ଦେଶ ବିଦେଶ

IIFA 2024ରେ ମନୋନୀତ ହୋଇକି ବି ନିର୍ଦ୍ଦେଶକଙ୍କୁ ମିଳିଲା ନାହିଁ ଆୱାର୍ଡ, ଅପମାନ କରିବା ନେଇ ଆଣିଲେ ଅଭିଯୋଗ

ମୁମ୍ଵାଇ ୩୦।୦୯; ଆବୁଧାବିରେ IIFA ଆୱାର୍ଡ ୨୦୨୪ ଅନୁଷ୍ଠିତ ହୋଇଥିଲା । ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରୁ ଦକ୍ଷିଣ ସିନେମା ପର୍ଯ୍ୟନ୍ତ ବଡ ତାରକାମାନେ IIFA ଆୱାର୍ଡରେ ଅଂଶଗ୍ରହଣ କରିଥିଲେ । ଏହି ଇଭେଣ୍ଟ ଆବୁଧାବିର ଗ୍ଲାମର ବଢାଇଥିଲା ଏବଂ ତାରକାଙ୍କ ଉପସ୍ଥିତି ଏହାକୁ ଅଧିକ ସ୍ପେଶାଲ କଲା । IIFA ଆୱାର୍ଡରେ ସମସ୍ତେ ଉତ୍କୃଷ୍ଟ ପରଫର୍ମ କରିଥିଲେ ଏବଂ ଇଣ୍ଡଷ୍ଟ୍ରିର ଶ୍ରେଷ୍ଠ ଅଭିନେତା ଏବଂ ନିର୍ଦ୍ଦେଶକମାନଙ୍କୁ ସମ୍ମାନିତ କରାଯାଇଥିଲା ।

କିନ୍ତୁ ଏହି ସମୟରେ, କନ୍ନଡ ଚଳଚ୍ଚିତ୍ର ନିର୍ଦ୍ଦେଶକ ହେମନ୍ତ ଏମ ରାଓ IIFAର ଆୟୋଜକମାନଙ୍କୁ ଠିକ ଭାବରେ ପରିଚାଳନା କରୁନଥିବା ଅଭିଯୋଗ କରିଛନ୍ତି। ଟ୍ଵିଟ୍ରେ ଲମ୍ଵା ନୋଟ୍ ସେୟାର କରିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button