ସ୍ୱାସ୍ଥ୍ୟ

କରୋନା ଭାଇରସ ସମୟରେ ରାତିରେ ରସୁଣ ଖାଇ ସୁଅନ୍ତୁ, 3 ଦିନ ମଧ୍ୟରେ ଜାଣି ପାରିବେ ଫରକ- Health Tips

କରୋନା ଗତ ବର୍ଷ ଯେଉଁ ରୂପରେ ଆରମ୍ଭ ହୋଇଥିଲା ବର୍ତମାନ ତା ଠାରୁ ବହୁତ ଗୁଣ ଘାତକ ହୋଇ ଯାଇଛି, ତେବେ ମଝିରେ ଏହା କମିବାକୁ ଲାଗିଥିଲା କିନ୍ତୁ ବର୍ତମାନ ଦୁଇ ଗୁଣ ଅଧିକ ଶକ୍ତିଶାଳୀ ହୋଇ ଯାଇଛି କରୋନା । କରୋନା ଠାରୁ ବଞ୍ଚି ରହିବା ପାଇଁ ଲୋକଙ୍କୁ ଘରେ ରହିବା ପାଇଁ କୁହା ଯାଉଛି ଏହା ପାଇଁ ସମସ୍ତଙ୍କୁ ଘରେ ରହିବା ପାଇଁ ସରକାର ଅନୁରୋଧ ମଧ୍ୟ କରିଛନ୍ତି ।

ତେବେ ନିଜ ସୁରକ୍ଷା କଲେ ଆପଣ ଅନ୍ୟ ମାନଙ୍କ ରକ୍ଷା କରି ପାରିବେ । ତେବେ କରୋନା ଏତେ ଘାତକ ହୋଇ ଯାଇଛି ଯେ ବର୍ତମାନ ହସ୍ପିଟଲ ମାନଙ୍କରେ ବେଡ ମିଳିବା ବହୁତ କଠିନ ହୋଇ ଯାଇଛି କଣ ଆପଣ ଏହା ଜାଣିଛନ୍ତି ଯେ କରୋନା ଦ୍ଵାରା କେତେ ଘର ଉଜୁଡି ସାରିଲେଣି ।

ଆଉ କେତେ ଘର ଲୋକଙ୍କ ଆର୍ଥିକ ସ୍ଥିତି ଏତେ ଖରାପ ହୋଇ ଯାଇଛି ଯେ ତାଙ୍କୁ ଖାଇବା ପାଇଁ ଖାଇବାକୁ ମିଳୁ ନାହିଁ । ଆଜି ଆମେ ଆପଣଙ୍କୁ ଏମିତି କିଛି ଖାଇବାକୁ କହିବୁ ଯାହା ଆପନାଙ୍କୁ କରୋନା ଠାରୁ ରକ୍ଷା କରିବ । ଆଜି ଆମେ ଯେଉଁ ଜିନିଷ ବିଷୟରେ କହିବାକୁ ଯାଉଛୁ ତାହା ସମସ୍ତଙ୍କ ଘରେ ରହିଥାଏ ଏହା ଛଡା ସମସ୍ତେ ଏହାକୁ ବ୍ୟବହାର କରିଥାନ୍ତି କିନ୍ତୁ ଏହି ଜିନିଷ ସଠିକ ବ୍ୟବହାର ନକରିବା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥାଏ ।

କଣ ଆପଣ ଜାଣିଛନ୍ତି ଯେ ଆପଣଙ୍କୁ ଆମେ ଆଜି ରସୁଣ ବିଷୟରେ କହିବାକୁ ଯାଉଛୁ, ରସୁଣ ସମସ୍ତଙ୍କ ଘରେ ରହିଥାଏ କିନ୍ତୁ ଲୋକ ଏହାକୁ ସୁଆଦ ବଢାଇବା ପାଇଁ ବ୍ୟବହାର କରନ୍ତି ଆଜି ଆମେ ଆପଣଙ୍କୁ ଏମିତି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ଯେତେ ଲାଭକାରୀ ସେତେ ହାନିକାରକ ମଧ୍ୟ ଏହାର ବ୍ୟବହାର ଉପରେ ଏହାର ପ୍ରଭାବ ନିର୍ଭର କରିଥାଏ । ରସୁଣ ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟିଅକ୍ସିଡେଣ୍ଟ, ଆଣ୍ଟିଭାଇରାଲ ଆଉ ଆଣ୍ଟି ଇନଫ୍ଲାମେଟରି ହୋଇଥାଏ ଏହା ବୈଜ୍ଞାନିକ ମାନଙ୍କ ଦ୍ଵାରା ପ୍ରମାଣିତ ଅଟେ ।

