ଝିଅମାନେ ପୁଅ ମାନଙ୍କ କେଉଁ ଜିନିଷ ଉପରେ ବସିବାକୁ ଭଲ ପାଆନ୍ତି? IAS ପରୀକ୍ଷା ପ୍ରଶ୍ନ

ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ସାଧାରଣ ଜ୍ଞାନ, ମଜାଦାର, ରହସ୍ୟମୟ, କୌତୁକ ପୂର୍ଣ ପ୍ରଶ୍ନ ଏବଂ ଉତ୍ତର । ଆଜି କାଲି ସବୁଆଡେ ନିଜର ଜ୍ଞାନ ରଖିବା ଉଚିତ । ବନ୍ଧୁଗଣ ସାଧାରଣ ଜ୍ଞାନ ପ୍ରଶ୍ନ ଉତ୍ତର ଆମ ସଭିଙ୍କ ପାଇଁ ବହୁତ ଜରୁରୀ ହୋଇଥାଏ । ଅନେକ ସରକାରୀ, ବେସରକାରୀ ପରୀକ୍ଷା ତଥା IAS, OAS ଇତ୍ୟାଦି ଇଣ୍ଟରଭିଉ ପରୀକ୍ଷା ରେ ଏହି ପ୍ରଶ୍ନ ଗୁଡିକ ପଚରା ଯାଇଥାଏ । ତେବେ ଆସନ୍ତୁ ଏଗୁଡିକ ଆଲୋଚନା କରିବା ।
ପ୍ରଶ୍ନ : ଭାରତର କେଉଁ ସହର ପାଣିରେ ବୁଡ଼ିଗଲା?
ଉତ୍ତର: ଦ୍ୱାରକା ସହର
ପ୍ରଶ୍ନ 2: ଆକାଶ କାହିଁକି ନୀଳ ଦେଖାଯାଏ?
ଉତ୍ତର: ଆଲୋକ ବିଛାଇବା ହେତୁ
ପ୍ରଶ୍ନ 3: ମିଳିତ ଜାତିସଂଘ ସଂଗଠନ (ୟୁନୋ) ର ମୁଖ୍ୟାଳୟ କେଉଁଠାରେ ଅଛି
ଉତ୍ତର: ନ୍ୟୁୟର୍କରେ
ପ୍ରଶ୍ନ 4: ଭାରତରେ କାଜୁ ଉତ୍ପାଦନ ସର୍ବାଧିକ?
ଉତ୍ତର: କେରଳରେ
ପ୍ରଶ୍ନ 5: ଏସିଆର ସବୁଠାରୁ ଉତ୍ତପ୍ତ ସ୍ଥାନ କେଉଁଠାରେ ଅଛି?
ଉତ୍ତର: ଜକୋବାବାଦ
ପ୍ରଶ୍ନ 6: ଚନ୍ଦ୍ରରେ ପାଦ ଦେଇଥିବା ଦ୍ୱିତୀୟ ବ୍ୟକ୍ତି କିଏ?
ଉତ୍ତର: ବଜାଜ ଆଲଡ୍ରିନ୍
ପ୍ରଶ୍ନ 7: ଭାରତରେ ପ୍ରଥମ ଜନଗଣନା କେବେ କରାଯାଇଥିଲା
ଉତ୍ତର: 1872
ପ୍ରଶ୍ନ 8: ଭାରତର କେଉଁ ରାଜ୍ୟରେ ସର୍ବାଧିକ ଲିଙ୍ଗ ଅନୁପାତ ରହିଛି
ଉତ୍ତର: କେରଳ
ପ୍ରଶ୍ନ 9: ଝିଅମାନେ ପୁଅ ମାନଙ୍କ କେଉଁ ଜିନିଷ ଉପରେ ବସିବାକୁ ଭଲ ପାଆନ୍ତି?
ଉତ୍ତର : ବାଇକ
ପ୍ରଶ୍ନ 10 : ଭାରତର କେଉଁ ରାଜ୍ୟରେ ସିଂହ ଅଛନ୍ତି?
ଉତ୍ତର; ଗୁଜୁରାଟ