ମାତ୍ର ୫ ମିନିଟରେ ସାପ ବିଷକୁ କାଟିବ ଏହି ଚମତ୍କାରୀ ଗଛ, ବ୍ୟବହାର କରିବା ଅତ୍ୟନ୍ତ ସହଜ

ବର୍ଷା ଋତୁରେ ଅଧିକାଂଶ ସମୟରେ ଘର ଭିତରେ ସାପ ବାହାରିଥାଏ। ଏମିତିରେ ଜଣାଅଜଣାରେ ସାପ ଯଦି ଆପଣଙ୍କୁ କାମୁଡିଦିଏ ତେବେ ତୁରନ୍ତ ଏହି ଗଛର ସାହାଯ୍ୟ ନିଅନ୍ତୁ। ଆୟୁର୍ବେଦ ଅନୁସାରେ ସାପ କାମୁଡିବାର କିଛି ସମୟ ଭିତରେ ଯଦି ଏହି ଗଛକୁ ବ୍ୟବହାର କରନ୍ତି ତେବେ ୫ ମିନିଟ ଭିତରେ ବ୍ୟକ୍ତିଙ୍କୁ ବଞ୍ଚାଇ ହେବ।
ସାପର ବିଷକୁ ପ୍ରଭାବିତ କରୁନଥିବା ଏହି ଗଛର ନାମ କାଙ୍କଡ। ଏହି ଗଛ ସାଧାରଣତଃ ଗରମ ଏବଂ ସନ୍ତନ୍ତିଆ ଯାଗାରେ ବାଡ ଉପରେ ହୋଇଥାଏ।
ଖାସ କଥା ଏହା ହେଉଛି ଯେ ଏହି ଗଛ ଜଙ୍ଗଲରେ ମିଳୁଥିବା ଗଛ ଅଟେ। ଅଧିକାଂଶ ଲୋକ ଏହାର ଫଳକୁ ପରିବା ଆକାରରେ ମଧ୍ୟ ବ୍ୟବହାର କରିଥାନ୍ତି। ଯାହା ବହୁତ ସ୍ବାଦିଷ୍ଟ ମଧ୍ୟ ହୋଇଥାଏ। ଏହି ଗଛରେ ଅନେକ ଔେଷଧୀୟ ଗୁଣ ଭରପୂର ମାତ୍ରାରେ ରହିଥାଏ।
କୁହାଯାଏଯେ ଏହି ଗଛକୁ ସବୁ ପ୍ରକାରର ବିଷକୁ ନଷ୍ଟ କରିଦେବାର କ୍ଷମତା ରହିଥାଏ। ଏହାକୁ ବ୍ୟବହାର କରିବାର କିଛି ମିନିଟ ଭିତରେ କ୍ଷତିକାରକ ବିଷ ନଷ୍ଟ ହୋଇଯାଇଥାଏ। ଆସନ୍ତୁ ଜାଣିବା ବିଷ ବାହାର କାରିବାକୁ ଏହାକୁ କେମିତି କରିବେ ବ୍ୟବହାର।
ସର୍ବପ୍ରଥମେ କାଙ୍କଡର ମୂଳକୁ ଗଛ ଠାରୁ ଅଲଗା କରିଦିଅନ୍ତୁ । ଏହି ମୂଳକୁ ଦୁଇ ତିନି ଦିନ ଖରାରେ ଶୁଖାଇ ରଖିଦିଅନ୍ତୁ। ଏହା ପରେ ଏହି ଶୁଖା ଯାଇଥିବା ମୂଳକୁ ପେଶି ପାଉଡର ପ୍ରସ୍ତୁତ କରିଦିଅନ୍ତୁ। ସାପ କାଟିବା ଦ୍ବାରା ବ୍ୟକ୍ତିକୁ ଏକ ଚାମଚ କାଙ୍କଡର ମୂଳରୁ ପ୍ରସ୍ତୁତ କରାଯାଇଥିବା ପାଉଡରକୁ କ୍ଷୀର ସହିତ ମିଶାଇ ପିଆଇ ଦିଅନ୍ତୁ। ପ୍ରାୟ ୫ ମିନିଟ ଭିତରେ ବିଷର ପ୍ରଭାବ କମି ଯାଇଥାଏ।

