ବିଚାର

ଲୁଣକୁ ଘରେ ଏହି ଜାଗାରେ ରଖିଲେ ଗରିବୀ ଘର ଠାରୁ ଦୂରରେ ରହିଥାଏ, କଳହ କ୍ଳେଶ ସବୁକିଛି ସମାପ୍ତ ହୋଇଥାଏ ,ଲକ୍ଷ୍ମୀ କରିଥାନ୍ତି ଧନର ବର୍ଷା

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଲୁଣ ଘରେ ଏହି ଜାଗାରେ ରଖିଲେ ଗରିବୀ ଘର ଠାରୁ ଦୂରରେ ରହିବ। କଳହ କ୍ଳେଶ ହେବ ସମାପ୍ତ। ନଜର ଦୋଷରୁ ମିଳିବ ମୁକ୍ତି। ଲକ୍ଷ୍ମୀ କରିବେ ଧନର ବର୍ଷା।

ଘରେ ଲୁଣର ମହତ୍ୱ ବହୁତ ରହିଛି। ଘରେ ଯେଉଁ ଲୁଣ ଥାଏ ନାଁ ତାହା ଆପଣଙ୍କ ଘରର ସୁଖ ସମୃଦ୍ଧିକୁ ବୃଦ୍ଧି କରିଥାଏ। କାହିଁକିନା ଲୁଣର ସିଧା ସମ୍ୱନ୍ଧ ଜ୍ୟୋତିଷ ଅନୁସାରେ ରାହୁ ଏବଂ କେତୁଙ୍କ ଖରାପ ପ୍ରଭାବକୁ ଦୂର କରିଥାଏ। ଶାସ୍ତ୍ରରେ ଲୁଣକୁ ଚନ୍ଦ୍ରମା ଏବଂ ଶୁକ୍ରଙ୍କର ପ୍ରତିନିଧି ବି ମାନାଯାଏ। ଆଉ ଲୁଣର ଉପାୟରେ ବି ଚନ୍ଦ୍ର ଏବଂ ଶୁକ୍ର ଦୁଇ ଜଣଙ୍କର ଅଶୁଭ ପ୍ରଭାବରୁ ବି ରକ୍ଷା ପାଇପାରିବେ। ଆପଣଙ୍କ ଜୀବନରେ ସମସ୍ତ ସମସ୍ୟା ଲୁଣରେ ହିଁ ସମାପ୍ତ ହୋଇଥାଏ। ଧଳା ଲୁଣର ବ୍ୟବହାର ଆପଣଙ୍କୁ କରିବାକୁ ପଡିଥାଏ। ଧଳା ଲୁଣ ଅଧିମ ପ୍ରଭାବଶାଳୀ ହୋଇଥାଏ।

ଆପଣ ଯେଉଁ ଲୁଣକୁ ନିଜ ଶୌଚାଳୟରେ ବାଥରୁମରେ ରଖନ୍ତି କିମ୍ବା ଆପଣ ଡାଇନିଂରେ ରଖିଛନ୍ତି ତ ଏହି ଲୁଣ ଆପଣଙ୍କୁ କେଉଁଠି ଫୋପାଡ଼ିବାକୁ ପଡିବ ଦେଖନ୍ତୁ ସର୍ବଦା ନିଜର ଘରର ପେନରେ ପକେଇ ଦେବେ। ଯେତେ ଦୁର୍ଗନ୍ଧ ଜାଗାରେ ଫୋପାଡ଼ିବେନା ସେତେ ସକରାତ୍ମକ ଉର୍ଜା ମିଳିଥାଏ କାରଣ ନେଗେଟିଭକୁ ନେଗେଟିଭ ଭିତରେ ହିଁ ପକେଇବା ଉଚିତ।

ଘରର ବାସ୍ତୁଦୋଷ ଅଧିକ ବାଥରୁମରେ ହିଁ ରହିଥାଏ। ସେଥିପାଇଁ ଆପଣ ଏକ କାଚ ଡ଼ବାରେ ଲୁଣ ଭର୍ତି କରି ବାଥରୁମରେ ରଖିଦିଅନ୍ତୁ। ଆଉ ଏହାକୁ ସପ୍ତାହରେ ଥରେ ପ୍ରତ୍ୟକ ମଙ୍ଗଳବାର କିମ୍ବା ଶନିବାର ଦିନ ବଦଳ କରିଦେବେ। ପୁରୁଣା ଲୁଣକୁ ଆପଣ ଶୌଚାଳୟରେ ଫୋପାଡ଼ି ଦେବେ। ଲୁଣ ଯେତେବେଳେ ପାଣି ପାଣି ହୋଇଯିବ ତ ଚେଞ୍ଜ କରିଦେବେ। ଯଦି ପାଣି ନହୋଇଥିବ ତ ଆପଣ ତାହାକୁ ଗୋଟେ ମାସ ପରେ ମଧ୍ୟ ବଦଳ କରିପାରିବେ।

