ଜୀବନଶୈଳୀ

ଆସନ୍ତୁ ଜାଣିବା ଆପଣଙ୍କ ନାଭି ଆକାର ଆପଣଙ୍କ ବ୍ୟକ୍ତିତ୍ବ ବିଷୟରେ କଣ କହିଥାଏ ?

ଏହି ଦୁନିଆରେ ସୁନ୍ଦର ଦେଖାଯିବାର ଇଚ୍ଛା ସମସ୍ତଙ୍କ ମନରେ ଥାଏ ଏବଂ ନିଜର ଏହି ଇଚ୍ଛାକୁ ପୂରଣ କରିବା ପାଇଁ ଲୋକ କେତେ କ ପ୍ରକାରର ମହଙ୍ଗା ପ୍ରଡ଼କ୍ଟସ ରେ ବ୍ୟବହାର କରନ୍ତି । ଏଥିରେ ଲୋକଙ୍କର ସୁନ୍ଦରତାରେ କିଛି ଖାସ ଚମକ ଆସିନଥାଏ । ଯେଉଁ କାରଣରୁ ଲୋକ ନିରାଶ ବି ହୋଇଯାନ୍ତି । ଆପଣ କେବେ ଭାବିଛନ୍ତି କି ଆଗରୁ ଯେତବେଳେ ଏହି ସବୁ ନଥିଲା ଲୋକ କେମିତି ସୁନ୍ଦର ଦେଖାଯାଉଥିଲେ । ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ଏମିତି ପୁରୁଣା ଉପାୟ ଆଣିଛୁ ,ଯାହାକୁ ଆଗକାଳରେ ରାଜାଙ୍କ ଘରର ମହିଳା ଏବଂ ପୁରୁଷ ମାନେ ବ୍ୟବହାର କରୁଥିଲେ ।

Image Courtesy: Google

ଆଗ କାଳରେ ଲୋକଙ୍କର ଆୟୁର୍ବେଦିକ ଉପରେ ଅଧିକ ବିଶ୍ଵାସ ଥିଲା । ଏମିତିରେ ଆୟୁର୍ବେଦର କିଛି ଜଡିବୁଟି ଓ ଘରୋଇ ଉପଚାର ଆପଣେଇ ନିଜର ସୌନ୍ଦର୍ଜ୍ୟକୁ ବଢାଉଥିଲେ । ଆଜି ଆମେ ଆପଣଙ୍କୁ କିଛି ଏମିତି ଘରୋଇ ଆୟୁର୍ବେଦିକ ଉପଚାର ଜଣାଇବୁ, ଯାହାର ମିଶ୍ରଣକୁ ଆପଣ ପ୍ରତିଦିନ ନିଜ ନାଭିରେ ଦୁଇ ବୁନ୍ଦା ପକାଇବେ ତେବେ ଆପଣଙ୍କ ଚେହେରାରେ ଏକ ଅଲଗା ପ୍ରକାରର ଚମକ ଆସିବ ।

Image Courtesy: Google

୧. ଏହି ଭଳି ନାଭି ଥିବା ବ୍ୟକ୍ତି ବହୁତ ଶାନ୍ତ ଶ୍ରୀଷ୍ଟ ଓ ଝିଅ ମାନଙ୍କୁ ବହୁତ ସମ୍ମାନ ଦେଇଥାନ୍ତି, ସମ୍ପର୍କରେ ଆସିଲା ପରେ ନିଜ ସାଥିର ବହୁତ ଭଲ ଧ୍ୟାନ ରଖନ୍ତି ଓ କେବେ ବି ତାଙ୍କୁ ଦୁଃଖ ଦିଅନ୍ତି ନାହିଁ

୨. ଏହି ଭଳି ନାଭି ଥିବା ବ୍ୟକ୍ତି ଏହା ଛଡା କେବେ ବି ନିଜ ଜୀବନସାଥିକୁ କୌଣସି ପ୍ରକାର ସମସ୍ଯାରେ ଏକା ଛାଡି ନଥାନ୍ତି, ଯେତେ କାମ ଥିଲେ ମଧ୍ୟ ନିଜ ଜୀବନସାଥୀକୁ ସମୟ ଦବା କେବେ ଭୁଲନ୍ତି ନାହିଁ ।

Image Courtesy: Google

୩. ଏହି ଭଳି ନାଭି ଥିବା ବ୍ୟକ୍ତି ବହୁତ ମିଠା କଥା କହିବା ଜାଣିଥାନ୍ତି ଯାହା ଦ୍ଵାରା ବହୁତ ଶୀଘ୍ର ଝିଅଙ୍କୁ ମନେଇ ନିଅନ୍ତି କିନ୍ତୁ କେବେ କାହାକୁ ଦୁଃଖ ଦବାକୁ ଇଛା କରନ୍ତି ନାହିଁ ଏହି ଭଳି ପୁଅଙ୍କୁ ବହୁତ ଶୀଘ୍ର ଝିଅ ମିଳିଥାନ୍ତି କାହିଁକିନା ଏହି ଭଳି ପୁଅ ଝିଅଙ୍କ ପରି କଥା କହିବା ବହୁତ ପସନ୍ଦ କରିଥାନ୍ତି ।

୪. ଏହି ଭଳି ନାଭି ଥିବା ବ୍ୟକ୍ତି ସମସ୍ତଙ୍କ ମାନଙ୍କ ମନ ପଢିବା ବହୁତ ଭଲ ଭାବରେ ଜାଣିଥାନ୍ତି, ଏହି ଭଳି ବ୍ୟକ୍ତିଙ୍କ ସାଙ୍ଗ ବହୁତ ହୋଇଥାନ୍ତି, ଏହି ଲୋକ ବହୁତ ଭଲ ବ୍ୟବହାର କରିଥାନ୍ତି ।

Image Courtesy: Google

୫. ଏହି ଭଳି ନାଭି ଥିବା ବ୍ୟକ୍ତି ଏହି ଲୋକ ବହୁତ ସଂସ୍କାରୀ ହବା ସହ ବହୁତ ଭାବି ଚିନ୍ତି କଥା ହୁଅନ୍ତି ଯାହା ଦ୍ଵାରା ଅନ୍ୟ କେହି ଖରାପ ନ ଭାବନ୍ତୁ ।

୬. ଏହି ଭଳି ନାଭି ଥିବା ବ୍ୟକ୍ତି ସ୍ଵଭାବରେ ବହୁତ ସରଳ ହୋଇଥାନ୍ତି ଓ ବହୁତ ମଜାଳିଆ ହୋଇଥାନ୍ତି, ଏହି ଲୋକଙ୍କ ଖୁସି ମିଜାଜ ଦେଖି ଅନ୍ୟ ମାନେ ଶୀଘ୍ର ପଟି ଯାଇଥାନ୍ତି, କେବେ ବି କାହାକୁ କଷ୍ଟ ଏହି ଲୋକ ଜାଣିକି ଦବା ପାଇଁ ଚେଷ୍ଟା କରନ୍ତି ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button