ବିଚାର

ଆଜି କିଏ ଭାଗ୍ୟଶାଳୀ ଥିବ ଯିଏ ଏହି ଉପାୟ କରିବ, 24 ଘଣ୍ଟାରେ ହେବ ଧନର ବର୍ଷା

ଦର୍ଶକ ବନ୍ଧୁ ସନାତନ ଧର୍ମରେ ପୂଜା ପାଠ ଓ ମାଙ୍ଗଳିକ କାର୍ଯ୍ୟରେ ବହୁତ ସାରା ଅଲଗା ଅଲଗା ପ୍ରକାରର ପୂଜା ସାମଗ୍ରୀ ବ୍ୟବହାର କରାଯାଏ । ଏଥି ମଧ୍ୟରୁ ନଡିଆ ଅନ୍ଯତମ ଅଟେ । ହିନ୍ଦୁ ଧର୍ମରେ ନଡିଆକୁ ପବିତ୍ର ମାନାଯାଏ । ଏମିତି ମାନାଯାଏ ଦେବୀ ଦେବତାଙ୍କୁ ନଡିଆ ଅର୍ପଣ କରିଲେ ବ୍ଯକ୍ତିର ସବୁ କଷ୍ଟର ନାସ ହୋଇଥାଏ ।

ଏଥିପାଇଁ ମାଙ୍ଗଳିକ କାର୍ଯ୍ୟ ଆରମ୍ଭ ସମୟରେ ନଡିଆର ବ୍ୟବହାର କରାଯାଏ । ନଡିଆକୁ ହିନ୍ଦୁ ଧର୍ମରେ ଶ୍ରୀଫଳ କୁହାଯାଏ । ଶ୍ରୀ ଅର୍ଥାତ ଲକ୍ଷ୍ମୀ ମାତାଙ୍କର ଫଳ । ଏକ ଆଖି ଥିବା ନଡିଆ ସବୁଠାରୁ ଉତ୍ତମ ମାନାଯାଏ । ଆଜି ଆମେ ଆପଣଙ୍କୁ ନଡିଆ କିପରି ଭାଗ୍ୟଶାଳୀ କରାଇଥାଏ । ଏକ ଆଖି ନଡିଆକୁ ମା ଲକ୍ଷ୍ମୀଙ୍କ ସ୍ୱରୂପ ମାନାଯାଏ ।

ଏହି ନଡିଆ ଯାହା ପାଖରେ ଥାଏ ତାଙ୍କ ଜୀବନରେ କେବେ ବି ଆର୍ଥିକ ସମସ୍ୟା ଦେଖାଯାଏ ନାହି । ସେଭଳି ଘରେ ସ୍ଥାୟୀ ଭାବେ ମା ଲକ୍ଷ୍ମୀଙ୍କ ବାସ ରହିଥାଏ । ଦୀପାବଳିଆରେ ମା ଲକ୍ଷ୍ମୀଙ୍କ ସମୁଖରେ ଏକ ଆଖିଆ ନଡିଆ ରଖିକି ତାଙ୍କର ପୂଜା କରିଥାଏ ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ ।

ତେବେ ଆସନ୍ତୁ ଜାଣିବା ଏକ ଆଖିଆ ନଡିଆର କିଛି ଚମତ୍କାରୀ ଉପାୟ ବିଷୟରେ ଯାହା ଦ୍ଵାରା ଆପଣଙ୍କ ଭାଗ୍ୟ ବଦଳିଯିବ । ଘରେ ଦେବୀ ଦେବତାଙ୍କୁ ଏକ ଆଖିଆ ନଡିଆ ଅର୍ପଣ କରିଲେ ସୁଖ ସମ୍ପତି ଓ ଐଶ୍ଚର୍ଜ୍ୟ ର ପ୍ରାପ୍ତ ହୁଏ । ବ୍ୟବସାୟ କ୍ଷେତ୍ରରେ ସଫଳତା ଲାଭ ହୁଏ । ଘରେ ଏକ ଆଖିଆ ନଡିଆ ଅଛି ତେବେ ଖରାପ ଗ୍ରହ ଦଶା ଚାଲିଥିଲେ ତାହା ଦୂର ହୋଇଥାଏ ।

ଘରେ ନଡିଆ ରଖିବା ଦ୍ଵାରା ବାସ୍ତୁ ଦୋଷ ଠିକ ହୋଇଥାଏ । ଯଦି ବିଶେଷ କାରଣରୁ ଘରୁ ବାହାରିବା ସମୟରେ ଏକ ଆଖିଆ ନଡିଆ ଉପରେ ଚନ୍ଦନ ଓ କେସର ର ତିଳକ ଲଗାଇ ଯିବା ଦ୍ଵାରା ସେହି କାର୍ଯ୍ୟ ରେ ସଫଳତା ମିଇଥାଏ । ଯେଉଁ ଘରେ ପୂଜିତ ଏକ ଆଖିଆ ନଡିଆ ଥାଏ ସେହି ଘରର ସଦସ୍ୟଙ୍କ ଉପରେ ତନ୍ତ୍ର, ମନ୍ତ୍ର ର ପ୍ରଭାବ ପଡେ ନାହି ।

ଯଦି କୌଣସି ପୁରୁଷ ବା ସ୍ତ୍ରୀଙ୍କ ଉପରେ ଖରାପ ଶକ୍ତିର ବାସ ଅଛି ତେବେ ଏକ ଆଖିଆ ନଡିଆ ତାଙ୍କ ପାଖରେ ରଖିଲେ ତୁରନ୍ତ କମିଯାଏ । କୋର୍ଟ କଚେରୀ ମାମଲାରେ ବିଜୟୀ ପ୍ରାପ୍ତି ପାଇଁ ରବିବାର ଦିନ ବିରୋଧୀଙ୍କ ନାମ ନେଇ ନାଲି କନିଅର ଫୁଲ ଏକ ଆଖିଆ ନଡିଆ ଆଉପରେ ରଖନ୍ତୁ । ଯେଉଁ ଦିନ ଆପଣଙ୍କୁ ନ୍ୟାୟଳୟ ଯିବାର ସେଦିନ ଫୁଲକୁ ସାଥିରେ ନେଲେ ବିଜୟୀ ପ୍ରାପ୍ତି ହେବେ ।

ଏକ ଆଖିଆ ନଡିଆ ବନ୍ଧନରୁ ମୁକ୍ତି, ବ୍ୟାପାରରେ ଉନ୍ନତି, ବଶୀକରଣ, ପରୀକ୍ଷା ରେ ସଫଳତା ମିଳିଥାଏ । ଏକ ଆଖିଆ ନଡିଆକୁ ଦାଂପତ୍ଯ ସୁଖ ପ୍ରଦାନ କରିବା ବାଲା କୁହାଯାଇଥାଏ । ଏମିତି ମାନାଯାଏ ଯେଉଁ ଘରେ ମନ୍ତ୍ର ଦ୍ଵାରା ପୂଜିତ ଓ ସିଦ୍ଧି କରିଥିବା ଏକ ଆଖିଆ ନଡିଆ ରହିଥାଏ ସେହି ଘରେ ଖୁସିର ବର୍ଷା ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ଯବାଦ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button