ବିଚାର

ଚାଣକ୍ୟଙ୍କ ଅନୁସାରେ- ଏହି କାରଣରୁ ହୋଇଥାଏ ପୁରୁଷାମାନଙ୍କୁ ସବୁଠାରୁ ଅଧିକ ଦୁଃଖ, କଷ୍ଟରେ କାଟି ଥାନ୍ତି ସାରା ଜୀବନ

ଆମେ ସମସ୍ତେ ଜାଣିଛେ କି ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ସମୟର ଦାର୍ଶନିକ ଥିଲେ, ଏହା ବି ଜାଣିଛେ କି ସେ ତାଙ୍କ ଗ୍ରନ୍ଥରେ ମହିଳା ଏବଂ ପୁରୁଷ ମାନଙ୍କ ବିଷୟରେ କିଛି କଥା କହିଛନ୍ତି । ସେ ଏମିତି କିଛି ନିୟମ କହିଛନ୍ତି ଯେ ଯାହାକୁ ପାଳନ କଲେ ଜୀବନରେ ସଫଳତା ମିଳିଥାଏ ଏବଂ ଜୀବନଙ୍କୁ ଖୁସିରେ ବିତାଇ ପାରିବା । ସେ କହିଯାଇଥିବା ନିୟମ ଏବଂ ଦେଇଥିବା ନିର୍ଦେଶ ଆଜିର ଜୀବନରେ ମଣିଷ ମାନଙ୍କ ପାଇଁ ଠିକ ବୋଲି ପ୍ରମାଣିତ ହେଉଛି ।

ଚାଣକ୍ୟ ଙ୍କ ଆନୁସାରେ ଏହି କଥା ଗୁଡିକରେ ପୁରୁଷ ମାନଙ୍କୁ ସବୁଠାରୁ ଅଧିକ ଦୁଖଃ ହୋଇଥାଏ ।

ସ୍ତ୍ରୀ ଙ୍କ ଠାରୁ ଦୂରେଇ ଯିବା

ଚାଣକ୍ୟଙ୍କ ଆନୁସାରେ ସ୍ତ୍ରୀ ଙ୍କ ଠାରୁ ଦୂରେଇ ହେଇ ରହିଲେ ପୁରୁଷ ସବୁବେଳେ ଦୁଖଃ ରେ ରହିଥାଏ, ଏହା ଯେଉଁ କାରଣରୁ ବି ହେଉ ତାଙ୍କ ସ୍ତ୍ରୀ ଙ୍କ ସହିତ ଡିଭୋସ ହେଉ କି ତାଙ୍କ ସ୍ତ୍ରୀ ଙ୍କର ମୃତ୍ୟୁ ହେଉ, ସେଥି ପାଇଁ ସେ ସାରା ଜୀବନ ଦୁଖଃ ରେ ରହିଥାନ୍ତି ।

ପରିବାର ଲୋକଙ୍କର ଖରାପ ବ୍ୟବହାର

ଚାଣକ୍ୟଙ୍କ ଆନୁସାରେ ସବୁଠାରୁ ଅଧିକ କଷ୍ଟ ପୁରୁଷଙ୍କୁ ସେତବେଳେ ହୋଇଥାଏ ଯେତବେଳେ ତା ପରିବାର ଲୋକ ତା ସହିତ ବହୁତ ଖରାପ ବ୍ୟବହାର କରିଥାନ୍ତି । ଏମିତି କରିବା ଦ୍ଵାରା ସମାଜରେ ମାନ ସମ୍ମାନ ମିଳିନଥାଏ, ସାଙ୍ଗ ମାନେ ବି ଶତୃ ପାଲଟି ଯାଆନ୍ତି ତାହେଲେ ପୁରୁଷମାନେ ସବୁବେଳ ପାଇଁ ଦୁଃଖରେ ରୁହନ୍ତି ।

ଶତୃର ସାହାଯ୍ୟ କରିବା

ଚାଣକ୍ୟଙ୍କ ଆନୁସାରେ ଯଦି ଆପଣ ଆପଣଙ୍କର ଶତୃକୁ କଠିନ ପରିସ୍ଥିତିରେ ସାହାଯ୍ୟ କରିଥାନ୍ତି ତାହେଲେ ଏହା ଆପଣଙ୍କ ଜୀବନର ସବୁଠାରୁ ବହୁତ ବଡ ଭୁଲ ହୋଇଥାଏ ଏଥି ପାଇଁ ଯଦି କେହି ଆପଣଙ୍କର ଖରାପ କରିବାକୁ ଚାହୁଁଛି ତାହେଲେ ତାକୁ କେବେବି ସାହାଯ୍ୟ କର ନାହିଁ ।

ଗରିବ

ପୁରୁଷ ସବୁ ପରିସ୍ଥିତିରେ ବଞ୍ଚି ପାରିବ କିନ୍ତୁ ଗରିବପଣ ପୁରୁଷକୁ ଭିତରୁ ଭାଙ୍ଗି ଦେଇଥାଏ । ଯଦି ପୁରୁଷ ନିଜ ପରିବାର ଏବଂ ନିଜ ଆବଶ୍ୟକକୁ ପୂରଣ କରି ପାରେ ନାହିଁ ତାହାଲେ ଏହା ତା ପାଇଁ ବହୁତ କଷ୍ଟ ହୋଇଥାଏ ।

ଅଶିକ୍ଷିତ ପୁରୁଷ

ଆଚାର୍ଯ୍ୟଙ୍କ ଆନୁସାରେ ଯଦି କୌଣସି ପୁରୁଷ ଅଶିକ୍ଷିତ ହୋଇଥାଏ ତାହେଲେ ତା ଜୀବନ ଅଧୁରା ହୋଇ ରହିଯାଏ ।

ଯୋଗ୍ୟତାର କମି

ଯଦି କୌଣସି ପୁରୁଷ ଭିତରେ ଯୋଗ୍ୟତାର କମି ଥାଏ ତାହେଲେ ସେ ସାରା ଜୀବନ କଷ୍ଟ ପାଇଥାଏ । ଯଦି ଆପଣ ଏମିତି କେଉଁ ବ୍ୟକ୍ତି ଅଧୀନରେ କାମ କରୁଛନ୍ତି ଯିଏ ନିଜ ଯୋଗ୍ୟତାରେ କମ ହୋଇଥାଏ ତାହେଲେ ଏହା ଆପଣଙ୍କ ପାଇଁ କୌଣସି ଅଭିଶାପରୁ କମ ନୁହେଁ ।

Related Articles

Leave a Reply

Your email address will not be published. Required fields are marked *

Back to top button