ଲୁଣ ଆପଣଙ୍କ ଜୀବନରେ ନେଗେଟିଭିଟିକୁ ବି ସମାପ୍ତ କରି ଦେଇଥାଏ। ଯଦି ଆପଣ ନିୟମିତ ରୂପରେ ପୋଛା ପାଣିରେ ଲୁଣ ପକେଇ ପୋଛା ମାରିବେ ତ ଘରର ବାତାବରଣରେ ପରିବର୍ତ୍ତନ ହେବାକୁ ଲାଗିବ। ଯଦି ଆପଣ ନିଜ ରୋଷେଇ ଘରେ କାଚ ଡ଼ବାରେ ଲୁଣ ଭର୍ତି କରି ଲୁଚେଇ ରଖିବେ ଆଉ ପ୍ରତିମାସରେ ଏହାକୁ ଚେଞ୍ଜ କରିଦେବେ। ଦେଖିବେ ଖାଦ୍ୟର ସ୍ୱାଦ ବଢିଯିବ।

ଆପଣଙ୍କ ଜୀବନରେ ଯେଉଁ ସମସ୍ୟା ଆପଣଙ୍କୁ ଚିନ୍ତିତ କରୁଛି ତ ଆପଣ ଏହି ଛୋଟ ଉପାୟ କରନ୍ତୁ ପୁରୁଣା ଲୁଣକୁ ବାହାର କରି ନୂଆ ଲୁଣ ରଖନ୍ତୁ।

ରୋଷେଇ ଘରେ ଯେଉଁ ଲୁଣ ରଖୁଛନ୍ତି ଖାଦ୍ୟରେ ବ୍ୟବହାର କରୁଛନ୍ତି ତାହାକୁ ସର୍ବଦା କାଚ ଡ଼ବାରେ ହିଁ ରଖନ୍ତୁ। ଲୁଣ କେବେବି ପ୍ଲାଷ୍ଟିକ ଡ଼ବା ଟିଣ ଡ଼ବାରେ ରଖନ୍ତୁ ନାହିଁ। ଯେବେବି ବ୍ୟବହାର କରିବେ କାଚର ପାତ୍ରରେ ରଖିବେ। ଆଉ ସେଥିରେ ୨ ରୁ ୪ ଟି ଲବଙ୍ଗ ପକେଇ ଦେବେ। ଏହା ଦ୍ବାରା ନେଗେଟିଭ ଉର୍ଜାର ନାଶ ହୋଇଯିବ।

ଆପଣ ଯଦି ବହୁତ କ୍ଳାନ୍ତ ଅଛନ୍ତି ତ ରାତିରେ ଶୋଇବା ପୂର୍ବରୁ ପାଣିରେ ଲୁଣ ମିଶାଇ ହାତ ମୁହଁ ଧୋଇ ଶୁଅନ୍ତୁ। କ୍ଳାନ୍ତ ବି ଦୂର ହେବ ଏବଂ ନିଦ ବି ଭଲ ହେବ।

ଯଦି ଆପଣଙ୍କ ଘରେ କେହି ଲମ୍ବା ଦିନରୁ ବୀମାର ଅଛନ୍ତି ତ ଆପଣଙ୍କ ବେଡ଼ ତଳେ କାଚ ପାତ୍ରରେ ଲୁଣ ଭର୍ତି କରି ରଖନ୍ତୁ। ପ୍ରତ୍ୟକ ସପ୍ତାହରେ ଚେଞ୍ଜ କରିଦିଅନ୍ତୁ। ଦେଖିବେ ଶୀଘ୍ର ଠିକ ହୋଇଯିବେ। ଆପଣ ଏହାକୁ ଲାଲ କପଡ଼ାରେ ବାନ୍ଧି ଘରେ କୌଣସି କୋଣରେ ରଖିଦିଅନ୍ତୁ। ଦେଖିବେ ଘରେ ସବୁ ନକରାତ୍ମକ ଉର୍ଜା ନଷ୍ଟ ହୋଇଯିବ। ଧନର ଆଗମନ ହେବ। ଯେବେ ଲୁଣର ରଙ୍ଗ ଚେଞ୍ଜ ହୋଇଯିବ କି ପାଣି ହୋଇଯିବ ତ ଏହା ନକରାତ୍ମକ ଉର୍ଜାକୁ ଟାଣି ନେଇଥାଏ।

