ମନୋରଞ୍ଜନ

କେବେ ରାସ୍ତାରେ ଜିନିଷ ବିକିବାକୁ ବାଧ୍ୟ ଥିଲା ଏହି ଅଭିନେତା, ଆଜି କୋଟିଏ ଟଙ୍କାର ଗାଡିର ମାଲିକ

କେବେ ରାସ୍ତାରେ ଜିନିଷ ବିକିବାକୁ ବାଧ୍ୟ ଥିଲା ଏହି ଅଭିନେତା

ଆଜି ଆମେ ଆପଣାକୁ ଫିଲ୍ମ ଦୁନିଆର ଏକ ଏଭଳି ଅଭିନେତା ବିଷୟରେ କହିବାକୁ ଯାଉଛୁ, ଯିଏ କି ଫିଲ୍ମ ଦୁନିଆରେ ବହୁତ ଗୁଡିଏ ଫିଲ୍ମ ରେ ଅଭିନୟ ଓ ନିଜର ସ୍ମାର୍ଟ ନେସ ପାଇଁ ଦୁନିଆର ଲକ୍ଷ ଲକ୍ଷ ଲୋକଙ୍କୁ ନିଜର ଦିବନା କରିଛନ୍ତି । ଆସନ୍ତୁ ଜାଣିବା ସେହି କଳାକାର ଙ୍କ ବିଷୟରେ । ଏହି ଅଭିନେତା ନିଜ ଜୀବନ ବଞ୍ଚିବା ପାଇଁ ରାସ୍ତାରେ ଜିନିଷ ସବୁ ବିକୁଥିଲେ । ଆମେ କଥା ହେଉଛେ ବଲୀଉଡ ର ନମିଦାମି କଳାକାର “ଅରଶଦ ୱାରସୀ” ଙ୍କର । ତାଙ୍କର ଜନ୍ମ 19 ଏପ୍ରିଲ 1968 ରେ ମୁମ୍ବାଇ ରେ ହୋଇଥିଲା । ଅଭିନେତା ଅରଶଦ ୱାରସୀ ଫିଲ୍ମ “ମୁନ୍ନା ଭାଇ MBBS” ରେ ନିଜର ଚରିତ୍ର “ସର୍କିଟ” ପାଇଁ ବହୁତ ଚର୍ଚ୍ଚାରେ ଥିଲେ । ଆଜି ଅରଶଦ ୱାରସୀ ଏକ ବଡ କଳାକର ଭାବେ ପରିଚିତ ।

ଆଜି ଯଦିଓ ତାଙ୍କର ସ୍ଥିତି ଭଲ ଅଛି କିନ୍ତୁ ଦିନ ଥିଲା ଯେତେବେଳେ ତାଙ୍କର ପରିସ୍ଥିତି ବହୁତ ଖରାପ ଥିଲା । ଯେତେବଳେ ସେ କେବଳ 18 ବର୍ଷ ର ଥିଲେ ତାଙ୍କ ବାପାଙ୍କର ବୋନକ୍ଯାନ୍ସର କାରଣରୁ ମୃତ୍ୟୁ ହୋଇଥିଲା । ଅରଶଦ ୱାରସୀ ଏକ ଭଲ ଅଭିନେତା ନୁହନ୍ତି ବରଂ ଏକ ଭଲ ଡ୍ୟାନ୍ସର ମଧ୍ୟ ।

ଅରଶଦ ୱାରସୀଙ୍କୁ ଡ୍ୟାନ୍କ ରେ ପ୍ରଥମରୁ ହିଁ ବହୁତ ରୁଚି ଥିଲା । ଫିଲ୍ମ ଦୁନିଆରେ ସେ ବହୁତ ନାମ ଅରଜନ କରିଲେ, ଏବଂ ଆଜି ବଲୀଉଡ ର ସବୁଠୁ ଭଲ ଅଭିନେତା ମାନଙ୍କ ମଧ୍ୟରେ ତାଙ୍କର ଗଣତି ହେଉଛି । ତାଙ୍କୁ ସ୍ପୋର୍ଟ୍ସ ଗାଡିର ବହୁତ ସୌକ । ସେ ଏକ ଗାଡି କିଣି ଛନ୍ତି “ଡୁକାଟୀ ମନ୍ସଟର” ଯାହାର ଦାମ 8 ଲକ୍ଷ ଟଙ୍କା ।

ଅରଶଦ ଙ୍କ ପାଖରେ ଏହି ଭଳି ବହୁତ ଗାଡି ଅଛି । ଯାହାର ସେ କଲେକ୍ଶନ କରୁଛନ୍ତି । କେହି କେବେ ଭାବି ବି ନଥିବେ ଏକ ସାଧାରଣ ରାସ୍ତା କଡ ରେ ଜିନିଷ ବିକୁଥିବା ଲୋକ କୋଟି କୋଟି ଟଙ୍କାର ମାଲିକ ହୋଇଯିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button