ବାସ୍ତୁ ଟିପ୍ସ : ଘରେ ଟଙ୍କାର ଅଭାବକୁ ଦୂର କରିବାରେ ସାହାର୍ଯ୍ୟ କରିଥାଏ ବାସ୍ତୁ ଶାସ୍ତ୍ରର ଏହି ଉପାୟ ଗୁଡିକ
ଆଜିର ଦୁନିଆରେ ଏକ ଭଲ ଜୀବନ ଅତିବାହିତ କାରିବାପାଇଁ ଟଙ୍କା ନିହାତି ଜରୁରୀ କିନ୍ତୁ କିଛି ବ୍ୟକ୍ତି ପ୍ରଚୁର ପରିଶ୍ରମ କରିବାପରେ ମଧ୍ୟ ଟଙ୍କା ସମସ୍ୟାରୁ ଦୂରେଇ ହୋଇପାରନ୍ତି ନାହିଁ । ଟଙ୍କାର ଅଭାବ କାରଣରୁ ଲୋକମାନେ ନିଜର ଭାଗ୍ୟକୁ ଦୋଷ ଦେଇଥାନ୍ତି । ହୁଏତ ଏହି ପ୍ରଭାବ ଆପଣଙ୍କ ଘରେ ରଖାଯାଇଥିବା ଜିନିଷ କାରଣରୁ ହୋଇଥାଏ । ବାସ୍ତୁ ଶାସ୍ତ୍ରରେ ଏମିତି ମାନାଯାଏ କି, କେତେକ ବସ୍ତୁ ଘରେ ନେଗେଟିଭ ଶକ୍ତି ଆଣିଥାଏ । ଏଥିରେ ଧନଯୋଗ ହୋଇନଥାଏ, ଜ୍ୟୋତିଷ ମାନଙ୍କ ମତରେ ଘରେ ଏହି ଜିନିଷ ସବୁ ରଖିଲେ ଘରେ ମାତା ଲକ୍ଷ୍ମୀଙ୍କ ପ୍ରବେଶ ହୋଇଥାଏ ।

ଆସନ୍ତୁ ଜାଣିବା ସେସବୁ କଣ :-
ଶ୍ରୀ ଯନ୍ତ୍ର ଘରେ ରଖନ୍ତୁ :
ଏମିତି ମାନାଯାଏ କି, ଶ୍ରୀ ଯନ୍ତ୍ରରେ ଆରାଧ୍ୟ ଲକ୍ଷ୍ମୀ ଘରେ ନିବାସ କରନ୍ତି । ଯଦି କୌଣସି ବ୍ୟକ୍ତିଙ୍କର ଟଙ୍କା ଖର୍ଚ୍ଚ ହୋଇଯାଉଛି ତାହେଲେ ସେମାନେ ଘରେ ଏହି ଯନ୍ତ୍ର ଲଗାନ୍ତୁ । ମାନାଯାଏ ଏମିତି କଲେ ଟଙ୍କା ସୁରକ୍ଷିତ ହୋଇଥାଏ । ଏହି ଯନ୍ତ୍ରକୁ ଘରର ଉତ୍ତର-ପୂର୍ବ ଦିଗରେ ରଖାଯାଇଥାଏ ଓ ଘରର ପ୍ରତେକ ବ୍ୟକ୍ତି ଏହାକୁ ପ୍ରଣାମ କରିବା ଆବଶ୍ୟକ ।
ତିନି ଗୋଡ଼ ବାଲା ବେଙ୍ଗ :-
ଚିନି ବାସ୍ତୁ ଶାସ୍ତ୍ରରେ ଏମିତି ମାନ୍ୟତା ରହିଛି କି, ତିନି ଗୋଡ଼ ବାଲା ବେଙ୍ଗକୁ ଘରେ ଲାଗାଇବା ଆବଶ୍ୟକ । ଏହା ଚାରିଆଡୁ ଘରକୁ ଟଙ୍କା ଭିଡି ଆଣିଥାଏ । ଏହାର ମୁହଁ ଘର ଆଡ଼କୁ ଓ ପିଠି ବାହାରକୁ ରହିବା ଦରକାର । ଏହାସହ ମୁହଁରେ କଏନ ଲାଗାଇବା ଆବଶ୍ୟକ ।

ପାଣି ଟାଙ୍କିରେ ଏହାକୁ ପକାଇବା ଶୁଭ ଅଟେ ।
ପାଣି ଟାଙ୍କିରେ କଇଁଛ, ଶଙ୍ଖ ଓ ଚାନ୍ଦି ପକାଇ ରଖିବା ଆବଶ୍ୟକ । କୁହାଯାଏ ପାଣି ଟାଙ୍କିରେ ଏମାନଙ୍କ ମଧ୍ୟରୁ ଗୋଟିଏ ଜିନିଷ ରଖିଲେ ଘରେ ଟଙ୍କା ବଢିଥାଏ ।
ଘରୁ ଦୂର କରନ୍ତୁ ଡୋରମ୍ୟାଟ୍ :-
ପ୍ରବେଶ ଦ୍ୱାରରେ ଫଟା ହୋଇଥିବା ଡୋରମ୍ୟାଟ୍ ରଖିବା ଦ୍ୱାରା ଘରେ ଲକ୍ଷ୍ମୀ ପ୍ରବେଶ ହୋଇନଥାଏ । କୁହାଯାଏ ଘରକୁ ଆସୁଥିବା ଓ ଯାଉଥିବା ଲୋକ ଏହାଉପରେ ଗୋଡ଼ ରଖିଲେ ଘରେ ଗରିବୀ ଦେଖାଯାଏ ।
ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ” ଅବଶ୍ୟ ଲେଖି ଦିଅନ୍ତୁ । ମାତାଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ।