ବିଚାର

କାରରୁ ଶୁଭୁଥିଲା ଚିତ୍କାର, ଲୋକ ଭିତରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ

ଆଜି ଆମେ ଆପଣଙ୍କୁ ଏମିତି ଗୋଟେ କଥା କହିବାକୁ ଯାଉଛୁ ଯାହା ସୂନୀ ଆପଣଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ଲାଗିବ ଆଜି ଆମେ ଆପଣଙ୍କୁ ଗୋଟେ ଏମିତିକା ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଆପଣ ନିଜ ଜୀବନରେ କେବେ ଭାବି ନଥିବେ ବା ଦେଖିବାକୁ ମଧ୍ୟ ପାଇ ନଥିବେ । ଗୋଟେ କାର ନେସନଲ ହାଇବେ ଉପରେ ଠିଆ ଥିଲା, ହଟାତ ସେହି କାରରୁ ଅଲଗା ଅଲଗା ପ୍ରକାର ଶବ୍ଦ ବାହାରିବା ଆରମ୍ଭ ହେଲା ଯାହା ଆଖ ପାଖ ଲୋକ ଶୁଣିବାକୁ ପାଇଥିଲେ ତେବେ ପାଖରେ ଥିବା ଚା ଦୋକାନରେ କିଛି ଲୋକ ଚା ପିଉ ଥିଲେ ସେ ଏହି ଶୋର ଶବ୍ଦ ଶୁଣିଲେ ।

Image Courtesy: Google

ଏହି ଶବ୍ଦ ଶୁଣି କିଛି ଲୋକ କାର ଭିତରେ ଦେଖିବା ପାଇଁ କହିଲେ କିନ୍ତୁ କିନ୍ତୁ କିଛି ଲୋକ ମନା କଲେ କହିଲେ କାହା ନିଜି ଜୀବନରେ ଅନେଇବା ଉଚିତ ନୁହ ଏହା ପରେ ଲୋକ ନିଜ କାମରେ ବ୍ୟସ୍ତ ହୋଇଗଲେ ହଟାତ ଶବ୍ଦ ବଢିବାକୁ ଲାଗିଲା ଓ ଲୋକଙ୍କୁ ଆଶ୍ଚର୍ଯ୍ୟ ହେଲା ଯେ କାର ଭିତରୁ ଏମିତିକା ଶୋର କାହିଁକି ଶୁବୁଛି ।

Image Courtesy: Google

ଏହା ଦେଖିବା ପାଇଁ ବହୁତ ଲୋକ କାର ପାଖରେ ଜମା ହୋଇଗଲେ ଏହା ଦେଖି କାର ଡ୍ରାଇଭର ଯିଏ ପାଖ ଦୋକାନରେ ଜାଲିକ୍ଷା କରୁଥିଲା ଆସି ଲୋକଙ୍କୁ ପଚାରିଲା ଯେ ଆପଣ ମୋ କାରକୁ କଣ ପାଇଁ ଘେରିକି ଠିଆ ଅଛନ୍ତି ଏହି କଥା ଶୁଣି ଗୋଟେ ଲୋକ କହିଲେ ତମ କାର ଭିତରୁ ସୋର ଶୁବୁଛି ଏହା ଶୁଣି ଡ୍ରାଇଭର କହିଲା ମୋ କାରରେ କେହି ନାହାନ୍ତି ତେବେ ଶୋର କେମିତି ସୁବିବ କିନ୍ତୁ ବ୍ୟକ୍ତି ଜଣ କହିଲେ ଧ୍ୟାନ ଦେଇ ଶୁଣିବାକୁ ଚେଷ୍ଟା କର ଯାହା ପରେ ଡ୍ରାଇଭର ମଧ୍ୟ ଏହି ଶୋର ଶୁଣିବାକୁ ପାଇଥିଲା କାର ସବୁ ଜାଗା ଦେଖିଲା ପରେ ମଧ୍ୟ କିଛି ନଥିଲା ।

Image Courtesy: Google

ଏହା ପରେ ଡ୍ରାଇଭରକୁ ଇଞ୍ଜିନ ଦ୍ଵାରା ଶୋର ସୁବିବାର ଅନୁଭବ ହେଲା ଯାହା ପରେ ବେଣୁଧର ନାମକ ଜେନ ବ୍ୟକ୍ତି ବନେଟ ଖୋଲିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ହଟାତ କିଛି ଗରମ ପବନ ହାତରେ ବାଜିବା ଦ୍ଵାରା ସେ ଡଋ ଯାଇ ଛାଡି ଦେଇଥିଲେ । ତେବେ ଏହା ପରେ ସ୍ଥାନୀୟ ଲୋକଙ୍କ ସାହାଜ୍ଯରେ ସେହି କାର ବନେଟ ଖୋଲା ଗଲା ଯାହା ପରେ ଗୋଟେ ବିରାଟ ବଡ ସାପ ଇଞ୍ଜିନରେ ଲୋକ ଦେଖିବାକୁ ପାଇଥିଲେ ।

ସାପ ଦେଖି ଲୋକ ଡଋ ଗଲେ ଓ କାହାର ସାହାସ ହେଲା ନି ଯେ ସେ ସାପକୁ ଧରନ୍ତୁ ବୋଲି ଏହା ପରେ ଚା ଦୋକାନୀ ଏନିମଲ ରେସକ୍ୟୁ ଡିପାର୍ଟମେଣ୍ଟ ରେ ଫୋନ କରିଥିଲେ ଓ ସରିତା ନାମକ ଜେନ ଅଧିକାରୀ ଆସି ଏହି ସାପକୁ ବାହାର କରିଥିଲେ, ତେବେ ଝିଅ ହୋଇ ଏତେ ସାହାସ କାମ କରିବାର ଦେଖି ଲୋକ ସରିତା ଉପରେ ବହୁତ ଗର୍ବିତ ହୋଇଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button