ବିଚାର

ମାଆ ଲକ୍ଷ୍ମୀ ନିଜେ କହିଲେ ଯିଏ ବି ହଳଦୀରେ କରିବ ଏହି ଉପାୟ ମୁଁ ତା ବାକ୍ସକୁ ଭରିଦେବି ।

ହିନ୍ଦୁ ଶାସ୍ତ୍ର ଅନୁସାରେ ପଶୁ,ପକ୍ଷୀଙ୍କୁ ଅର୍ଣ୍ଣ ଖାଇବାକୁ ଦେବାର ପ୍ରଥା ବର୍ଷ ବର୍ଷ ଧରି ଚାଲିଆସିଛି । ତେବେ ଗୋ ମାତାକୁ ଖାଇବାକୁ ଦେଲେ କଣ ଫାଇଦା ହୋଇଥାଏ । ଶାସ୍ତ୍ର ଅନୁସାରେ ଗୋମାତା ଦେହରେ ୩୩କୋଟି ଦେବୀ ଦେଵତାଙ୍କର ବାସ ହୋଇଥାଏ । ଏବଂ ଯଦି ଭୋଗ ଲଗେଇବା କଥା କହିବା ତେବେ ପ୍ରତିଦିନ ସକାଳୁ ଗୋମାତାକୁ ଖାଇବାକୁ ଦେବାର ଅର୍ଥ ୩୩କୋଟି ଦେବୀ ଦେବତାଙ୍କୁ ଭୋଗ ଲଗେଇବା,ତେବେ ଏହିପରି ସେବା କଲେ ଅନେକ ପୂର୍ଣ ମିଳିଥାଏ ।ତେବେ ପ୍ରଥମେ ଗୋମାତାକୁ ଖାଇବାକୁ ଦିଅନ୍ତୁ ଏବଂ ଏହା ପରର ଘରେ ସବୁ ଲୋକ ଖାଦ୍ୟ ଗ୍ରହଣ କରନ୍ତୁ ଏହାଦ୍ୱାରା ପୂର୍ଣ ମିଳିଥାଏ । ତେବେ ଶାସ୍ତ୍ର ଅନୁସାରେ ଗୋମାତାର ମୂତ୍ର କୁ ମଧ୍ୟ ସେବନ କରାଯାଏ । ଏହାକୁ ଗୋଧନ କୁହାଯାଏ,ଗୋମାତା ର ସେବା କରିବାର ଅର୍ଥ ୩୩ କୋଟି ଦେବୀ ଦେବତାଙ୍କର ସେବା କରିବା । ତେବେ ଶାସ୍ତ୍ର ଅନୁସାରେ ଯେଉଁ ଘରେ ଗୋମାତାର ସେବା କରାଯାଏ ସେ ଘର ବର୍ଷ ବର୍ଷ ହସ ଖୁସି ଜୀବନ ବିତାଇଥାନ୍ତି ।

