ମନୋରଞ୍ଜନ

ସୁନ୍ଦରତାରେ Bollywood ହିରୋଇନ ଙ୍କୁ ବି ଟକ୍କର ଦିଅନ୍ତି Kailash Kher ଙ୍କ ଠାରୁ 11 ବର୍ଷ ସାନ ତାଙ୍କ ପତ୍ନୀ ଶୀତଲ, ଦେଖନ୍ତୁ ଫଟୋ

ବନ୍ଧୁଗଣ ଆପଣ ମାନେ ସାମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୀତ ଗାଉଥିବା ସମସ୍ତ ଗାୟକ ମାନଙ୍କୁ ନିଶ୍ଚୟ ଜାଣିଥିବେ । ବନ୍ଧୁଗଣ ଏହି ଗାୟକ ମାନେ ନିଜ ପର୍ଶନାଲ ଲାଇଫକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହିଥାନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଗାୟକଙ୍କ ବିଷୟରେ କହିବାକୁ ଯାଉଛୁ ସେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ସେହି ଗାୟକ ଜଣକ ହେଉଛନ୍ତି କୈଳାସ ଖେର । ଆପଣ ମାନେ ସାମସ୍ତେ କୈଳାସଙ୍କର ବିଭିନ୍ନ ସୁପର ହିଟ ଗୀତକୁ ନିଶ୍ଚୟ ଶୁଣିଥିବେ ।

ହେଲେ ବନ୍ଧୁଗଣ ଆପଣ ମାନେ କଣ କୈଳାସଙ୍କ ପତ୍ନୀଙ୍କୁ ଦେଖିଛନ୍ତି । ଆଜି ଆମେ ଆପଣ ମାନଙ୍କୁ କୈଳାସଙ୍କ ପତ୍ନୀଙ୍କ ବିଷୟରେ କହିବାକୁ ଯାଉଛୁ । ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


କୈଳାସ ଖେରଙ୍କ ଜନ୍ମ ୭ ଜୁଲାଇ ୧୯୭୩ ମସିହାରେ ଉତ୍ତର-ପ୍ରଦେଶରେ ମେରଟ ସହରରେ ହୋଇଥିଲା । ବନ୍ଧୁଗଣ କୈଳାସ କେବଳ ୪ ବର୍ଷ ବୟସରେ ଗୀତ ଗାଇବା ଆରମ୍ଭ କରିଥିଲେ । ବନ୍ଧୁଗଣ କୈଳାସ ଋଷିକେଶରେ ସାଧୁ ସନ୍ତ ମାନଙ୍କ ପାଖରେ ରହି ନିଜ ଗୀତ କଳାକୁ ମଝବୁତ କରିଛନ୍ତି । ବନ୍ଧୁଗଣ କୈଳାସଙ୍କ ପିତା କାଶ୍ମୀରରେ ଜଣେ ପଣ୍ଡିତ ଥିଲେ ଓ ଗୀତରେ ତାଙ୍କର ବହୁତ ରୁଚି ଥିଲା । ତାଙ୍କ ପିତା ପାରମ୍ପରିକ କାର୍ଯ୍ୟକ୍ରମରେ ଗୀତ ଗାଉଥିଲେ ।

ବନ୍ଧୁଗଣ ଏହାର ପ୍ରଭାବ କୈଳାସଙ୍କ ଉପରେ ପଡିଥିଲା ଓ ସେ ଆଜି ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ବଡ ବଡ ଫିଲ୍ମରେ ଗୀତ ଗାଈ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବନ୍ଧୁଗଣ କେବଳ ୧୪ ବର୍ଷ ବୟସରେ କୈଳାସ ନିଜ ପରିବାର ଲୋକଙ୍କୁ ଛାଡି ଦିଲ୍ଲୀ ଆସିଯାଇଥିଲେ ।

ସେହି ସମୟରେ କୈଳାସଙ୍କୁ ତାଙ୍କ ପରିବାର ଲୋକ ସପୋର୍ଟ କରିନଥିଲେ । ଏହାପରେ ସେ ଦିଲ୍ଲୀ ଆସି ସଙ୍ଗୀତ ବିଷୟରେ ବହୁତ କିଛି ତଥ୍ୟ ଜାଣିଥିଲେ ଓ ସଙ୍ଗୀତର ଶିକ୍ଷା ନେଇଥିଲେ । ଯାହାଫଳରେ ତାଙ୍କର ସଙ୍ଗୀତ ଜ୍ଞାନ ଆହୁରି ଅଧିକ ଗଭୀର ହୋଇଯାଇଥିଲା ।

ଦିଲ୍ଲୀରେ କୈଳାସ ଏକ ଛୁଆକୁ ସଙ୍ଗୀତ ଶିଖାଇ ୧୫୦ ଟଙ୍କା କମାଉ ଥିଲେ । ଏହାପରେ ବନ୍ଧୁଗଣ ସେ ଦିଲ୍ଲୀରୁ ଋଷିକେଶ ଯାଇଥିଲେ, ସେହି ସ୍ଥାନରେ ସେ ସାଧୁ ସନ୍ଥଙ୍କ ମଧ୍ୟରେ ରହି ଭଜନ ଗାଇଥିଲେ । ଏହାପରେ ସେ ୨୦୦୧ ମସିହାରେ ମୁମ୍ବାଇ ଆସିଥିଲେ । ମୁମ୍ବାଇ ଆସିବା ପରେ କୈଳାସଙ୍କୁ ବହୁତ ଫିଲ୍ମର ଗୀତରେ ଗାଇବା ପାଇଁ ମଉକା ମିଳିଥିଲା ଯାହାଫଳରେ ସେ ନିଜ ଜୀବନରେ ସଫଳତା ହାସଲ କରିଥିଲେ ।

ଏହାପରେ ସେ ୨୦୦୯ ମସିହାରେ ଶୀତଲଙ୍କ ସହ ବିବାହ କରିଥିଲେ । କୈଳାସ ନିଜ ପତ୍ନୀଙ୍କ ଠାରୁ ୧୧ ବର୍ଷ ବଡ ଅଛନ୍ତି । ବନ୍ଧୁଗଣ ଏହି ଦୁଇଜଣ ପରସ୍ପର ସହ ପ୍ରେମ ବିବାହ କରିଥିଲେ । ଏହି ଦୁଇଜଣଙ୍କର ଏକ ପୁଅ ମଧ୍ୟ ଅଛି ଯାହାର ନାମ ହେଉଛି କବୀର । କୈଳାସଙ୍କ ପତ୍ନୀ ଶୀତଲ ବହୁତ ସୁନ୍ଦର ଓ ଷ୍ଟାଇଲିସ ନଜର ଆସନ୍ତି । ଏହି ଦୁଇଜଣ ପରସ୍ପରକୁ ବହୁତ ଭଲ ପାନ୍ତି ଓ ଆଜି ଏମାନେ ଏକ ସୁଖମୟ ଜୀବନ ଅତିବାହିତ କରୁଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button