ତାହା କେଉଁ ଜିନିଷ ଯାହାକୁ ଝିଅମାନେ ବର୍ଷକୁ ଥରେ କିଣନ୍ତି ? Interesting GK Q&A

ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ଓ କୌତୁହଳ ପ୍ରଶ୍ନ ନେଇ ଆସିଛୁ । ଯାହାର କି ଉତ୍ତର ଆପଣଙ୍କୁ ପ୍ରାୟତଃ ଜଣା ନ ଥିବ । ଏହି ପ୍ରଶ୍ନ ଶୁଣିବାକୁ ଅଳ୍ପ ଅଜବ ଲାଗିବ । କିନ୍ତୁ ଏହାର ଉତ୍ତର ଜାଣିବା ପରେ ଆପଣ ଆଶ୍ଚରୀ ହୋଇଯିବେ । ଏହି ସବୁ ପ୍ରଶ୍ନର ଉତ୍ତର ଆପଣଙ୍କ ଆଖପାଖରେ ଅଛି ଓ ଆପଣ ଜଣାଇଛନ୍ତି ତଥାପି ଆପଣ କହି ପାରିବେ ନାହିଁ । ତେବେ ଚାଳନ୍ତୁ ଜାଣିବା ।
୧ – ଆଧୁନିକ ଯୁଗର ତୁଳସୀ ଦାସ କାହାକୁ କୁହା ଯାଇଥାଏ ?
ଉତ୍ତର:- ମୈଥିଲି ଶରଣ ଗୁପ୍ତା
୨:- କେଉଁ ଜୀବନର ମସ୍ତକ କାଟି ଦେବା ପରେ ମଧ୍ୟ ସେ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ବଞ୍ଚି ରହି ପାରେ ?
ଉତ୍ତର:- ଅସରପା
୩:- ଜଣେ ବ୍ୟକ୍ତି 30 ଦିନ ନ ଶୋଇ କେମିତି ବଞ୍ଚିପାରିବ ?
ଉତ୍ତର:- ବ୍ୟକ୍ତି ଦିନରେ ଶୋଇବା ଆବଶ୍ୟକ ନାହିଁ କାରଣ ସେ ରାତିରେ ଶୋଇପାରିବେ ।
୪:- କେଉଁ ଭିଟାମିନ ଆମ ଶରୀରରେ ହେଉଥିବା କ୍ଷତ ବା ଖଣ୍ଡିଆକୁ ଭରିବାରେ ସାହାଯ୍ୟ କରିଥାଏ ?
ଉତ୍ତର:- ଭିଟାମିନ କେ
୫:- କେଉଁ ଜୀବକୁ ଭୋକ ଲାଗିଲେ ସେ ନିଜ ଶରୀରକୁ ଖାଇ ଦେଇଥାଏ ?
ଉତ୍ତର:- ମୂଷା
୬:- ଜଣେ ଭାଇ ତା’ ଭଉଣୀକୁ ଗୋଟିଏ ଫଳ ଦେଲା ଓ କହିଲା ଭୋକ ଲାଗିଲେ ଖାଇବୁ, ଶୋଷ କଲେ ପିଇବୁ, ଶୀତ ଲାଗିଲେ ଜାଳିବୁ । ତାହା କଣ ?
ଉତ୍ତର:- ନଡ଼ିଆ
୭:- ସେ କିଏ ଯିଏ ଆମର କଣ ଧରି ନାକ ଉପରେ ବସିପଡେ ?
ଉତ୍ତର:- ଚଷମା
୮:- ବିଶ୍ବରେ ଏମିତି କେଉଁ ଦେଶ ଅଛି ଯେଉଁଠି ଗୋଟିଏ ବି ନଦୀ ନାହିଁ ?
ଉତ୍ତର:- ସାଉଦି ଆରବ
୯:- ଇଂଲଣ୍ଡରେ ସ୍ଵାଧୀନତା ଦିବସ କେବେ ପାଳନ କରାଯାଏ ?
ଉତ୍ତର:- ଜୁନ ୮
୧୦:- ଆମ ସୌରମଣ୍ଡଳରେ ସୂର୍ଯ୍ୟ ଚାରିପାଖେ କେତେତି ଗ୍ରହ ପ୍ରଦକ୍ଷିଣ କରୁଛନ୍ତି ?
ଉତ୍ତର:- ୯ଟି
୧୧:- ଆମେରିକା କେଉଁ ଗ୍ରହର ସନ୍ଧାନ କରିବା ପାଇଁ ଗାଲିଲିଓ ନାମକ ରକେଟ ଅନ୍ତରୀକ୍ଷକୁ ପଠାଇ ଥିଲା ?
ଉତ୍ତର:- ବୃହସ୍ପତି
୧୨:- କଅଁଳିଆ ସେ ଛୋଟ ପିଲା, ଗୁମ୍ଫା ଭିତରେ ଗଲା ଝପଟି, ରାକ୍ଷସ ସେଠି ଥିଲେ ବତିଶ, ପିଲାଟି ସେଠି ହେଲା ପେଷି, ରକ୍ତ ବୋହିଲା ଧାର ଧାର, କହିବ ତାର ନାଁ ଟି କଣ ?
ଉତ୍ତର:- ପାନ
୧୩:- ବିଶ୍ଵର ସବୁଠାରୁ ମହଙ୍ଗା ଖଣିଜ ପଦାର୍ଥର ନାମ କଣ ?
ଉତ୍ତର:- ୟୁରାନିୟମ
୧୪:- କେଉଁ ଦେଶ କେବେ ହେଲେ ସ୍ଵାଧୀନତା ଦିବସ ପାଳନ କରେ ନାହିଁ ?
ଉତ୍ତର:- ୟୁରାନିୟମ
୧୫:- ଭାରତର କେଉଁ ରାଜ୍ୟରେ ପ୍ରଥମେ ସୂର୍ଯ୍ୟ ଉଦୟ ହୁଅନ୍ତି ?
ଉତ୍ତର:- ଅରୁଣାଚଳ ପ୍ରଦେଶ
୧୬;- ତାହା କଣ ଯାହା ଝିଅମାନେ ବର୍ଷକୁ ଥରେ କିଣନ୍ତି ?
ଉତ୍ତର;- ରାକ୍ଷୀ