ଓଡିଶା

ତାଳଦଣ୍ଡା କେନାଲରୁ ମୃତଦେହ ଉଦ୍ଧାର

କଟକ, ୮/୯ ଆଜି ଅପରାହ୍ନରେ ମାଲଗୋଦାମ ଥାନା ପୋଲିସ ତାଳଦଣ୍ଡା କେନାଲର ଛତ୍ରବଜାରଠାରେ ଭାସୁଥିବା ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହକୁ ଜବତ କରିଛି । ଛତ୍ରବଜାର ପୁରୁଣା ପୋଲ ନିକଟର ଅନତୀ ଦୂରରେ ଏହି ଶବଟି ବାସୁଥିବାର ଦେଖି କୈାଣସି ବ୍ୟକ୍ତି ପୋଲିସକୁ ଖବର ଦେବା ପରେ ଅଗ୍ନିଶମ ବିଭାଗ ଓ ପୋଲିସ କର୍ମଚାରୀମାନେ ଶବଟିକୁ ଉପରକୁ ଆଣି ବ୍ୟବଚ୍ଛେଦ ନିମନ୍ତେ ଏସସିବିକୁ ପଠାଇଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button