବା ଦରକାର ଅଟେ । ଯେମିତିକି ରଙ୍ଗ ରୂପ ଥାଇ ମଧ୍ୟ ଯଦି ମଣିଷ ଭିତରେ ମନୁଷ୍ୟତା ନରହିଲେ କିଛି ଲାଭ ହୁଏ ନାହିଁ ସେହି ପରି ସବୁ ଥାଇ ମଧ୍ୟ ମୋଟା ହେଲେ ଏହି ଅଭିନେତ୍ରୀମାନଙ୍କୁ କିଛି ଦିନ ପରେ କେହି ପଚାରିବ ନାହିଁ ।

ଏହି ପ୍ରଶ୍ନ ବହୁତ ଥର ଏବଂ ବହୁତ ଜାଗା ରେ ପଚରା ଯାଇଛି କିନ୍ତୁ ଏପର୍ଯ୍ୟନ୍ତ ଏହାର ଉତ୍ତର ମିଳି ନାହିଁ ଯେ ଭୋଜପୁରୀ ଅଭିନେତ୍ରୀମାନଙ୍କ ଓଜନ କଣ ପାଇଁ ବଢା ଯାଏ କିନ୍ତୁ ବହୁତ ଦିନ ତଳେ ଏହି କଥା ବାହାଋଥିଲା ଯେ ମୋଟି ଅଭିନେତ୍ରୀମାନଙ୍କୁ ଲୋକ ପସନ୍ଦ କରୁଥିଲେ କାହିଁକିନା ସେ ଦେଖିବା ପାଇଁ ପୁରା ରିୟଲ ଦେଖା ଯାଉଥିଲେ ।

ଖବର ଅନୁଯାଇ ଲୋକ ଏହି ଭଳି ଅଭିନେତ୍ରୀମାନଙ୍କ ଫିଲ୍ମ ଦେଖିବା ପସନ୍ଦ କଲେ ଏବଂ ଏହା ଦେଖି ଅନ୍ୟ ଅଭିନେତ୍ରୀମାନେ ଯିଏ ଜିରୋ ସାଇଜ ରଖିଥିଲେ ମୋଟା ହବା ଆରମ୍ଭ କଲେ, ତେବେ ଏହି କଥା ର ପୁଷ୍ଟି ହୋଇ ନାହିଁ । କିନ୍ତୁ ଏହା ଠିକ ଯେ ବୟସ ଅନୁପାତରେ ନ୍ୟାଚୁରାଲ ଲାଗିବା ପାଇଁ ସେମାନେ ଏମିତି କରନ୍ତି  ଓ ସେଠାକର ଦର୍ଶକ ମାନେ ମଧ୍ୟ ଏହିଭଳି ଅଭିନେତ୍ରୀ ମାନଙ୍କୁ ବେସୀ ପସନ୍ଦ କରନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button