ଦେଶ ବିଦେଶ

ସାଂସଦ ମହୁଆ ମାଂଝୀ ଗୁରୁତର: ମହାକୁମ୍ଭରେ ବୁଡ଼ ପକାଇ ଫେରିବା ବେଳେ ଦୁର୍ଘଟଣା

ରାଞ୍ଚି: ଝାଡଖଣ୍ଡ ସାଂସଦଙ୍କ ଗାଡି ଦୁର୍ଘଟଣା । ଜେଏମଏମର ରାଜ୍ୟସଭା ସାଂସଦ ମହୁଆ ମାଂଝୀଙ୍କ କାର ଦୁର୍ଘଟଣାଗ୍ରସ୍ତ । ମହାକୁମ୍ଭରୁ ବୁଡ଼ ପକାଇ ଫେରିବା ବେଳେ ଦୁର୍ଘଟଣା । ରାଞ୍ଚିରେ ଚାଲିଛି ତାଙ୍କର ଚିକିତ୍ସା ।

ତେବେ ମହୁଆ ପ୍ରୟାଗରାଜରୁ ଫେରିବା ବେଳେଏନଏଚ-୩୯ ଝାଡଖଣ୍ଡ ଲାଟେହାରର ହୋଚବାଗ୍ ଗାଁ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ । ଯେଉଁଥିରେ ତାଙ୍କ ଗାଡିର ଆଗ ଅଂଶ ବଡ କ୍ଷତିଗ୍ରସ୍ତ ହେବା ସହ ମହୁଆ ଗୁରୁତର ଅଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button