ଶିକ୍ଷା

ପୋଲିସଙ୍କର ସବୁଠାରୁ ବଡ ପଦ କେଉଁଟା ? ୯୮% ଲୋକ ଆଜି ପର୍ଯ୍ୟନ୍ତ ଜାଣି ନାହାନ୍ତି

ଆମ ସମସ୍ତଙ୍କୁ ପୋଲିସ ପଦ ବିଷୟରେ ସବୁବେଳେ କନ୍ଫ୍ୟୁଜନ ହୋଇଥାଏ କିନ୍ତୁ ଏବେ ଜମା ବି ହବ ନାହିଁ, କାହିଁକିନା ଆଜି ଆମେ ଆପଣଙ୍କୁ ଏହି ପୋଷ୍ଟ ବିଷୟରେ ବିସ୍ତାର ସହ କହିବାକୁ ଯାଉଛୁ, ଆପଣଙ୍କୁ ଆଜି ଆମେ ଜଣେଇ ଦବାକୁ ଚାହୁଁଛୁ ଯେ ପୋଲିସ ପଦ କନଷ୍ଟେବଳ ଠାରୁ ଆରମ୍ଭ କରି ଡିଜିପି ପର୍ଯ୍ୟନ୍ତ ପୁରା ୧୨ ଟି ରେଙ୍କ ରେ ବିଭାଜିତ କରା ଯାଇଛି, ଏହି ଅନୁଯାଇ ପୋଲିସ ସବୁଠାରୁ ବଡ ପଦ ଡିଜିପି ହୋଇଥାଏ । ଆମେ ଆପଣଙ୍କ ବୁଝିବା ଅନୁଯାଇ ରେଙ୍କ ଅନୁଯାଇ ସବୁଠାରୁ ତଳ ତ୍ଝାରୁ ସବୁଠାରୁ ଉପରୂପର ପର୍ଯ୍ୟନ୍ତ ବ୍ୟବସ୍ଥିତ କରିଅଛୁ, ଏହି ପଦ ପରେ ଆପଣଙ୍କୁ ଦୁଇ ଥର କାହାକୁ ପଚାରିବାକୁ ହବ ନାହିଁ ।

୧୨. ପୋଲିସ କନଷ୍ଟେବଳ – ଏମାନେ ହେଉଛନ୍ତି ଶାନ୍ତି ବଜାୟ ରଖିବା ଏବଂ ଛୋଟ ଛୋଟ ନ୍ୟାୟିକ କର୍ତ୍ତବ୍ୟ ପାଇଁ ସାଧାରଣତଃ ଏକ ଟାଉନ୍ କିମ୍ବା ଟାଉନସିପ୍ ର ଜଣେ ସରକାରୀ ଅଧିକାରୀ ।

୧୧. ହେଡ କନଷ୍ଟେବଳ

୧୦. ସହକାରୀ ସବ୍ ଇନ୍ସପେକ୍ଟର-  ପୋଲିସ୍ ଫୋର୍ସରେ ଜଣେ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ଜଣେ ଅଣ-ଗେଜେଟେଡ୍ ପୋଲିସ୍ ଅଧିକାରୀ ଯିଏକି ପୋଲିସ୍ ହେଡ୍ କନଷ୍ଟେବଳଙ୍କ ଉପରେ ଏବଂ ସବ୍-ଇନ୍ସପେକ୍ଟରଙ୍କ ତଳେ ରହିଛନ୍ତି।

୯. ସବ ଇନ୍ସପେକ୍ଟର

୮. ଇନ୍ସପେକ୍ଟର- ପୋଲିସର ଜଣେ ଉଚ୍ଚପଦସ୍ଥ ଅଧିକାରୀ ସାଧାରଣତଃ ଜଣେ କମିଶନର, ଅଧୀକ୍ଷକ କିମ୍ବା ମୁଖ୍ୟଙ୍କ ତଳେ ରହିଥା’ନ୍ତି ।

୭. ଡେପୁଟି ସୁପରିଟେଣ୍ଡେଣ୍ଟ ଅଫ ପୋଲିସ

୬. ଏଡିଶନଲ ସୁପରିଟେଣ୍ଡେଣ୍ଟ ଅଫ ପୋଲିସ

୫. ସୁପରିଟେଣ୍ଡେଣ୍ଟ ଅଫ ପୋଲିସ- ସେମାନେ ହେଉଛନ୍ତି ଭାରତର ମହାନଗର ନିଗମର ଜିଲ୍ଲା ମୁଖ୍ୟ । ସେମାନେ ମଧ୍ୟ ଏକ ଜିଲ୍ଲାର ଏକ ବୃହତ ସହରୀ କିମ୍ବା ଗ୍ରାମାଞ୍ଚଳର ଇନଚାର୍ଜ ଯେଉଁଠାରେ ଜଣେ ବରିଷ୍ଠ ଅଧୀକ୍ଷକ ଜିଲ୍ଲା ମୁଖ୍ୟ ଅଟନ୍ତି ।

୪. ସିନିଅର ସୁପରିଟେଣ୍ଡେଣ୍ଟ ଅଫ ପୋଲିସ

୩. ଡେପୁଟି ଇନ୍ସପେକ୍ଟର ଜନରଲ ଅଫ ପୋଲିସ

୨. ଇନ୍ସପେକ୍ଟର ଜନରଲ ଅଫ ପୋଲିସ

୧. ଡାୟରେକ୍ଟର ଜନରଲ ଅଫ ପୋଲିସ- ଡିଜିପି ସାଧାରଣତ ପ୍ରତ୍ୟେକ ଭାରତୀୟ ରାଜ୍ୟରେ ରାଜ୍ୟ ପୋଲିସ୍ ଫୋର୍ସର ମୁଖ୍ୟ ଅଟନ୍ତି ଯେଉଁଥିରେ ଅଧିକାରୀଙ୍କୁ ରାଜ୍ୟ ପୋଲିସ୍ ମୁଖ୍ୟ କୁହାଯାଏ, ଯାହାକି କ୍ୟାବିନେଟ୍ ଚୟନ ପଦ ଅଟେ ।

ତେବେ ପୋଲିସ ଆଜିକା ସମୟରେ ନ୍ୟାୟ ଏବଂ ସମ୍ବିଧାନ ବହୁତ ଅବାସ୍ୟକ ଅଟେ, ପୋଲିସ ଦେଶ ନ୍ୟାୟ ସମ୍ବିଧାନ ବଞ୍ଚାଇ ରଖିଥାଏ, ପୋଲିସ ଆରୋପ ଭଳି ଜିନିଷ ଦୁନିଆ ଠାରୁ ଲିଭେୟ ଥାନ୍ତି, ପୋଲିସ ବହୁତ ମଜବୁତ ହୋଇଥାଏ ଯାହା ଦ୍ଵାରା ଦେଶ ରେ ସମ୍ବିଧାନ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button