ଓଡିଶା

ସମ୍ବଲପୁର: ନିଶା କଫ ସିରଫ ଚୋରି କରି ASI ନିଲମ୍ବିତ

ସମ୍ବଲପୁର: ମହଙ୍ଗା ପଡିଲା କଫ ସିରଫ ଚୋରି କରିବା । ନିଶା କଫ ସିରଫ ଚୋରି କରି ASI ନିଲମ୍ବିତ । ସମ୍ବଲପୁର ଟାଉନ ଥାନା ASI ବିଦ୍ୟୁତ ପଣ୍ଡାଙ୍କୁ ନିଲମ୍ବନ କରାଯାଇଛି ।

ସୂଚନା ଅନୁଯାୟୀ, ଟାଉନ ପୋଲିସ ପକ୍ଷରୁ ପ୍ରାୟ ୧୫ ହଜାର କଫ ସିରପ ଜବତ କରି ଥାନା ମାଲଖାନାରେ ରଖା ଯାଇଥିଲା । ASI ବିଦ୍ୟୁତ ପଣ୍ଡା ଚଞ୍ଚକତା କରି ସେଥିରୁ ଦୁଇ ପେଟି କଫ ସିରଫ ଅନ୍ୟତ୍ର ରଖି ଦେଇଥିଲେ ।  ଏନେଇ ଅନ୍ୟ ଅଧିକାରୀ ମାନେ ଅଭିଯୋଗ ଆଣିବା ପରେ ସମ୍ବଲପୁର ଏସପି ତଦନ୍ତ କରି ASI ବିଦ୍ୟୁତ ପଣ୍ଡାକୁ ନିଲମ୍ବିତ କରିବା ସହ ଦୁଇ ପେଟି କଫ ସିରଫ ଜବତ କରିଛନ୍ତି ।

 

Related Articles

Leave a Reply

Your email address will not be published. Required fields are marked *

Back to top button