ଓଡିଶା

କେଶଦୁରାପାଳ ପଞ୍ଚାୟତରେ ମିଶନ ଶକ୍ତି ଗୃହ ଉଦ୍ଘାଟନ

ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅନ୍ତର୍ଗତ କେଶଦୁରାପାଳ ପଞ୍ଚାୟତରେ ମିଶନ୍ ଶକ୍ତି ନୂତନ ଗୃହ ସରପଞ୍ଚଙ୍କ ଦ୍ୱାରା ଗତ ୨୬ ତାରିଖ ଶୁକ୍ରବାର ଦିନ ଶୁଭ ଉଦ୍ଘାଟନ କରାଯାଇଛି । ମହିଳାମାନଙ୍କୁ ସଶସ୍ତ୍ରୀକରଣ କରିବା ନେଇ ଗ୍ରାମାଞ୍ଚଳରେ ମହିଳାମାନଙ୍କୁ ନେଇ ସ୍ୱୟଂ ସହାୟିକା ଗୋଷ୍ଠି ଉନ୍ନୟନ ପାଇଁ ମିଶନ ଶକ୍ତି ଗୃହ କରାଯାଉଥିବା ବେଳେ କେଶଦୁରାପାଳ ପଞ୍ଚାୟତର ମିଶନ ଶକ୍ତି ନୂତନ ଗୃହକୁ ସରପଞ୍ଚ ମାନସୀ ରଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଫିତାକାଟି ଉଦ୍ଘାଟନ କରିଥିଲେ । ବ୍ଲକ ସଂଯୋଜକ ସରୋଜ ମହାରଣା, ସମାଜସେବୀ ପର୍ଶୁରାମ ମହାରଣାଙ୍କ ସହ ବହୁ ମହିଳା |

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button