ବିଚାର

ଏହି ଜାଗାରେ ଦ୍ରୋପଦୀ ଭଳି କେତେ ପୁରୁଷ ଗୋଟେ ସ୍ତ୍ରୀର ସ୍ଵାମୀ ହୋଇଥାନ୍ତି, ଭାଇମାନଙ୍କର ହୋଇଥାଏ ଗୋଟେ ସ୍ତ୍ରୀ

ଆଜିକାଲି ଦୂରଦର୍ଶନ ଭାରତି ଟିବି ଚେନେଲ ଉପରେ ତିନି ଦଶକ ପୁରୁଣା ମହାଭାରତ ସିରିୟଲ ବିଶେଷ ଲୋକ ପ୍ରିୟ ହୋଇଛି, ଦ୍ରୋପଦୀ ଚରିତ୍ର ପ୍ରାୟତଃ ମହାଭାରତ କେନ୍ଦ୍ରୀୟ ଚରିତ୍ର ଅଟେ, ଦ୍ରୋପଦୀ ପାଞ୍ଚ ପାଣ୍ଡବ ଭାଇଙ୍କ ସ୍ତ୍ରୀ ଥିଲେ । କଣ ଆପଣ ଜାଣିଛନ୍ତି ଯେ ଏହି ପ୍ରଥା ଆଜି ମଧ୍ୟ ଭାରତରେ ଜୀବିତ ଅଟେ, ଭାରତ ଦେଶ ହିମାଚଳ ଏବଂ ତିବ୍ବତ କେତେକ ଜାଗାରେ ଆଜି ବି ବହୁ ସ୍ଵାମୀ ପ୍ରଥା ସମାଜରେ ମାନ୍ୟତା ଅଛି । ତେବେ ଏହି ପ୍ରଥା ଅନୁଯାଇ ଗୋଟେ ମହିଳା ଗୋଟେ ସହ କେତେ ଭାଇଙ୍କୁ ବିବାହ କରିଥାଏ, ଦେଶରେ ଏମିତିକା ପ୍ରଥା ଦେଶ ବହୁତ ଜାଗାରେ ଅଛି ।

ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ଜାଗାରେ ବହୁ ସ୍ଵାମୀ ପ୍ରଥା ଏବେ କମ ହୋଇଯାଇଛି କିନ୍ତୁ ଏବେ ବି ଅଛି । ତିବ୍ବତ ରେ ମଧ୍ୟ ଏହାର ଉଲେଖ ମିଳିଅଛି, ହିମାଚଳ ଏବଂ ଉତରାଖଣ୍ଡ ଦୁଇଟି ରାଜ୍ୟ ଜାଗାରେ ଆଜି ବି କେତେ ମହିଳାଙ୍କ ସ୍ଵାମୀ ଗୋଟେ ଠାରୁ ଅଧିକ ୫ଟି ବା ୭ଟି ହୋଇଥାନ୍ତି । ଦକ୍ଷିଣ ଭାରତ ଏବଂ ନର୍ଥ ଇଷ୍ଟ ରେ କେତେକ ଜନଜାତି ରେ ମଧ୍ୟ ଏହି ପ୍ରଥା ଅଟେ । ଏହି ପ୍ରଥା ଗତ କିଛି ଦିନରେ ବିଦେଶ ମିଡିଆ ରେ ବହୁତ ପ୍ରଚଳିତ ହୋଇଥିଲା, ସିଏନଏନ ଏବଂ ବ୍ରିଟେନ ପ୍ରମୁଖ ୱେବସାଇଟ ମେଲ ଅନଲାଇନ ରେ ବିସ୍ତାର ସହ ରିପୋର୍ଟ ଦେଇଥିଲେ, ଏହି ପ୍ରଥା ଅନୁଯାଇ ଗୋଟେ ସ୍ତ୍ରୀକୁ ସ୍ଵାମୀ ଅନ୍ୟ ଭାଇମାନଙ୍କ ସହ ମଧ୍ୟ ବିବାହ କରିବାକୁ ପଡିଥାଏ ।

