ଶିକ୍ଷା

ଗୋଟେ ସବୁଜ ଘରେ ଧଳା ଘର, ଧଳା ଘରେ ନାଲି ଘର, ନାଲି ଘରେ ଅଛି ପାଣି, ପାଣିରେ ପହରୁଞ୍ଚନ୍ତି ଛୋଟ ପିଲା, ତ କୁହ ତାର ନାମ କଣ ? ଏହା ସହ ଆହୁରି 20+ GK Quiz

ଆଇଏଏସ ଇଣ୍ଟରଭ୍ୟୁରେ କେତେ ଥର ଇଣ୍ଟରଭିୟୁର ଏମିତି କିଛି ପ୍ରଶ୍ନ ପଚାରିଥାଏ ଯାହା ଦ୍ଵାରା କ୍ୟାଣ୍ଡିଡେଟକୁ ଏହା ଅନୁଭବ ହୋଇଥାଏ ଯେ ଏହା କି ଭଳି ପରସନ କିନ୍ତୁ ଏମିତିକା ପ୍ରଶ୍ନ ଦ୍ଵାରା ଇଣ୍ଟରଭିୟୁର କ୍ୟାଣ୍ଡିଡେଟ ଉତ୍ତର, ମାନସିକ ସ୍ଥିତି ଓ ବୋଧିକ କ୍ଷମତା ପ୍ରଶିକ୍ଷଣ କରିଥାନ୍ତି । ଆଜି ଆମେ ଆପଣଙ୍କୁ ଆଇଏଏସ ଇଣ୍ଟରଭିୟୁରେ ପଚରା ଯାଇଥିବା କିଛି ପ୍ରଶ୍ନ କହିବାକୁ ଯାଉଛୁ ଯାହା ଉତ୍ତର ମଧ୍ୟ ଆମେ କହିବୁ କିନ୍ତୁ ଆପଣ ନିଜେ ଉତ୍ତର ଦବା ପାଇଁ ପ୍ରୟାସ କରନ୍ତୁ ।

୧- ମଣିଷର ମସ୍ତିସ୍କ ମୃତ୍ୟୁ ପରେ କେତେ ସମୟ ଯାଏଁ ଜୀବିତ ରହିଥାଏ ?

ଉତ୍ତର- ୧୦ମିନିଟ

୨- ଏମିତି କେଉଁ ଜୀବ ଅଛି ଯିଏ ଜିଭରେ ନିଶ୍ଵାସ ନେଇଥାଏ ?

ଉତ୍ତର- ସାପ

୩- ସବୁଠାରୁ କମ ଅଣ୍ଡା କେଉଁ ଦେଶର ଲୋକ ଖାଇଥାନ୍ତି ?

ଉତ୍ତର- ମେସ୍କୋ

୪- ଏମିତି କେଉଁ ଜୀବ ଅଛି ଯିଏ ୨୦୦ ବର୍ଷ ଯାଏଁ ବଞ୍ଚିଥାଏ ?

ଉତ୍ତର- କଇଁଛ

୫- ସବୁଠାରୁ କମ ଭୂମିକମ୍ପ କେଉଁ ଦେଶରେ ହୋଇଥାଏ ?

ଉତ୍ତର- ଭାରତ

୬- କୁରୁକୁରି ର ପ୍ଯାକେଟରେ କେଉଁ ଗ୍ଯାସ ଭରା ଯାଇଥାଏ ?

ଉତ୍ତର- ନାଇଟ୍ରୋଜେନ ଗ୍ଯାସ

୭- ଏମିତି କେଉଁ ଜୀବ ଅଛି ଯିଏ ୩ ସେକେଣ୍ଡ ପାଇଁ ସବୁ ଭୁଲିଯାଏ ?

ଉତ୍ତର- ମାଛ

୮- ଭାରତର ସବୁଠାରୁ ପୁରୁଣା ଖେଳର ନାମ କଣ ?

ଉତ୍ତର- କବାଡି

୯- ଦୁନିଆରେ କଳା ହଂସ କେଉଁ ଦେଶରେ ଦେଖାଯାଏ ?

ଉତ୍ତର- ଅଷ୍ଟ୍ରେଲିୟା

୧୦- କେଉଁ ଗ୍ରହ ଉପରେ ହିରାର ବର୍ଷା ହୋଇଥାଏ ?

