ବିଚାର

ଅକାଳ ମୃତ୍ୟୁ ଆଉ ଗରିବି ଆସିବାର 10ଟି ବଡ ମୁଖ୍ୟ କାରଣ, ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ… Sri Krishna Vani

ବନ୍ଧୁଗଣ ଘରକୁ ବଡ ସମସ୍ଯା ଆସିବାର ମୁଖ୍ୟତଃ ୫ଟି କାରଣ ହୋଇଥାଏ । ଅଧିକାଂଶ ସମୟରେ ଆମେ ଜାଣତ ବା ଅଜାଣତରେ ଏପରି ଭୁଲ କରିଥାଉ ଯାହା ଦ୍ଵାରା ଜୀବନରେ ସମସ୍ଯା ଦେଖାଯାଏ । କଥା କଥାରେ ଘରେ ଝଗଡା ହେବ ସହ ଅକାଳ ମୃତ୍ୟୁ ଦେଖାଦିଏ । ଧନ କମାଇବା ପରେ ଗରିବର ସାମ୍ନା କରିବାକୁ ପଡିଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବୁ ଅକାଳ ମୃତ୍ୟୁ ବା ଗରିବୀ ଆସିବାର ମୁଖ୍ୟ କାରଣ ଗୁଡିକ କଣ କଣ ହୋଇଥାଏ । ଭୁଲରେ ବି ଏହି ଭୁଲ କରନ୍ତୁ ନାହି । ନଚେତ ଏହା ବରବାତ ର କାରଣ ହୋଇଥାଏ ।

୧- ବାସ୍ତୁ ଶସ୍ତ୍ର ଅନୁଯାୟୀ ଘରେ ଗୋଟେ କି ଦୁଇତୁ ଛୁରୀ ରଖନ୍ତୁ ନାହି । ଏହା ଦ୍ଵାରା କଳହ ହେବା ସହ ନେଗେଟିଭ ଶକ୍ତି ବଢିଥାଏ । ସକାଳ ସମୟରେ ଛୁରୀ ଦେଖନ୍ତୁ ନାହି । ଏହା ଦ୍ଵାରା ଧନର ହାନି ହୁଏ ।

୨- ଘରେ କଣ୍ଟା ଜାତୀୟ ଗଛ ଅଛି ଯେପରିକି ନାଗଫେଣୀ ତେବେ ବହୁତ ବଡ ଅଶୁଭ ଅଟେ । ଏହା ଘରେ ଅକାଳ ମୃତ୍ୟୁ ହେବାର ମୁଖ୍ୟ କାରଣ ହୋଇଥାଏ । ଏହା ସହ ଘରେ ଅସାନ୍ତି ଦେଖାଯିବା ସହ ଖରାପ ଶକ୍ତି ର ବାସ ହୋଇଥାଏ । ଘରେ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ କଳହର ଦେଖାଯାଏ । ଯେଉଁ ଗଛ ରେ ପତ୍ର ନ ଥାଇ କଣ୍ଟା ଥାଏ ତାହା ଘରେ ଲଗାନ୍ତୁ ନାହି । ଯେଉଁଠି ନାଗଫେଣୀ ଗଛ ଥାଏ ସେଠାରେ ବିନାଶ ହୋଇଥାଏ । ତୁଳସୀ ଗଛ ପାଖରେ କଣ୍ଟା ଗଛ ଲଗାଇବା ଉଚିତ ନୁହେଁ ।

୩- ମାସିକ ଧର୍ମ ସମୟରେ ଯଦି ତୁଳସୀ ବା ଅନ୍ୟ କୌଣସି ଗଛ ରେ ପାଣି ଦିଅନ୍ତି ତେବେ ଘରେ ଗରିବୀ ଆସିଥାଏ । ଘରେ ଭଙ୍ଗା ଆଇନା ରଖିବା ଅଶୁଭ ହୋଇଥାଏ ।

୪- ଘରେ ଭଙ୍ଗା ରୁଜା ଇଟା, ପଥର, ଖଟ ପଡିଛି ତେବେ ଅଶୁଭ ହୋଇଥାଏ । ଏହା ଦ୍ଵାରା ଘରେ ଝଗଡା ହୋଇଥାଏ । ଘରେ ପୁରୁଣା ବାସନ, କାଚର ଭଙ୍ଗା ବାସନ ରଖିବା ଅନୁଚିତ ।

୫- ଘରେ କେବେ ବି ବୁଢିଆଣୀ ଜାଲ ହେବାକୁ ଦିଅନ୍ତୁ ନାହି । ଏହା ନେଗେଟିଭ ଉର୍ଜାକୁ ବଢାଇଥାଏ ।

୬- ଘରେ ମେହେନ୍ଦି ଗଛ ଲଗାଇଥିଲେ ତାହାକୁ ବାହାରେ ଲଗାନ୍ତୁ । ଏହା ସହ ଅମୃତଭଙ୍ଗା ଗଛ ଘର ବାହାରେ ଲଗାନ୍ତୁ ନାହି । ଏହା ଦ୍ଵାରା ନେଗେଟିଭ ଶକ୍ତିର ବାସ ହୋଇଥାଏ ।

୭- ଅଧିକ ବାସନା ଯୁକ୍ତ ଗଛ ଥିଲେ ତାହାକୁ ବାହାରେ ଲଗାନ୍ତୁ । ଏହାକୁ ଶୁଭ ମାନାଯାଏ ନାହି ।

୮- ଘରେ ଓସ୍ତ ଗଛ ଲଗାନ୍ତୁ ନାହି । ଯଦି ଘରେ କେଉଁଠି ଓସ୍ତ ଗଛ ଉଠିଯାଏ ତାହାକୁ ପାଣିରେ ଭସାଇ ଦିଅନ୍ତୁ । ଘରେ ଶୁଖିଲା ତୁଳସୀ ଗଛ ରଖନ୍ତୁ ନାହି ।

୯- କଦଳୀ ଗଛ ଅଧିକ ବଡ ହେବା ଯାଏଁ ରଖିଲେ ଦଇବି ଶକ୍ତି କ୍ରୋଧିତ ହୁଅନ୍ତି ।

୧୦- ଘରେ ରାତିରେ ଅଇଁଠା ବାସନ ରଖନ୍ତୁ ନାହି । ଏହା ଦ୍ଵାରା ପରିବାର କାଙ୍ଗାଳ ହୋଇଯାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button