ଜୀବନଶୈଳୀ

ଜଗା ଦର୍ଶନ କରି ଚାଲିଗଲା ଜୀବନ! କେତେ ଆଶା ନେଇ ଆସିଥିଲେ କରିବାକୁ ଜଗା ଦର୍ଶନ, କିନ୍ତୁ ଦର୍ଶନ ପରେ ଯାହା ହେଲା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ… ଦେଖନ୍ତୁ Video

ବନ୍ଧୁଗଣ ଶ୍ରୀକ୍ଷେତ୍ରରୁ ପ୍ରାୟ 2000 କିମି ଦୂରରୁ ଅର୍ଥାତ ହରିୟାନାରୁ ପୁରୀ ଆସିଥିଲେ ଶ୍ରଦ୍ଧାଳୁ । କାହିଁ କେତେ ଦିନରୁ ଇଚ୍ଛା ଥିଲା କାଳିଆକୁ ଦର୍ଶନ କରିବା ପାଇଁ । ସେଥିଲାଗି ତ ଏତେ ବାଟ ରୁ ଆସି ପହଞ୍ଚିଥିଲେ ପୁରୀରେ । ପ୍ରଥମେ ଜଗା ଦର୍ଶନ କରି ହୋଟେଲ ଫେରିଥିଲେ ଆଉ ପରେ ଘର ଲୋକଙ୍କୁ ଫୋନ କରି କହିଥିଲେ ଭଲରେ ଭଲରେ ଜଗା ଦର୍ଶନ ହେଲା । ବାସ ଏତିକି କଥାରେ ସେ ଟଳି ପଡିଲେ ।

ଆଉ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ତାଙ୍କର ପ୍ରା-ଣ ଚାଲିଗଲା । କାଳିଆ ଧାମ ଦର୍ଶନ କରିବେ ବୋଲି ଇଚ୍ଛା କରି ପୁଅ ମୋହନ ଓ ସ୍ଵାମୀ ଚୁଡିୟା ରାମଙ୍କ ସହ ଶ୍ରୀ କ୍ଷେତ୍ର ଆସିଥିଲେ ହରିୟାନାର ଧନୱନ୍ତି । ହେଲେ ଜଗନ୍ନାଥଙ୍କ ଦର୍ଶନ କରି ହାରିଲେ ସେ ନିଜର ଜୀବନ । ଜଗନ୍ନାଥ ଧାମକୁ ଆସି ସେ ପ୍ରା-ଣ ହ-ରା-ଇ-ବା ପରେ ସେ ସିନା ମୁକ୍ତି ପାଇଗଲେ କିନ୍ତୁ ଅଧା ରାସ୍ତାରୁ ହାତ ଛାଡି ଚାଲିଯିବାରୁ ସ୍ଵାମୀଙ୍କ ଆଖି ରୁ ଲୁହ ସୁଖୁ ନାହି ।

ମା କୁ ଧରି ବାହୁନି ବାହୁନି କାନ୍ଦୁଛି ପୁଅ । ଜୀବନ ଯିବା ପରେ ଏବେ ଶ-ବ ନେଇ ଘରକୁ ଫେରିବେ ସ୍ଵାମୀ ଆଉ ପୁଅ । ତେବେ ପୁରି ଆସି ମହାପ୍ରଭୂଙ୍କୁ ଦର୍ଶନ କରିବା ପରେ ପ୍ରା-ଣ ଚାଲି ଯାଇଥିବା କଥାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଚାଲିଛି । ଲୋକେ କହୁଛନ୍ତି ଜଗା ଦର୍ଶନ ପରେ ମ-ର-ଣ ଭାଗ୍ୟରେ ଥିଲେ ମିଳେ । ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଭାବର ଠାକୁର । ଭକ୍ତ ର ଭକ୍ତିରେ ଦର୍ଶନ ଦେବାର ଠାକୁର ।

କାଳିଆ ର ଲୀଳା କାହାକୁ ବି ଅଛପା ନାହି । ସେ କେତେବେଳେ ଭକ୍ତ ହାତରୁ ନଡିଆ ନେଇଯାଏ ତ ପୁଣି କେବେ ଭକ୍ତ କୁ ସୁନା ଥାଳି ରେ ଖାଇବାକୁ ଦିଏ । ଯିଏ ଭକ୍ତି ରେ ଡାକେ ତାକୁ ସ୍ଵୟଂ ଦର୍ଶନ ଦିଏ କଳା ଶ୍ରୀମୁଖ । ଉଋ ରେ ବେ ଏମିତି ଏକ ଘଟଣା ଘଟିଛି ଯାହାକୁ ନେଇ ଖାଲି ଓଡିଶା ନୁହେଁ ବରଂ ସାରା ଦେଶରେ ଚାଲିଛି ଚର୍ଚ୍ଚା । ଭକ୍ତ ର ଭକ୍ତି ରେ କାଳିଆ ସାଆନ୍ତ ଖୁସି ଭାବରେ ଡାକିଲେ ସେ ଓ କରେ ।

ସବୁ ଦିନ ପରେ ଶ୍ରୀ ମନ୍ଦିର ରେ ସେଦିନ କାଲିଥିଲା ଶ୍ରୀ ଜୀଉଙ୍କର ନୀତିକାନ୍ତି । ନୀତି ନିର୍ଘଣ୍ଟ ଅନୁସାରେ ପହଡ ପଡିବା ପାଇଁ ପ୍ରସ୍ତୁତି ବି ସରିଥିଲା । ହେଲେ ପହଡ ପଡ଼ିପାରୁ ନ ଥିଲା । ସତେ ଯେପରି କାଳିଆ ଅପେକ୍ଷା କରିଥିଲା ତାର ଭକ୍ତ କୁ । ସତରେ ସେୟା ହିଁ ହେଲା । ଭକ୍ତ କୁ ଦର୍ଶନ ଦେବା ପରେ ପହଡ ପଡିଥିଲା କାଳିଆ ସାଆନ୍ତଙ୍କର ।

ଏ ହେଉଛନ୍ତି ସେ ଭାଗ୍ୟବାନ ଭକ୍ତ ଧନୱନ୍ତି ଯାହାକୁ ଦର୍ଶନ ଦେବା ଲାଗି ପହଡ ପକାଇ ନ ଥିଲେ କାଳିଆ ସାଆନ୍ତେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button