ବିଚାର

କଇଁଛ ମୁଦି କିଏ ଏବଂ କିପରି ପିନ୍ଧିଲେ ଖୁବ କମ ଦିନରେ ମଣିଷ ହୋଇଯାଏ ଧନୀ ,କେବେବି ରହିବ ନାହିଁ ଧନର ଅଭାବ

ନମସ୍କାର ଦର୍ଶକବନ୍ଧୁ ଆଜିକାଲି ପ୍ରାୟତ ଲୋକେ କଇଁଛ ମୁଦି ଧାରଣ କରୁଛନ୍ତି କିନ୍ତୁ ଅନେକ ଲୋକଙ୍କୁ ଜଣା ନ ଥାଏ କି କେଉଁ ଦିନ, କିପରି ଓ କେଉଁ ଧାତୁର ପିନ୍ଧିବା ଦ୍ଵାରା ଲାଭଦାୟକ ହୋଇଥାଏ । କଇଁଛ ମୁଦି କେଉଁ ରାଶିର ବ୍ୟକ୍ତି ପିନ୍ଧିଲେ ଲାଭ ଓ କ୍ଷତି ହୋଇଥାଏ ତାହା ଅନେକ ଜାଣି ନ ଥାନ୍ତି । ଆଜି ଆମେ ଆପଣଙ୍କୁ କଇଁଛ ମୁଦି କେଉଁ ମାନେ ପିନ୍ଧିବା ଦ୍ଵାରା ଲାଭ ଓ କ୍ଷତି ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

ପୁରାଣ କଥା ଅନୁସାରେ କଇଁଛ ହେଉଛି ଭଗବାନ ଶ୍ରୀହଋଙ୍କ ଅବତାର ଅଟେ । ଏହି କଇଁଛ ଜଳଚର ଅଟେ ମା ଲକ୍ଷ୍ମୀ ମଧ୍ୟ ଏହି ଜଳଚରରେ ରହିଥାନ୍ତି କଇଁଛ ମୁଦି ଧାରଣ କରିବା ଦ୍ଵାରା ବ୍ୟକ୍ତିକୁ ଶାନ୍ତି, ଧର୍ଯ୍ୟ, ଶାଳୀନତା ବି ବିନମ୍ରତା ପ୍ରାପ୍ତ ହୋଇଥାଏ । ରୂପା ବା ଚାନ୍ଦିର କଇଁଛ ମୁଦି ପିନ୍ଧିବା ଉଚିତ । ଆପଣଙ୍କର ରାଶି ଅନୁସାରେ ଧାତୁ ଚୟନ କରି ପାରିବେ ।ପ୍ରତେକଟି ରୂପାରେ ହେବ ସହ ସଂପୂର୍ଣ୍ଣ ମୁଦିଟି ଅନ୍ୟ ଧାତୁରେ ହେବା ଉଚିତ । ଏହି କଇଁଛ ମୁଦିକୁ କେବଳ ଡାହାଣ ହାତରେ ପିନ୍ଧିବା ଉଚିତ । ନାରୀ ବା ପୁରୁଷ ଏହାକୁ ଡାହାଣ ହାତରେ ପିନ୍ଧିବା ଉଚିତ ।

କନିଷ୍ଠ, ତର୍ଜନି ବା ବୁଢା ଆଙ୍ଗୁଳିରେ ନ ପିନ୍ଧି ଅନାମିକା ଆଙ୍ଗୁଳିରେ ପିନ୍ଧି ପାରିବେ । ଏହା ଛଡା ମେଷ ରାଶି, କୁମ୍ଭ ରାଶି, ସିଂହ ରାଶି, ଧନୁ ରାଶିର ଲୋକ ଏହାକୁ ପିନ୍ଧିବା ଦ୍ଵାରା ଅନେକ ଲାଭଫଳ ମିଳିଥାଏ ।ଜୀବନ ଧନ ଓ ଐଶ୍ଚର୍ଜ୍ୟରେ ଭରିଯାଏ । କିନ୍ତୁ କନ୍ୟା ରାଶି, ବିଛା ରାଶି, ମୀନ ରାଶି ଲୋକଙ୍କ ପାଇଁ କ୍ଷତିକାରକ ହୋଇଥାଏ । ଲାଭ ବଦଳରେ ଅନେକ କ୍ଷତି ଘଟିଥାଏ । ଅନ୍ୟ ରାଶି ମାନଙ୍କ ପାଇଁ ଶୁଭଦାୟକ ହୋଇଥାଏ । କଇଁଛ ମୁଦିକୁ ଶୁକ୍ରବାର ଦିନ କିଣିବା ସହ ପିନ୍ଧିବା ଶୁଭ ହୋଇଥାଏ । ଦିନ ସମୟରେ ବା ସୂର୍ଯ୍ୟାସ୍ତ ପୂର୍ବରୁ ଏହାକୁ ପିନ୍ଧିବାର ନିୟମ ରହିଛି । କଇଁଛ ମୁଦି ପିନ୍ଧିବା ପୂର୍ବ ରୁ ଭଲ ଭାବେ ଗଙ୍ଗା ଜଳରେ ଧୋଇବା ଉଚିତ ।

ଏହା ପରେ ପଞ୍ଚାମୃତ ସିଂଚନ କରନ୍ତୁ ଲକ୍ଷ୍ମୀ ନାରାଯଣଙ୍କ ପାଖରେ ପୂଜା କରି କଇଁଛ ମୁଦି ପିନ୍ଧିବା ଉଚିତ । ଏହା ଦ୍ଵାରା ଲକ୍ଷ୍ମୀ ନାରାୟଣଙ୍କ କୃପା ଲାଭ ହୋଇଥାଏ । ଏହି ମୁଦି କୁ ଶୁଦ୍ଧିକ୍ରିୟା ରେ ପିନ୍ଧିବା ଦ୍ଵାରା ଏହା ଶୁଭ ହୋଇଥାଏ । ତେଣୁ ଏହା ପୂର୍ବରୁ ଘରର ଠାକୁର ଘରେ ରଖିବା ଉଚିତ । ପୁଣି ଥରେ ଏହାକୁ ଧାରଣ କରିବା ଆଗରୁ ଗଙ୍ଗାଜଳରେ ଧୋଇ ପଞ୍ଚାମୃତ ସିଞ୍ଚନ କରିବା ଉଚିତ ।ଯେଉଁ ମାନଙ୍କୁ ନିଜର ରାଶି ଜଣା ନାହିଁ ତେବେ ଏହା ପିନ୍ଧନ୍ତୁ ନାହି ।

ଏହା ସହ ଯେଉଁ ମାନେ ଏହାକୁ ପିନ୍ଧିବାର ଦୁଇ ତିନି ଦିନ ପରେ ଅଶୁଭ ଘଟଣା ଘଟେ ତେବେ ଏହାକୁ କାଢି ଦିଅନ୍ତୁ ଅଥବା ଶୋଇବା ସମୟରେ ତଳିଆ ତଳେ ମୁଣ୍ଡ ଉପରେ ରଖି ଦିଅନ୍ତୁ ।ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button