ଦେଶ ବିଦେଶ

ଲକଡାଉନ ସାଇଡ ଇଫେକ୍ଟ : ଦୁନିଆରେ ଜନ୍ମ ସଂଖ୍ୟା ବଢିବାକୁ ଲାଗିବ, ଭାରତରେ ଜନ୍ମ ହୋଇବେ ୨କୋଟିରୁ ଅଧିକ ଛୁଆ

କରୋନା ମହାମାରି ପ୍ରସାରକୁ ଅଟକେଇବା ପାଇଁ ସାହାଜ୍ଯକାରୀ ହୋଇଛି କିନ୍ତୁ ଏହାର ସାଇଡ ଇଫେକ୍ଟ କମ ନୁହ, ସଂଯୁକ୍ତ ରାଷ୍ଟ୍ର ଗୋଟେ ଏମିତିକା ସାଇଡ ଇଫେକ୍ଟ ଆଡକୁ ଇଶାରା କରୁଛି, ୟୁଏନ ଅନୁମାନ ଅଟେ ଯେ କରୋନା ମହାମାରୀ ଘୋଷିତ କରିବା ଠାରୁ ୯ ମାସ ଅବ୍ଧି ରେ ଜନ୍ମ ସଂଖ୍ୟା ବହୁତ ବଢି ଜୀବ, ଏହି ସମୟ ଭାରତ ଏବଂ ଚୀନରେ ସବୁଠାରୁ ଅଧିକ ଛୁଆ ଜନ୍ମ ହୋଇବେ, ଜାୟଜ ଆଗରୁ ଏହି ବଢୁଥିବା ଆବାଦି ପାଇଁ ଦେଶ ଅସୁବିଧା ରେ ଅଟେ ଏବଂ ବର୍ତମାନ ଲକଡାଉନ ଏହି ନକାରାତ୍ମକ ପକ୍ଷ ଆହୁରି ଅସୁବିଧା ବଢେଇବ ।

ଗୋଟେ ରିପୋର୍ଟ ରେ କୁହା ଯାଇଛି, ୧୧ ମାର୍ଚ ଠାରୁ ୧୬ ଡିସେମ୍ବର ମଧ୍ୟରେ ୯ ମାସରେ ଦୁନିଆ ସାରା ରେ ୧୧୬ ମିଲିୟନ ଛୁଆ ଜନ୍ମ ହୋଇଛନ୍ତି । ମହାମାରୀ ଛାଇ ରେ ଜନ୍ମ ହୋଇଥିବା ଏହି ଛୁଆ ସହ ତାଙ୍କ ମାମାନଙ୍କ ସ୍ୱାସ୍ଥ୍ୟ ପାଇଁ ଏହି ରିପୋର୍ଟ ରେ ଚିନ୍ତା ଦେଖା ଯାଇଛି । ଭାରତ କଥା ଅନୁଯାଇ ଡିସେମ୍ବର ପର୍ଯ୍ୟନ୍ତ ୨ କୋଟି ଛୁଆ ଜନ୍ମ ହବାର ଅନୁମାନ କରା ଯାଉଛି, ଏହି ସଂଖ୍ୟା ପୁରା ଦୁନିଆରେ ସବୁଠାରୁ ଅଧିକ ଅଟେ ।

ଭାରତ ପରେ ଏହି ଲିଷ୍ଟରେ ଦୁତୀୟ ନଂ ରେ ଚୀନକୁ ରଖା ଯାଇଛି, ୟୁଏନ ଘୋଷଣା ଅନୁଯାଇ, ଚୀନରେ ୧.୩୫ କୋଟି ଛୁଆଙ୍କୁ ଜନ୍ମ ହୋଇବେ, ଏହି ଭଳି ପାକିସ୍ତାନରେ ୫୦ ଲକ୍ଷ, ନାଇଜିରିୟା ରେ ୬୦.୪ଲକ୍ଷ ଏବଂ ଇଁଡୋନେଶିୟା ରେ ଏହା ୪୦ ଲକ୍ଷ ଛୁଆ ଜନ୍ମ ହୋଇବେ, ତେବେ ଆମେରିକା ରେ ଜନ୍ମ ନବା ଛୁଆଙ୍କ ସଂଖ୍ୟା ଅନୁଯାଇ ଆମେରିକା ୬ ସ୍ଥାନରେ ଅଛି । ଏଠାରେ ୩୦ ଲକ୍ଷ ଠାରୁ ଅଧିକ ଛୁଆଙ୍କ ଜନ୍ମ ହବାର ଅନୁମାନ କରା ଯାଉଛି, ନ୍ୟୂୟର୍କ ରେ ଅଧିକାରୀମାନେ ବେକ୍ଲିପ ଜନ୍ମ କେନ୍ଦ୍ର ବ୍ୟବସ୍ଥା କରିବା ଆରମ୍ଭ କରି ଦେଇଛନ୍ତି କାହିଁକିନା କେତେ ଗର୍ଭବତି ହସ୍ପିଟଲରେ ଛୁଆଙ୍କୁ ଜନ୍ମ ଦବା ପାଇଁ ଚିନ୍ତିତ ଅଟନ୍ତି ।

ବିକାଶଶୀଳ ଦେଶ ପାଇଁ ବିପଦ :

ୟୁନିଶେଫ ଏଗଜିକ୍ୟୁଟିବ ଡାଇରେକ୍ଟର ହେନରିଟା ଫୋର ରେ ଏହି ବେଶିକ ରିପୋର୍ଟ ରେ କୁହା ଯାଇଛି ଯେ କରୋନା ଭାଇରସ ପ୍ରକୋପପାଇଁ ଜୀବନରକ୍ଷା ସ୍ୱାସ୍ଥ୍ୟ ସେବା ପ୍ରଭାବିତ ହୋଇ ପାରେ, ଯାହା ପାଇଁ ନବଜାତ ଏବଂ ମା ଦୁହିଙ୍କ ଜୀବନ ସଙ୍କଟ ରେ ପଡି ପାରେ, ବିଶେଷ କରି ବିକାସଶିଲ ଦେଶ ରେ ଏହା ବଡ ବିପଦ ଅଟେ, ଭରତ ସୋଶଲ ଇଁଡିକେଟର ରେ ବହୁତ ପ୍ରଗତି କରିଛନ୍ତି କିନ୍ତୁ ଏବେ ବି କେତେ ଦେଶ ରେ ମାତୃ ସ୍ୱାସ୍ଥ୍ୟ, ଗର୍ଭନିରୋଧକ ଏବଂ ଟିକାକରଣ ପର୍ଯ୍ୟନ୍ତ ପହୁଞ୍ଚ ଯାଇଥିଲେ, ନେଶନଲ ଫେମିଲି ହେଲ୍ଥ ସର୍ବେ ଅନୁଯାଇ, ଭାରତୀୟ ମହିଳାମାନଙ୍କ ରେ ଏନିମିୟା ବ୍ୟାପକତା ଦର ୨୦୦୫ – ୦୬ ରେ ୫୫% ଥିଲା ଏବଂ ୨୦୧୫ – ୧୬ ରେ ୫୩% ହୋଇ ଥିଲା, ତେବେ ଏଥିରେ ସୁଧାର ଦେଖିବାକୁ ହବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button