ଏହାକୁ ବାସ 3ଦିନ ଖାଇବା ଦ୍ଵାରା 90 ବର୍ଷ ପର୍ଯ୍ୟନ୍ତ ଶରୀରରେ ହେବ ନାହିଁ କ୍ୟାଲସିୟମର ଅଭାବ ! Healthy Tips

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶରୀରରେ କ୍ୟାଲସିୟମର ମାତ୍ରା ସଠିକ ଭାବରେ ରହିବା ନିହାତି ଭାବେ ଦରକାର ହୋଇଥାଏ । କାରଣ ଶରୀରରେ କ୍ୟାଲସିୟମର ଅଭାବ ହେଲେ । ଏହା ଯୋଗୁ ଶରୀର ଅନେକ ପ୍ରକାର ସମସ୍ଯାମାନ ଦେଖାଯାଇଥାଏ । ଯେପରି ଆଣ୍ଠୁ ଗଣ୍ଠି ବିନ୍ଧା ହୋଇବା । ଶରୀରରେ ଥକାପଣ ସହ ଦୁର୍ବଳ ଅନୁଭବ ହୋଇବା । ଆଜି ଆପଣ ଏକ ରେମିଡି ପ୍ରସ୍ତୁତ ବିଷୟରେ ଜାଣିବାକୁ ପାଇବେ । ଯାହାର ସେବନ ଦ୍ଵାରା ଆପଣ ଶରୀରରେ କ୍ୟାଲସିୟମର ଅଭାବ ଦୂର ହୋଇବ ।
ପ୍ରଥମେ ଆପଣ ଗ୍ଯାସ ଉପରେ ଏକ ପ୍ୟାନ ବସାଇ ସେଥିରେ ଏକ ଚାମଚ ଶୁଦ୍ଧ ଗାଈ ଘିଅ ପକାନ୍ତୁ । ତାପରେ ସେଥିରେ ଏକ ଚାମଚ ପୋସ୍ତକ ପକାନ୍ତୁ । ସେହି ପୋସ୍ତକକୁ ଅଳ୍ପ ସମୟ ଘିଅରେ ଭାଜୀ ଦିଅନ୍ତୁ । ପୋସ୍ତକ ଅଳ୍ପ ଭାଜୀ ହୋଇସାରିଲା ପରେ ସେଥିରେ ଏକ ଗ୍ଲାସ କ୍ଷୀର ପକାନ୍ତୁ । ତାପରେ ସେଥିରେ କିଛି ପଦ୍ମ ମଞ୍ଜି ପକାନ୍ତୁ । ପଦ୍ମ ମଞ୍ଜିର ସେବନ ଦ୍ଵାରା ହାଡ ଶକ୍ତ ହୋଇଥାଏ ।
ଅଣ୍ଟା, ଆଣ୍ଠୁ ଓ ଗଣ୍ଠି ସମସ୍ଯା ନିବାରଣରେ ମଧ୍ୟ ସାହାଜ୍ଯ କରିଥାଏ । ଶରୀରରେ ଥିବା ଅନେକ ସ୍ଵାସ୍ଥ ଜନିତ ସମସ୍ୟାକୁ ଦୂର କରିବାରେ ଏହା ଅନେକ ମାତ୍ରାରେ ପ୍ରଭାବଶାଳୀ ହୋଇଥାଏ । ଡାଇବେଟିସ, ବ୍ଲଡ୍ ପ୍ରେସରକୁ ନିୟନ୍ତ୍ରଣ ହୋଇଥାଏ । ଏହାର ସେବନ ଦ୍ଵାରା ଆପଣଙ୍କର ଷ୍ଟ୍ରେସ ମଧ୍ୟ ଦୂର ହେବା ସହିତ ଥକାପଣରୁ ମୁକ୍ତି ମିଳିଥାଏ ।
ପ୍ରସ୍ତୁତ କରୁଥିବା ରେମିଡିକୁ ମିଠା କରିବା ପାଇଁ ସେଥିରେ ଅଳ୍ପ ମାତ୍ରାରେ ମିଶ୍ରୀ ମିଶାଇ ପାରିବେ । ଯେଉଁ ମାନେ ଡାଇବେଟିସ ରୋଗୀ ସେମାନେ ମିଶ୍ରୀ ମିଶାଇବା ଉଚିତ ହୋଇନଥାଏ । ରେମିଡିକୁ ୧୦ ମିନିଟ ପର୍ଯ୍ୟନ୍ତ ଧିମା ଆଞ୍ଚରେ ଭଲ ଭାବେ ଫୁଟିବା ପାଇଁ ଛାଡି ଦିଅନ୍ତୁ । କ୍ଷୀର ଫୁଟି ସାରିବା ପରେ ତାକୁ ଅନ୍ୟ ଏକ ପାତ୍ରକୁ ନେଇଆସନ୍ତୁ । ଆପଣଙ୍କର ଚମତ୍କାରୀ ଉପଚାର ପ୍ରସ୍ତୁତ ହୋଇଗଲା ।
ଆପଣ ସକାଳେ ଖାଲି ପେଟରେ ଏହାର ସେବନ କରିବେ । ନଚେତ ରାତିରେ ଶୋଇବା ପୂର୍ବରୁ ବା ରାତ୍ରି ଖାଇବାର ଏକ ଘଣ୍ଟା ପରେ ଏହାକୁ ସେବନ କରିପାରିବେ । ପ୍ରଥମ ସମୟରେ ସପ୍ତାହରେ କେବଳ ୨ ଥର ଏହାର ସେବନ କରନ୍ତୁ । ତାପରେ ଧୀରେ ଧୀରେ ଏହାକୁ ପ୍ରତିଦିନ ସେବନ କରିପାରିବେ ।
ଏହି ପ୍ରସ୍ତୁତ କରିଥିବା ରେମିଡିରେ ପ୍ରୟୋଗ କରିଥିବା ସମସ୍ତ ସାମଗ୍ରୀ ଶରୀର ପାଇଁ ଉପକାରୀ ହୋଇଥାଏ । ଆପଣ ଏହାର କିଛି ଦିନ ସେବନ କରିବା ଦ୍ଵାରା ଶରୀରରେ ଅନେକ ଫାଇଦା ଅନୁଭବ କରିପାରିବେ । ଶରୀରରେ ଥିବା ଅନେକ ସ୍ଵାସ୍ଥ ଜନିତ ସମସ୍ଯା ଆପଣ ଏହାର ସେବନ ଦ୍ଵାରା ଭଲ କରିପାରିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ ।