ସ୍ୱାସ୍ଥ୍ୟ

୨୭ ବର୍ଷରୁ ଏହି ଗାଁ କୁ ଆସନ୍ତି ନି କୌଣସି ବି ପୁରୁଷ ତଥାପି ବି ମହିଳାମାନେ ହେଉଛନ୍ତି ପ୍ରେଗନେଟ, କାରଣ ଜାଣିବା ପରେ ମୁଣ୍ଡ ବୁଲାଇ ଦେବ

ଏମିତି କୁହାଯାଇଥାଏ କି ଏକ ମାଆ ପାଇଁ ତା ପୁଅ ଠାରୁ ବଡ ଆଉ କେହିହୋଇନଥାନ୍ତି । କିନ୍ତୁ କୌଣସି ବି ମହିଳା କୁ ବିବାହ ପରେ ପୁତ୍ରର ପ୍ରାପ୍ତି ନିଜ ସ୍ଵାମୀ ଦ୍ଵାରା ହୋଇଥାଏ । ସେ ସ୍ଵାମୀ ଯିଏ ତା ସହିତ ଜନ୍ମ ଜନ୍ମ ରହିବା ପାଇଁ କଥା ଦେଇଥାଏ ଏହା ସହିତ ସେ ସ୍ଵାମୀ ନିଜ ସ୍ତ୍ରୀ ସହିତ ସବୁ ଦୁଖଃ ସୁଖ ବାଣ୍ଟି ଥାଏ । ଏମିତି କୁହାଯାଇଥାଏ କି ମହିଳାଙ୍କ ପାଇଁ ଯେମିତି ତାଙ୍କ ପୁତ୍ର ମୁଖ୍ୟ ହୋଇଥାଏ ସେମିତି ହିଁ ମହିଳାମାନଙ୍କୁ ନିଜ ଜୀବନସାଥୀ ର ବି ସେହି ପରି ଜରୁରତ ହୋଇଥାଏ  ।

ଯିଏ ତାର ସମସ୍ୟାକୁ ଭଲ ଭାବରେ ବୁଝି ପାରିବ ଏବଂ ସେ କହିଥିବା କିଛି କଥାକୁ ଆପଣାଇଥାଏ । ବିବାହ ପରେ ମହିଳା ଏବଂ ପୁରୁଷ ମାନଙ୍କ ଉପରେ ବହୁତ ଜିମେଦାରି ବଢି ଯାଇଥାଏ ।

ବିବାହ ପୂର୍ବରୁ ସେ ନିଜର ଦାଇତ୍ଵ ନେଇଥାଏ କିନ୍ତୁ ସେହି ବିବାହ ପରେ ସେ ତା ସ୍ଵାମୀ ର ବି ଦାୟିତ୍ଵ ନେଇଥାଏ । ତାଙ୍କୁ ନିଜର ବଂଶ ବଢାଇବା ପାଇଁ ଏକ ସନ୍ତାନ ର ଆବଶ୍ୟକ ହୋଇଥାଏ ,ଏଥିପାଇଁ ମହିଳା ଏବଂ ପୁରୁଷ ଉଭୟଙ୍କୁ ସମଭୋଗ କାରଣରୁ ସନ୍ତାନ ର ଉତ୍ପତି ହୋଇଥାଏ । ଏହା ସୃଷ୍ଟିର ନିୟମ ଅଟେ କି ସ୍ତ୍ରୀ ବିନା କୌଣସି ବି ପୁରୁଷ ଏକ ସନ୍ତାନକୁ ଜନ୍ମ ଦେଇପାରିବ ନାହିଁ ସେହି ପୁରୁଷ ବିନା ବି କୌଣସି ମହିଳା କୌଣସି ବି ସନ୍ତାନକୁ ଜନ୍ମ ଦେଇପାରିବ ନାହିଁ । ମହିଳା ଏବଂ ପୁରୁଷଙ୍କୁ ନିଜ ବଂଶ ବଢାଇବା ପାଇଁ ସାଥି ହୋଇ ଆସିବାର ଜରୁରତ ଅଛି । କିନ୍ତୁ ମୁ ଯଦି କହିବି କି ଗୋଟେ ଏମିତି ଗାଁ ଅଛି ଯେଉଁଠି ମହିଳାମାନେ ପୁରୁଷଙ୍କ ବିନା ଗର୍ଭବତୀ ହେଇଯାଉଛନ୍ତି । ଆପଣ ଆଶ୍ଚଜ୍ୟ ହୋଇଗଲେନା ,ସତରେ ଏକ ଏମିତି ଗାଁ ଅଛି ଯେଉଁଠି ମହିଳାମାନେ ପୁରୁଷଙ୍କ ବିନା ସନ୍ତାନକୁ ଜନ୍ମ ଦେଉଛନ୍ତି ।