ଯୁଗ ଯୁଗରୁ ମଧ୍ୟ ଏହି ପ୍ରଥା ରହିଆସିଚି । ତେବେ ଗୋମାତାଙ୍କୁ ରୁଟି ସହ ଗୁଡ଼ ଖାଇବାକୁ ଦେଲେ ବହୁତ ପୂର୍ଣ ମିଳିଥାଏ ।କିନ୍ତୁ ଗୋଟିଏ କଥାର ଆପଣଙ୍କୁ ଧ୍ୟାନ ରଖିବାକୁ ହେବ ଖରାଦିନେ ଗାଈକୁ ଗୁଡ଼ ଖାଇବାଦେବା ଉଚିତ ନୁହେଁ ଆଉ ଯଦି ଶୀତ ଦିନ ତେବେ ଖାଇବାକୁ ଦେବା ଉଚିତ । ଆପଣ ଖରାଦିନେ ଗୋମାତାଙ୍କୁ ହଳଦୀ ଆଉ ରୁଟି ଖାଇବାକୁ ଦେଇପାରିବେ କିନ୍ତୁ ଗୁଡ଼ ଖାଇବାକୁ ଦେବେ ନାହିଁ । ମନେ ରଖନ୍ତୁ ଗାଈକୁ ଗୁଡ଼ ଖାଇବାକୁ ଦେବା ସମୟରେ ଗାଈ ଛିଡା ହୋଇଥିବା ଉଚିତ ସୋଇରହିଥିବା ଗାଇକୁ ଗୁଡ଼ ଦେବା ଉଚିତ ନୁହେଁ । ତେବେ ସୋମବାର ମହାଦେବ ଙ୍କ ପୂଜା କରିସାରିବା ପରେ ଗାଈଙ୍କୁ କିଛି ନା କିଛି ଧଳା ଦ୍ରବ୍ୟ ଖାଇବାକୁ ଦେବେ ଯେମିତିକି; ଭାତ,ବର୍ଫି,ଧଳାଲଡୁ ତେବେ ଏହା ନିଶ୍ଚିତ ଖାଇବାକୁ ଦିଅନ୍ତି ଏହାଦ୍ୱାରା ଆପଣଙ୍କର ସୋମବାର ବ୍ରତ ସମ୍ପୂର୍ଣ୍ଣ ହେବା ସହ ବହୁତ ପୂର୍ଣ୍ଣ ମିଳିଥାଏ ।

ମଙ୍ଗଳବାର ଦିନ ଗାଈ କୁ ରୁଟି ସହ ବେସନର ଲଡୁ ଖାଇବାକୁ ଦେବା ଉଚିତ ଏହା ଦ୍ୱାରା ଶୁଭ ହୋଇଥାଏ ଆଉ ବ୍ୟକ୍ତିର ମଙ୍ଗଳ ଶାନ୍ତ ହୋଇଯାଏ ।ତେବେ ବୁଧବାରକୁ ଧଳା ଦୁବ ଖାଇବାକୁ ଦେବା ଦ୍ୱାରା ବୁଧ ଠିକ ହୋଇଯାନ୍ତି ଆଉ ଏଥିସହିତ ଗଣେଶ ପ୍ରଭୁ ପ୍ରସନ୍ନ ହୁଅନ୍ତି। ଏଥି ସହିତ ଗୁରୁବାର ଦିନ ଗାଈକୁ ରୁଟି ଖାଇବାକୁ ଦେବା ପୂର୍ବରୁ ବନେଇବା ସମୟରେ ଏଥିରେ ଟିକିଏ ହଳଦୀ ମିଶାଇ ଗାଈ କୁ ଖାଇବାକୁ ଦିଅନ୍ତୁ ୨ପଟ ଏହାଦ୍ୱାରା ବହୁତ ଶୁଭ ହୋଇଥାଏ । ଶୁକ୍ରବାର ଦିନ ଗାଈକୁ ଖିରି ଖୁଆଇବା ଦ୍ୱାରା ଶୁକ୍ର ଶାନ୍ତ ହୁଅନ୍ତି ଏବଂ ମା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । ଏହା କରିବା ଦ୍ୱାରା ବ୍ୟକ୍ତି ମାଲାମାଲ ହୋଇଯାଏ ଏବଂ ମାତା ଲକ୍ଷ୍ମୀ ଆପଣଙ୍କ ପାଇଁ ଦୟାଳୁ ହୋଇଯାନ୍ତି ।

