ଜୀବନଶୈଳୀ

ସକାଳୁ ବାଳ ଧୋଇବା ପୂର୍ବରୁ ଏମିତି ଲଗାଇ ଦିଅନ୍ତୁ AloeVera, ଏତେ ବାଳ ବଢିବ କି ସମ୍ଭାଳି ପାରିବେନି ଆପଣ

ଆଜି କାଲୀ ଅନେକ ସମସ୍ଯା ବାହାରୁଛି ଯାହା ଦ୍ଵାରା ଆମ ଶରୀର ରେ ଅନେକ ପ୍ରକାର ଅସନା ଦେଖିବା ପାଇଁ ମିଳୁଛି । ଦେଖିବା ପାଇ ଗଲେ ଆମେ ଜାଣି ପାରିବା କି ଆମେ ଏହାକୁ ଅଟକାଇ ବା ପାଇଁ ଅନେକ ପ୍ରକାର ଔଷଧ ବ୍ୟଭାର କରି ସାରିଲେଣି ଫିର ଭି ଏହା କମୁନି । ତ ଆମକୁ ଏହାର ଯତ୍ନ ନେବା ପାଇ ହେବ । ଆଜି ସେହି ଭଳି ଏକ ରେମେଡି କହିବା ପାଇଁ ଯାଉଛୁ ଯାହାକୁ କରିବା ଦ୍ଵାରା ଆମେ ଆମ ମୁଣ୍ଡରେ ଥିବା ରୂପୀ ଭଳି ସମସ୍ଯା ଦୂର ହୋଇଯିବ ।

ଓ ଏହା ସହ ଆପଣ ଏହାକୁ ସବୁ ଦିନ ପାଇଁ ଯଦି ବ୍ୟବହାର କରିବେ ତେବେ ଏହା ଆମ କେଶକୁ ଝଡିବା ପାଇଁ ଅଟକାଇବା ସହ ଏହା ଆମ ନୂଆ କେସର ସୃଷ୍ଟି କରିଥାଏ । ତେବେ ଏହାକୁ ଆପଣ ଲଗାଇବା ବେଳେ ଆପଣଙ୍କ ମୁଣ୍ଡ ସଫା ହୋଇଥିଲେ ଏହା ଅଧିକ ଭଲ ପରିଣାମ ଦେଇଥାଏ ।

ଆପଣ ନିଜ ଘରେ ଥିବା ଆଲୋଭେରା ଜେଲ କୁ ନେବେ ଏହାକୁ ଆପଣ ଗଛରୁ କାଟିବା ପରେ କିଛି ସମୟ ପାଇଁ ଏହାକୁ ଏକ ପାଣି ଥିବା ପାତ୍ର ରେ ରଖୀ ଦେବେ ଏହାର ତଳେ ଥିବା ହଳଦିଆ ଜିନିଷ କୁ ବାହାର କରିବା ପାଇଁ । ଏହା ବାହାରିବା ପରେ ଏହାକୁ ଆପଣ ନେଇ ଭଲକି ଧୋଇ ନେବେ । ଏହା ପରେ ଆପଣ ଏହାକୁ ଛୁରୀ ରେ ଧୀରେ କରି ଦୁଇ କଦରୁ ଏହାର କଣ୍ଟା କୁ କାଟି ଦେବେ ।

ଏହା ପରେ ଆପଣ ଏହାକୁ ଉପରୁ ଧୀରେ କରି ଚୋପା ଛଡେଇ ଦେବେ । ଆପଣ ଏହା ପରେ ଏହାର ଜେଲ କୁ ପାନିଆ ରେ ହଉ କିମ୍ବା ଚାମୁଚ ରେ ହାଉ ଏହାକୁ କାଢିନେବେ । ଦେଖିବେ ଏହି ଭଳି କାଢିଲେ ଆପଣଙ୍କ ର ଯେଉଁ ଛୋଟ ଛୋଟ ପିସ ଆସି ଯାଏ ଆଲୋଭେରା ର ତାହା ବାହାରିବ ନି । ତଥାପି ଆପଣ ଏହାକୁ ଗ୍ରାଇଣ୍ଡ କରି ନେବେ ।

ଆପଣ ଏହାକୁ କାଢିଲା ବେଳେ ଧ୍ୟାନ ରଖିବେ ଯେମିତି ସବୁ ବାହାରି ଜୀବ । ଆପଣ ଏହାକୁ ନେଇ ଏବେ ଗ୍ରାଇଣ୍ଡ କରୀ ନେବେ ଏହାକୁ ଗ୍ରାଇଣ୍ଡ କରିବା ଦ୍ଵାରା ଏହା ଫେଣ ଭଳି ହୋଇ ଯାଏ ଓ ଏଥିରେ ଥିବା ଛୋଟ ଛୋଟ ପିସ ଗୁଡିକ ଆମ କେଶରେ ଲାଗିକି ଅଡୁଆ କରେନୀ ।

ଏବେ ଏଥିରେ ଆପଣ ନେଇଥିବା ଆଲୋଭେରା ଜେଲ କୁ ଦେଖିକି ସେଥିରେ ଜଡା ତେଲ ମିଶେଇବେ । ଏହା ଆମ କେଶ କୁ ଖୁବ ମଜବୁତ କରିଥାଏ । ଜଡା ତେଲ ଆମ କେଶ ପାଇଁ ଖୁବ ଭଲ ଅଟେ । କିନ୍ତୁ ଏହାକୁ ଆପଣ ଶିଧା ସଳଖ ଭାବେ କେଶରେ ଲଗାନ୍ତୁ ନି କାରଣ ଏହା ବହୁତ ମୋଟା ତେଲ ଅଟେ ଏହାକାଉ ମାଳିଶ କରିବା ବେଳେ ଆପଣଙ୍କ କେଶ ଝଡିଯିବ ।

ତେଣୁଏହାକୁ ଆପଣ କିଛି ତେଲ ସହ ମିଶେଇକି ଲଗେଇବେ । ଏବେ ଆମେ ଏହି ତେଲକୁ ଆମ ଆଲୋଭେରା ଜେଲ ରେ ପକେଇକି ଏହାକୁ ଭଲ ଭାବେ ମିଶେଇ ଦେବା । ଏହାକୁ ଆମେ ଆମ ମୁଣ୍ଡରେ ଲଗେଇବା ସହ ଏହାକୁ ଆମ କେସର ଉପରି ଭାଗ ଓ ତଳ ଯାଏ ମଧ୍ୟ ଲଗାଇବା । ଏହାକୁ ୧ ଘଣ୍ଟା ପରେ ଧୋଇ ଦେବେ ଓ ଏହାକୁ ଆପଣ ସେହି ଦିନ ସାମ୍ପୁ ନକରିକି ତା ପର ଦିନ କରିଲେ ଆହୁରି ଭଲ ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button