ଶନିବାର ଦିନ କରନ୍ତୁ ଏହି 3ଟି କାମ, ସବୁ ସମସ୍ୟାର ହେବ ଅନ୍ତ- Ajira Anuchinta

ବନ୍ଧୁଗଣ ଦୁଖ, କଷ୍ଟ ଏମିତି ଏକ ଜିନିଷ ଜିଏକି କେବେ ନ କେବେ ଯେ କୌଣସି ବ୍ଯକ୍ତିର ଘରେ ଆସିଥାଏ । ଆଜିର ବହୁଳ ଜୀବନରେ ଦୁଖ କଷ୍ଟ ଲାଗି ରହିଥାଏ । ଏମିତି ସ୍ଥିତିରେ ସମସ୍ତଙ୍କର ପ୍ରୟାସ ହୋଇଥାଏ ଦୁଖ କଷ୍ଟକୁ ଏଡାଇ ଦେବା ପାଇଁ କିନ୍ତୁ ଏହା ସହଜ ହୋଇ ନ ଥାଏ । ଏଥିପାଇଁ ଅନେକ ପ୍ରକାରର କାର୍ଯ୍ୟ କରିବାକୁ ପଡିଥାଏ । ଏହି ଦୁଖ ସହ ଯଦି ଶନି ଦଶା ଚାଲିଥାଏ ତେବେ ଗୋଟିଏ ପରେ ଗୋଟେ ସମସ୍ଯା ଲାଗି ରହିଥାଏ । ଏହି ସ୍ଥିତିର ସମାଧାନ କରିବା ପାଇଁ ଶନିଦେବଙ୍କ କୃପା ପାଇବା ଉଚିତ । ଆଜି ଆମେ ଆପଣଙ୍କୁ ଶନିବାର ଦିନ କେଉଁ କାମ କାଇଲେ ସମସ୍ୟାର ସମାଧାନ ହୋଇଯାଏ ସେହି ବିଷୟରେ କହିବାକୁ ଯାଉଛୁ ।
୧- ସୋରିଷ ତେଲର ଦାନ : ଶନିଦେବଙ୍କ ପୂଜାରେ ସୋରିଷ ତେଲ ବ୍ୟବହାର କରା ଯାଇଥାଏ । ଏହି ତେଲେ ତାଙ୍କର ଅତି ପ୍ରିୟ ଅଟେ । ଶନିବାର ଦିନ ସୋରି ତେଲ ଦାନ କରିଲେ ବହୁତ ଉପକାରୀ ପ୍ରମାଣିତ ହୋଇଥାଏ । ଏହି ଦାନ ଆପଣ ଗରିବ, ବ୍ରାମହଣ ବ ମନ୍ଦିର ରେ ଦେଇ ପାରିବେ । ଧ୍ୟାନ ରଖିବେ ଯେବେ ସୋରିଷ ତେଲ ଦାନ କରିବେ ସେତେବେଳେ ଶନିଦେବ ଙ୍କୁ ସ୍ମରଣ କରିବା ସହ କଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ଜୀବନରେ ସବୁ କଷ୍ଟ ଦୂର ହେବ ।
୨- କାଉକୁ ଖାଦ୍ୟ ଖାଇବାକୁ ଦେବା : ଶନିବାର ଦିନ କାଉ କୁ ଖାଦ୍ୟ ଦେବା ବହୁତ ଶୁଭ କାର୍ଯ୍ୟ କୁହା ଯାଇଥାଏ । କାଉ ଶନିଦେବ ଙ୍କ ବାହନ ହୋଇଥାଏ । ତେଣୁ ଆପଣ କାଉ କୁ ଖୁସି କରିଦେଲେ ଆପଣଙ୍କ ଶତ୍ରୁ ଆପଣଙ୍କର ଅନିଷ୍ଟ କରିପାରିବେ ନାହି । ଏହା ସହ ଆପଣଙ୍କ ଜୀବନରେ ସବୁ ସମସ୍ଯା ଗୁଡିକ ଧୀରେ ଧୀରେ ଦୂର ହେବ । ଏଥିପାଇଁ କାଉ କୁ ଚଉଆଲ ସହ ଅନ୍ୟ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ । ଏହା ପରେ ଶନି ମହାରାଜ ଙ୍କ ଦର୍ଶନ ନିଶ୍ଚୟ କରନ୍ତୁ । ଶନି ମହାରାଜଙ୍କୁ ଆପଣଙ୍କର ସବୁ ସମସ୍ଯା ବିଷୟରେ ଜଣାଇଲେ ବହତ ଜଲ୍ଦି ଦୂର ହେବ ।
୩- ଲୁହା ଜିନିଷ କିଣାବିକା : ଶନିବାର ଦିନ ଲୁହା ନିର୍ମିତ ବସ୍ତୁ କିଣିବା ବା ବିକ୍ରି କରିବା ଦ୍ଵାରା ଖରାପ ସମୟ ଦୂର ହୋଇଯାଏ । ଏମିତି କୁହାଯାଏ ଶନିବାର ଦିନ ନିଜ ଘରକୁ ନୂଆ ଲୁହ ବସ୍ତୁ ଆଣିବା ଉଚିତ । ଏହା ବଦଳରେ ଘରକୁ ପୁରୁଣା ଲୁହା ବସ୍ତୁ ବାହାର କରିବା ଦ୍ଵାରା ନେଗେଟିଭ ଊର୍ଜା ଚାଲି ଯାଇଥାଏ ।
ଏହି ସମୟରେ ଆପଣ ମାନେ ଶନି ମହାରାଜା ଙ୍କ ନାମ ନିଶ୍ଚୟ ଉଚ୍ଚାରଣ ରିଲେ ଏହାର ଫଳ ଦୁଇ ଗୁଣା ହୋଇ ଯାଇଥାଏ । ବନ୍ଧୁଗ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।