ବିଶ୍ୱାସ କରାଯାଏ କି ଶନିବାର ଦିନ କଳା ସୋରିଷ କୁ ଅଟା ରେ ମିଶାଇ ଗାଈ କୁ ଖାଇବାକୁ ଦେଲେ ଶନି ଦୋଷ କଟିଯାଏ । ଏହାଦ୍ୱାରା ଆପଣଙ୍କ ଆପଣଙ୍କ ଶନି ଶାନ୍ତ ହୁଅନ୍ତି । ତେବେ ରବିବାର କୁ ଗୁଡ଼ ସହ ରୁଟି ଖାଇବାକୁ ଦେବା ଦ୍ୱାରା ଆପଣଙ୍କ ରବି ପ୍ରସନ୍ନ ହୁଅନ୍ତି । ଏବଂ ଏହାଦ୍ୱାରା ଆପଣଙ୍କୁ ଧନ ପ୍ରାପ୍ତି ହୋଇଥାଏ । ତେବେ ଆପଣ ବି ଯଦି ଗାଈଙ୍କ ସେବା କରିଛନ୍ତି ଆଉ ଖାଇବାକୁ ଦେଇଛନ୍ତି ତେବେ ଆପଣଙ୍କର ମଧ୍ୟ ପୂର୍ଣ୍ଣ ନିଶ୍ଚିନ୍ତ ହେବ । ତେବେ ଏହାକୁ ପୁରା ମନରୁ କରନ୍ତୁ ଏମିତି ନୁହେ ମଜବୁରୀ ସହ କରୁଛନ୍ତି । ଏହିପରି କରିବା ଦ୍ୱାରା ଆପଣଙ୍କ ଜୀବନ ରେ ଶୁଭ ହୋଇଥାଏ । ଜବରଦସ୍ତି ସେବା କରିବା ଦ୍ୱାରା କୌଣସି ଫଳ ମିଳିନଥାଏ,ଏଥିପାଇଁ ଯେବେ ବି ଗୋ ମାତାଙ୍କ ସେବା କରୁଛନ୍ତି ପୂରା ମନରୁ କରନ୍ତୁ ।

ଏହା ତ ଆପଣ ନିଶ୍ଚନ୍ତ ଶୁଣିଥିବେ କି ଘରର ପ୍ରଥମ ରୁଟି ଗାଈ କୁ ଖାଇବାକୁ ଦେଲେ ଆପଣଙ୍କୁ ଉତ୍ତମ ଲାଭର ପ୍ରାପ୍ତି ହେବ ।ତେବେ କିପରି ଖାଇବାକୁ ଦେବେ ଚାଲନ୍ତୁ ଆମେ ଆପଣଙ୍କୁ କହୁଛୁ ତେବେ ରୁଟି ସହ ଗୁଡ଼ ମିଶାଇ ଗାଈ କୁ ଖାଇବାକୁ ଦେଲେ ଏବଂ ଟିକିଏ ହଳଦୀ ମିଶାଇ ଖାଇବାକୁ ଦେବା ଉଚିତ । କୁହାଯାଏ କି ଗାଈକୁ ପ୍ରତ୍ୟେକ ଦିନ ରୁଟି ଖାଇବାକୁ ଦେବା ଦ୍ୱାରା ବର୍ତ୍ତମାନ ଥିବା ପିଢ଼ି ସହ ଆଗକୁ ଆସୁଥିବା ପିଢ଼ି ମଧ୍ୟ ଶୁଭ ଫଳ ପାଇଥାନ୍ତି । ଚେଷ୍ଠା କରନ୍ତୁ କି ଗାଈ କୁ ରୁଟି ଖାଇବାକୁ ଦେବା ସମୟରେ ବସେଇକି ଖାଇବାକୁ ଦେବେ । ତେବେ ଏହା କରିବା ଦ୍ୱାରା ଆପଣଙ୍କର ବହୁତ ପୂର୍ଣ ହୋଇଥାଏ । ଗାଈକୁ ଶୁଖିଲା କିମ୍ବା ବାସୀ ରୁଟି ଖାଇବାକୁ ଦିଅନ୍ତୁ ନାହିଁ ଆପଣ ଘରର ପ୍ରଥମ ରୁଟି ଖାଇବାକୁ ଦିଅନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କ ପୂର୍ଣ ହେବା ସହ ଶୁଭ ଫଳ ମଧ୍ୟ ମିଳିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button