ଶୋଇବା ସମୟରେ ନିଜ ପାଖରେ ଭୁଲରେ ବି ଏହି 2ଟି ଜିନିଷ ରଖନ୍ତୁ ନାହିଁ । ନଚେତ ଆସିଥାଏ ଦାରିଦ୍ର୍ଯତା ।

ବନ୍ଧୁଗଣ ଅନେକ ସମୟରେ ଆମ ଜୀବନରେ ସମସ୍ଯା କମ ହେବା ବଦଳରେ ବଢିବାରେ ଲାଗିଥାଏ । ସମସ୍ଯା କମ କରିବା ପାଇଁ ଆମେ ଯଥା ସମ୍ଭବ ଚେଷ୍ଟା ରିଥାଉ କିନ୍ତୁ ସୁଫଳ ମିଳେ ନାହିଁ । ଏହାପରେ ଆମେ ଆମର ଭାଗ୍ୟକୁ ଦୋଷ ଦେଇଥାଉ । କିନ୍ତୁ କଣ ଆପଣ ଜାଣିଛନ୍ତି କି ଆମର ସବୁ ସମସ୍ୟାର ସମାଧାନ ଶାସ୍ତ୍ରରେ ବର୍ଣ୍ଣିତ ଅଛି । ଅନେକ ଥର ଆମେ ଏମିତି ଭୁଲ କରିଥାଉ ଯାହାର ପରିଣାମ ସ୍ୱରୂପ ସମସ୍ୟାମାନ ସୃଷ୍ଟି ହୋଇଥାଏ । ଆଜି ଆମେ ଜାଣିବା ଶୋଇବା ସମୟରେ ନିଜ ପାଖରେ କେଉଁ ଜିନିଷ ରଖିବା ଉଚିତ ନୁହେଁ ।
୧- ଶୟନ କକ୍ଷରେ କୌଣସି ଦେବୀ ଦେବତାଙ୍କ ଫୋଟୋ ରଖିବା ଉଚିତ ନୁହେଁ । କିନ୍ତୁ ଯଦି ମାନସିକ ରୂପରେ ଦୁଃଖୀ ଅଛନ୍ତି ଯାହା କାରଣରୁ ଆପଣଙ୍କୁ ନିଦ ଆସୁ ନାହିଁ ତେବେ ତକିଆ ତଳେ ନାଲି ରଙ୍ଗର କାଗଜରେ ଆରାଧ୍ୟ ଦେବଙ୍କ ବିଭୁତି ବାନ୍ଧିକି ରଖନ୍ତୁ । ଶୋଇବା ପୂର୍ବରୁ ଈଶ୍ବରଙ୍କ ନାମ ନେଇ ଶୟନ କରନ୍ତୁୟ ।
୨- ଲୁଣ ଓ ଫିଟିକିଟି ଏମିତି ୨ଟି ଜିନିଷ ଯାହା ଦ୍ଵାରା ନେଗେଟିଭ ଊର୍ଜା ସୃଷ୍ଟି ହୋଇଥାଏ । ତେଣୁ ଶୋଇବା ଘରେ ଚାରି କୋଣରେ କାଚ ପାତ୍ରରେ ଲୁଣ ଓ ଫିଟିକରି ଭରିକି ରଖିବା ଦ୍ଵାରା ନେଗେଟିଭ ଶକ୍ତି ଦୂର ହୋଇଥାଏ । ଏହା ସହ ଚିନ୍ତା କମ ହୋଇଥାଏ ।
୩- କର୍ପୁରରେ ଅନୋଖା ଓ ସୁଗନ୍ଧିତ ବାସ୍ନା ପାଇଁ ପ୍ରସିଦ୍ଧ ଅଟେ । କିନ୍ତୁ କର୍ପୁର ରେ ଅଦଭୂତ ଶକ୍ତି ଅଛି ନେଗେଟିଭ ଶକ୍ତିକୁ ଦୂର କରିଥାଏ । ଶୋଇବା ଘରେ ନାଲି କପଡାରେ କର୍ପୁର ବାନ୍ଧିକି ବା କର୍ପୁର ଜଳାଇଲେ ସୁଗନ୍ଧରେ ବାତାବରଣ ଶୁଦ୍ଧ ହୋଇଥାଏ ।
ଏବେ ଆସନ୍ତୁ ଜାଣିବା କେଉଁ ବସ୍ତୁ କୁ ଶୋଇବା ସମୟରେ ନିଜର ଆଖ ପାଖରେ ରଖିବା ଉଚିତ ନୁହେଁ ।
୧- ଶୋଇବା ଘରେ ଜୋତା, ଚପଲ, ନ ଧୁଆ ହୋଇଥିବା ମୌଜା ରଖିବା ଉଚିତ ନୁହେଁ । ଏଥିରେ ନେଗେଟିଭ ଊର୍ଜା ଥାଏ ଯାହା ଆମେ ବାହାରୁ ନେଇ ଆସିଥାଉ ।
୨- ଅପରିଷ୍କାର ହୋଇଥିବା ବେଡସିଟ, ତକିଆ ନେଗେଟିଭ ଶକ୍ତି ର ସ୍ରୋତ ହୋଇଥାଏ । ତେଣୁ ବେଡ କୁ ସର୍ବଦା ସଫା ସୁତୁରା ରଖିବା ଉଚିତ । ଅପରିଷ୍କାର କପଡା ବେଡ ଉପରେ ରଖିବା ଉଚିତ ନୁହେଁ ।
୩- ଶୋଇବା ଘରେ ବା ବେଡ ପାଖରେ ଅଳିଆ ରଖା ଯାଉଥିବା ଡବା ରଖିବା ଉଚିତ ନୁହେଁ । ଏହା ସହ ବେଡ ଉପରେ ବସି ଭୁଲରେ ବି ଖାଇବା ଉଚିତ ନୁହେଁ । ଅଳିଆ ରୁ ନେଗେଟିଭ ଊର୍ଜା ସୃଷ୍ଟି ହୋଇଥାଏ ଯାହାର ପ୍ରଭାବ ଜରୁରୀ କାମ ଉପରେ ପଡିଥାଏ ।
୪- ଶୋଇବା ଘରେ ଦର୍ପଣ ଓ ହିଂସ୍ର ହନ୍ତୁ ଙ୍କ ଫୋଟୋ ମଧ୍ୟ ରଖିବା ଉଚିତ । ଏହା ଦ୍ଵାରା ଖରାପ ପ୍ରଭାବ ଆମ ଜୀବନ ଉପରେ ପଡିଥାଏ । ତେବେ ଏହା ଥିଲା ସେହି ସବୁ ବସ୍ତୁ ଯାହାକୁ ଶୋଇବା ସମୟରେ ନିଜ ଆଖ ପାଖରେ ବା ବେଡ ପାଖ ରେ ରଖିବା ଉଚିତ ନୁହେଁ ।