ଗୁରୁବାର ଦିନ ପୋଛା ଲଗାନ୍ତୁ ନାହିଁ। ଯଦି ବହୁତ ଜରୁରୀ ତ ଲଗେଇବେ କିନ୍ତୁ ପାଣିରେ ଏକ ଚୁଟକି ଲୁଣ ପକେଇ କିମ୍ବା ହଳଦୀ ପକେଇ ଲଗେବେ। ଏହା ଦ୍ବାରା ଆପଣଙ୍କ ପୋଛା ଲଗେଇବାର ଦୋଷ ଲାଗିନଥାଏ ଏବଂ ନକରାତ୍ମକ ଉର୍ଜା ବି ସମାପ୍ତ ହୋଇ ଯାଇଥାଏ। ଘରର ବାତାବରଣର ପବିତ୍ରତା ବି ବୃଦ୍ଧି ପାଇଥାଏ। ମା ଲକ୍ଷ୍ମୀଙ୍କ ପ୍ରାପ୍ତିର ମାର୍ଗ ବି ଖୋଲିଯିବ।

ଆସନ୍ତୁ ଜାଣିବା ଲୁଣ ଡ଼ବାରେ କଣ ପକେଇବା ଉଚିତ।

ଆପଣଙ୍କ ରୋଷେଇ ଘରେ ଯେଉଁ ଲୁଣ ଥାଏ ତାହା ସବୁଠାରୁ ଅଧିକ ପବିତ୍ର ମାନାଯାଏ। କାରଣ ଏହି ଲୁଣ ଆପଣଙ୍କୁ ସୁସ୍ଥ ବି ରଖିଥାଏ। ଆପଣଙ୍କ ଜୀବନର ସମସ୍ୟାକୁ ବି ଦୂର କରିଥାଏ। ରୋଷେଇ ଘରେ କାଚ ଡ଼ବାରେ ଲୁଣ ଭର୍ତି କରି ଢାଙ୍କି କରି ରଖନ୍ତୁ ଏହା ଦ୍ୱାରା ଲୁଣର ପବିତ୍ରତା ବଢି ଥାଏ ଆଉ ଏହି ଲୁଣରେ ୨ ରୁ ୪ଟି ଲବଙ୍ଗ ପକେଇ ରଖନ୍ତୁ ଏହା ଦ୍ବାରା ଘରେ ସୁଖ ବି ରହିଥାଏ ଆଉ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ଆପଣ ସମସ୍ତେ ସୁସ୍ଥ ରହିବେ।

କେବେ କେବେ ଜୀବନରେ ସମସ୍ୟା ବଢି ଯାଇଥାଏ ଧନର ଚିନ୍ତା ବହୁତ ଚିନ୍ତିତ କରିଥାଏ ଘରେ ଲୋକଙ୍କର ସ୍ୱାସ୍ଥ୍ୟ ଭଲ ରହିନଥାଏ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ହୋଇଥାଏ ତ ଏକ କାଚ ଗ୍ଲାସ ନିଅନ୍ତୁ ଧଳା କାଚ ଗ୍ଲାସ ହୋଇଥିଲେ ସେଥିରେ ଟିକେ ନାଲି ରଙ୍ଗର ପ୍ରିଣ୍ଟ ଲଗେଇ ଦିଅନ୍ତୁ କିମ୍ବା ନାଲି ରଙ୍ଗର ନେଲ ପଲିସ ଲଗେଇ ଦିଅନ୍ତୁ। ଆଉ ଏହି ଗ୍ଲାସରେ ପାଣି ଭର୍ତ୍ତି କରି ଦିଅନ୍ତୁ ୩ ଭାଗ ଏବଂ ଗୋଟେ ଭାଗ ଖୋଲା ରଖିଦିଅନ୍ତୁ। ଆଉ ଏଥିରେ ଗୋଟେ ଚାମଚ ଲୁଣ ପକେଇ ଦିଅନ୍ତୁ।

ଏହାକୁ ଖୋଲା ରଖିଦିଅନ୍ତୁ। ଆଉ ଘରର ଦକ୍ଷିଣ-ପଶ୍ଚିମ ଦିଗରେ ରଖିଦିଅନ୍ତୁ। ଏଥିରେ ପାଣି ବହୁତ ଶୀଘ୍ର ଶୁଖିଥାଏ ତ ଏଥିରେ ପାଣି ଆଉ ଭର୍ତି କରି ଦିଅନ୍ତୁ। ଆଉ ଏହାକୁ ୧ ମାସ ପରେ ବଦଳ କରି ଦିଅନ୍ତୁ। ଆଉ ଥରେ ସଫା ପାଣିରେ ଆଉ ଥରେ ରଖିଦିଅନ୍ତୁ। ଦେଖିବେ ଜୀବନରେ ସମସ୍ତ ସମସ୍ୟା ଦୂର ହୋଇଯିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button