ଓଡିଶା

ବିକୃତ ଗଣେଶ ର୍ମୂି ତିଆରି ଉପରେ କଟକଣା ଲାଗିଲା

କଟକ, ୨୯/୮ ସହରର ଏକ ପୂଜା ମଣ୍ଡପ ପକ୍ଷରୁ ବିକୃତ ଗଣେଶ ର୍ମୂି ନିର୍ମାଣ କରାଯିବା ଓ ଏନେଇ ମାନ୍ୟବର ହାଇକୋର୍ଟଙ୍କ ନିକଟରେ ଏକ ମାମଲା ରୁଜୁ କରାଯିବା ପରେ ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ଏବେ ସକ୍ରିୟ ହୋଇପଡିଛନ୍ତି ଖୋଦ୍ କଟକ ଡିସିପି ପିନାକ ମିଶ୍ର । ଆଜି ସେ ର୍ମୂି ନିର୍ମାଣ କରାଯାଉଥିବା ଜାଗା ଓ ପୂଜା କରାଯିବାକୁଥିବା କ୍ଲବଗୁଡିକୁ ବୁଲି ଭାରତୀୟ ସଂସ୍କୃତିରେ ଏଭଳି ବିକୃତ ଗଣେଶ ର୍ମୂି ପୂଜା କରିବା ଉଚିତ ନୁହେଁ ବୋଲି ପରାମର୍ଶ ଦେଇଥିଲେ । ଯଦି କୈାଣସି କ୍ଲବ୍ କିମ୍ବା ର୍ମୂି କାରିଗର ଏହିଭଳି ର୍ମୂି ନିର୍ମାଣ ଓ ବିକ୍ରି କରନ୍ତି ତେବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ଶ୍ରୀ ମିଶ୍ର କହିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button