ଉତ୍ତର- ପ୍ଲୁଟୋ

୧୧- ଭାରତରେ କେଉଁ ରାଜ୍ୟରେ ସବୁଠାରୁ ଶସ୍ତା ପେଟ୍ରୋଲ ମିଳିଥାଏ ?

ଉତ୍ତର- ଗୋଆ

୧୨- ମନୁଷ୍ୟର ଶରୀରର କେତୋଟି ହାଡ ରହିଛି ?

ଉତ୍ତର- ୨୦୬ଟି

୧୩- କେଉଁ ଦେଶରେ ସୂର୍ଯ୍ୟ ପ୍ରଥମେ ଅସ୍ତ ହୋଇଥାନ୍ତି ?

ଉତ୍ତର- ନ୍ୟୁଜଲ୍ୟାଣ୍ଡ

୧୪- ଭାରତର ରାଷ୍ଟ୍ରପିତା କାହାକୁ କୁହାଯାଏ ?

ଉତ୍ତର- ମହାତ୍ମାଗାନ୍ଧୀ

୧୫- ଭାରତରେ ସବୁଠାରୁ ଖରାପ ସହର କାହକୁ ଘୋଷଣା କରାଯାଇଛି ?

ଉତ୍ତର- ପାଟନା

୧୬- ସୂର୍ଯ୍ୟଙ୍କ କିରଣରେ କେତୋଟି ରଙ୍ଗ ରହିଛି ?

ଉତ୍ତର- ୯ଟି

୧୭- କଣ ଆପଣ ଜାଣିଛନ୍ତି ଗୋଲାପ ସହର କାହାକୁ କୁହାଯାଏ ?

ଉତ୍ତର- ଚଣ୍ଡିଗଡ

୧୮- ସୂର୍ଯ୍ୟମୁଖୀ କେଉଁ ଦେଶର ରାଷ୍ଟ୍ରୀୟ ଫୁଲ ଅଟେ ?

ଉତ୍ତର- ୟୁକ୍ରେନ

୧୯- ବ୍ଯାଙ୍କକୁ ହିନ୍ଦୀରେ କଣ କୁହାଯାଏ ?

ଉତ୍ତର- ଅଧିକୋଷ

୨୦- କୋଇଲା କେଉଁ ରାଜ୍ୟର ରାଷ୍ଟ୍ରୀୟ ପକ୍ଷୀ ଅଟେ ?

ଉତ୍ତର- ଝାଡଖଣ୍ଡ

୨୧- ନାନା ରେଲୱେ ଷ୍ଟେସନ କେଉଁ ରାଜ୍ଯରେ ଅଛି ?

ଉତ୍ତର- ରାଜସ୍ଥାନ

୨୨- ଲାଲକିଲ୍ଲାରେ କେତୋରି ରୁମ ଅଛି ?

ଉତ୍ତର- ୬ଟି

୨୩- ଭାରତର କେଉଁ ରାଜ୍ୟରେ ଆଧାର କାର୍ଡ ହୁଏ ନାହି ?

ଉତ୍ତର- ଜାମୁକାଶ୍ମୀର

୨୪- ସବୁଠାରୁ ଶସ୍ତା ସୁନା କେଉଁଠାରେ ମିଳିଥାଏ ?

ଉତ୍ତର- ହଙ୍ଗକଙ୍ଗ

୨୫- ରାମ ଭଗବାନଙ୍କ ମାଙ୍କ ନାମ କଣ ଥିଲା ?

ଉତ୍ତର- କୌଶଲ୍ୟା

୨୬- କେଉଁ ପଶୁ କେବଳ ଭାରତରେ ହିଁ ଦେଖାଯାଏ ?

ଉତ୍ତର- ଘଡିୟାଲ

୨୭- କେଉଁ ଦେଶରେ ଜେଲରୁ ପଳାୟନ କରିଲେ ଅପରାଧ ମାନାଯାଏ ନାହି ?

ଉତ୍ତର- ଜର୍ମାନ

୨୮- ଗୋଟେ ହଳଦିଆ ଘରେ ଧଳା ଘର, ଧଳା ଘରେ ନାଲି ଘର, ନାଲି ଘରେ ଅଛି ପାଣି, ପାଣିରେ ପହରୁଞ୍ଚନ୍ତି ଛୋଟ ପିଲା, ତ କୁହ ତାର ନାମ କଣ ?

ଉତ୍ତର- ତରଭୁଜ

Related Articles

Leave a Reply

Your email address will not be published. Required fields are marked *

Back to top button