ତେବେ ରସୁଣ ଖାଇବା ଦ୍ଵାରା ଆପଣଙ୍କ ଶରୀର ରୋଗ ପ୍ରତି ରୋଧକ କ୍ଷମତା ବଢିବାକୁ ଲାଗିଥାଏ ଆଉ ଆପଣଙ୍କୁ ବହୁତ ପ୍ରକାର ରୋଗ ଠାରୁ ଲଢିବାରେ ସାହାଜ୍ଯ ମିଳିଥାଏ । ତେବେ କଣ ଆପଣ ଜାଣିଛନ୍ତି ସକାଳେ ଖାଲି ପେଟରେ ଗୋଟେ କଞ୍ଚା ରସୁଣ ପାଖୁଡା ମହୁରେ ବୁଡାଇ ସେବନ କଲେ ଆପଣଙ୍କ ଶରୀର ଶକ୍ତି ୪ ଗୁଣ ଅଧିକ ବଢିଥାଏ, ତେବେ ଏହି ଭଳି ଗୋଟେ ମାସ ରସୁଣ ସେବନ କଲେ ଆପଣଙ୍କୁ ନିଜ ଭିତରେ ବହୁତ ଶକ୍ତି ଅନୁଭବ ହୋଇଥାଏ । କଣ ଆପଣ ଏହା ଜାଣିଛନ୍ତି ଯେ ରସୁଣ ଘିଅରେ ଭାଜି କି ଖାଇଲେ ମଧ୍ୟ ଏହା ବହୁତ ଭଲ କାମ କରିଥାଏ ।

ତେବେ ଏହାକୁ ସେବନ କରିବା ଦ୍ଵାରା ଆପଣଙ୍କ ଯେତେ ଆଣ୍ଠୁ ଗଣ୍ଠି ବିନ୍ଧା ବିନ୍ଧ ହୋଇଥାଏ ତାହା ଭଲ ହୋଇଥାଏ ଏହାର ମୁଖ୍ୟ କାରଣ ରସୁଣ ଆମ ଶରୀର ବାତକୁ ସମାପ୍ତ କରିଥାଏ ଯାହା ଦ୍ଵାରା ଆଣ୍ଠୁ ଗଣ୍ଠି ପୁରୁଣା ରୋଗ ହେଲେ ବି ଭଲ ହୋଇଥାଏ । ଏଝା ଛଡା ରସୁଣ ଆଣ୍ଟିଇନଫ୍ଲାମେଟରି ହୋଇଥାଏ ଯାହା ଦ୍ଵାରା କୌଣସି ଜାଗା ଫୁଲିଲେ ଏହା ସାହାଜ୍ଯ କରିଥାଏ,ଏହା ଛଡା ରସୁଣ ଆଣ୍ଟିବ୍ୟାକ୍ଟେରିଆଲ ହୋଇଥାଏ ସେଥିପାଇଁ ଯେତେ ପୁରୁଣା ଜାଦୁ କାଛୁ, କୁଣ୍ଡିଆ ହେଲେ ମଧ୍ୟ ରସୁଣ ଏହି ଭଳି ଖାଇଲେ କମି ଯାଇଥାଏ ଆଉ ବହୁତ ଶୀଘ୍ର ଭଲ ହୋଇଥାଏ ।

ସଚେତନତା ପାଇଁ ପୋଷ୍ଟଟିକୁ ସେଆର କରନ୍ତୁ । ଆଗକୁ ଏମିତି ଅନେକ ଟିପ୍ସପାଇଁ ପେଜକୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button