ଏହି ସବୁ ଭାଇମାନଙ୍କ ବିବାହ ପରେ ଭାଇ ସମୟ ସମୟ ଧରି ସ୍ତ୍ରୀ ସହ ସମୟ ବ୍ଯତୀତ କରନ୍ତି, ସାମାନ୍ଯ ରୂପରେ କୌଣସି ଅଭିଯୋଗ ସାମ୍ନାକୁ ଆଏ ନାହିଁ, ଏଠାର ମହିଳାମାନେ ମଧ୍ୟ ଖୁସି ଖୁସି ଏହି ପରଂପରା ସ୍ଵୀକାର କରନ୍ତି, ଉତରଭାରତ ରେ ହିମାଚଳ କିନୋର ଏବଂ ଉତରାଖଣ୍ଡ ରେ ଚୀନଠାରୁ ସେଟ ଭଳି ଜାଗାରେ ଏହି ପ୍ରଥା ଅଟେ । ହିମାଚଳ ବହୁ ସ୍ଵାମୀ ପରମ୍ପରା ଅନୁଯାଇ ଗୋଟେ ଘରେ ରହୁଥିବା ଗୋଟେ ପରିବାର ସବୁ ଭାଇ ଗୋଟେ ଯୁବତୀ ସହ ବିବାହ ଲରନ୍ତି, ଏବଂ ବୈବାହିକ ଜୀବନ ଜିଅନ୍ତି ।

ଯଦି କୌଣସି ମହିଳା କେତେ ସ୍ବାମୀଙ୍କ ମଧ୍ୟରୁ ଗୋଟେ ସ୍ଵାମୀ ମୃତ୍ୟୁ ହୋଇଯାଏ ତେବେ ବି ମହିଳାଙ୍କୁ ଏହାର ଦୁଃଖ ପ୍ରକଟ କରିବା ପାଇଁ ଅନୁମତି ନଥାଏ । ଯେତେବେଳେ ବିବାହ ହୋଇଥାଏ ସେହି ସମୟରେ ଭାଇମାନଙ୍କ ମଧ୍ୟରେ ଗୋଟେ ନିସ୍ପତି କରା ଯାଇଥାଏ ଯାହା ଅନୁଯାଇ ଯଦି ଗୋଟେ ମହିଳା ଚାରି ଭାଇଙ୍କ ସ୍ତ୍ରୀ ଅଟନ୍ତି ତେବେ ଯେଉଁ ଭାଇ ଘରେ ସ୍ତ୍ରୀ ସହ ଥିବ ସେ ନିଜ ଟୋପି ବାହାରେ ଲଟକେଇ ଦେଇ ଥିବ ଯାହା ଅନୁଯାଇ ଅନ୍ୟ ଭାଇ ଆସିଲେ ଏହା ଦେଖି ଜାଣି ପାରିବେ ଯେ ସ୍ତ୍ରୀ ସହ ଅନ୍ୟ ଭାଇ ଅଛି ଏବଂ ଫେରି ଯିବେ ।

ଏହି ବିବାହକୁ ଞମଫୋ ପୋସମା କୁହାଯାଏ, ଏହି ଭଳି ବିବାହକୁ ଅନ୍ତରଜାତୀୟ ବିବାହ ଅନୁଯାଇ ଏହାକୁ ଭଲ ନଜର ରେ ଦେଖନ୍ତି ନାହିଁ । ତେବେ ଏହି ଭଳି ବିବାହ ରେ ମଧ୍ୟ ଛାଡପତ୍ର ପରଂପରା ଅଟେ ଯଦି ସବୁ ଭାଇ୯ ମିଶି ସ୍ତ୍ରୀକୁ ଛାଡପତ୍ର ଦିଅନ୍ତି ତେବେ ଗୋଟେ ପଞ୍ଚାୟତ ହୋଇଥାଏ ଦୁଇ ପକ୍ଷ ଲୋକ ଆସନ୍ତି ଏବଂ ଶୁଖିଲା ଗୋଟେ କାଠ ଆସିଥାଏ ଏହାକୁ ଭାଙ୍ଗି ଦିଅନ୍ତି ଏହାର ଅର୍ଥ ଛାଡପତ୍ର ହୋଇଗଲା ଯଦି ଫୁନୀ ସେଇ ଝିଅ ବା ଯୁବତୀ ସହ ଭାଇମାନେ ବିବାହ କରିବା ପାଇଁ ଚାହନ୍ତି ଏବଂ ସ୍ତ୍ରୀ ମଧ୍ୟ ରାଜି ଥାନ୍ତି ତେବେ ଫୁନୀ ବିବାହ ମଧ୍ୟ ହୋଇପାରେ ।

Related Articles

Leave a Reply

Your email address will not be published. Required fields are marked *

Back to top button