ଯେଉଁ ଗାଁ ବିଷୟରେ ଆମେ ଆପଣଙ୍କୁ କହୁଛୁ ତାହା ହେଉଛି ଏକ ରହସ୍ୟମୟ ଗାଁ । ଆପଣ ଜାଣି ଆଶ୍ଚଜ୍ୟା ହେବେ କି ସେହି ଗାଁ କୁ ୨୭ ବର୍ଷ ହେଲା କୌଣସି ବି ପୁରୁଷ ସେଟାକୁ ଯାଇନାହାଁନ୍ତି । ଏବେ ଆପଣଙ୍କ ମୁଣ୍ଡରେ ଏହି ପ୍ରଶ୍ନ ଥିବା କି ଯଦି ୨୭ ବର୍ଷ ହେଲା କୌଣସି ବି ପୁରୁଷ ସେହି ଗାଁ କୁ ଯାଇନାହାଁନ୍ତି ତାହେଲେ ସେଠାରେ ଥିବା ମହିଳାମାନେ ପ୍ରଗନେଟ କେମିତି ହେଉଛନ୍ତି । ଏହା ସହିତ ଏହି ରହସ୍ୟମୟ ଗାଁ ର ଖାସ କଥା ଏହାକି ଏହି ଗାଁ ରେ କେବଳ ମହିଳାମାନେ ରୁହନ୍ତି ଯେଉଁଠି ମହିଳାମାନଙ୍କ ଛଡା କୌଣସି ପୁରୁଷଙ୍କୁ ଦେଖିବାକୁ ପାଇବା ନାହିଁ । ଏହି ଗାଁ କଣ୍ଟାର ତାର ଦ୍ଵାରା ଘେରା ଯାଇଛି ଏହା ଶବର ମାନଙ୍କର ଉମଉଜା ଗାଁ ।

କେନିୟା ର ଏହି ଗାଁ ଦୁନିଆର ସବୁଠାରୁ ଅନୋଖା ଏବଂ ରହସ୍ୟମୟ ଗାଁ ଯିଏ ନିଜ ଭିତରେ କେତେ ରାଜ ଏବଂ କେତେ ପ୍ରଶ୍ନ ର ଉତ୍ତର କୁ ଘେରି ହୋଇଛି । ଏହି ଗାଁ ହୁ ଏହି କାରଣରୁ ଜାଣାଯାଇଥାଏ କାରଣ ଏହି ଗାଁ ରେ ମହିଳାମାନଙ୍କ ଛଡା ପୁରୁଷଙ୍କର ଆସିବା ସିଧା ଭାବେ ମନା ହୋଇଛି । ଏବଂ ପୁରୁଷଙ୍କ ବିନା ଏଠାରେ ମହିଳାମାନେ ପ୍ରେଗନେଟ ହେଉଛନ୍ତି । ପାଖାପାଖି ୨୭ ବର୍ଷ ରୁ ଏହି ଗାଁରେ ମହିଳାମାନେ ହିଁ ରହିଆସୁଛନ୍ତି । ଏହା ଏଥିପାଇଁ କାରଣ ୧୯୯୦ ମସିହାରେ ଏହି ଗାଁକୁ ୧୫ ଏମିତି ମହିଳାମାନଙ୍କ ପାଇଁ ତିଆରି କରାଯାଇଥିଲା ଯାହାକୁ ବ୍ରିଟିଶ ଯବାନ ମାନେ ରେପ କରିଥିଲେ । ଏହା ପରେ ଏହି ଗାଁ ପୁରୁଷମାନଙ୍କର ହିଂସାର ଶିକାର ହୋଇଥିବା ମହିଳାମାନଙ୍କର ଠିକଣା ହୋଇଗଲା । ତାହା ପରଠାରୁ ଏହି ଗାଁ ରେ କେବଳ ମହିଳା ମାନଙ୍କର ବାସ ହୋଇଗଲା । ଯାହା ପରେ ଏହି ଗାଁ ରେ ମହିଳା ମାନଙ୍କର ହିଁ ରାଜ ଚାଲୁଛି । ଏହି ମହିଳା ରାତିରେ ଲୁଚି ଛପି ଗାଁ ବାହାରକୁ ଯାଉଛନ୍ତି ଏବଂ ନିଜ ପସନ୍ଦର ପୁରୁଷଙ୍କ ସହିତ ଶାରୀରିକ ସମ୍ପର୍କ ରାଖୀ ଆସିଥାନ୍ତି ଯେଉଁ କାରଣରୁ ସେ ପ୍ରେଗନେଟ ହୋଇଥାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button