ସ୍ୱାସ୍ଥ୍ୟ
ଜନ୍ମଦିନ ଭୋଜି ଖାଇ ୫୦ ଗୁରୁତର, ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ଅନୁଗୁଳ: ଜନ୍ମଦିନ ଭୋଜି ଖାଇ ୫୦ ଗୁରୁତର । ଝାଡାବାନ୍ତିରେ ଆକ୍ରାନ୍ତ ଲୋକ । ଅନୁଗୁଳ ଜିଲ୍ଲା ସୌଭାଗ୍ୟନଗରେ ଅଭାବନୀୟ ଘଟଣା ଘଟିଛି। ଜନ୍ମଦିନ ଭୋଜି ଖାଇବା ପରେ କିଛି ଲୋକ ଅସୁସ୍ଥ ଅନୁଭବ କରିଥିଲେ । ଝାଡାବାନ୍ତି ସହ ମୁଣ୍ଡ ବୁଲାଇଥିଲା । ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।