ଓଡିଶା
ଓପିଏସସିର ସଦସ୍ୟ ଭାବେ ସନତଙ୍କ ଯୋଗଦାନ
କଟକ, ୨୯/୮ ଓଡିଶା ପବ୍ଲିକ ସର୍ଭିସ୍ କମିଶନଙ୍କ ଅନ୍ୟତମ ସଦସ୍ୟ ଭାବେ ଆଜି ସନତ କୁମାର ମହାନ୍ତି ଦାୟିତ୍ୱ ଗ୍ରହଣ କରିଛନ୍ତି । ଓପିଏସସିର ଅଧ୍ୟକ୍ଷ ଡ. ସତ୍ୟଜିତ ମହାନ୍ତି ତାଙ୍କୁ ସଦସ୍ୟ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।