ମନୋରଞ୍ଜନ

ସମ୍ନାକୁ ଆସିଲା ନନ୍ଦିନୀଙ୍କ ହ୍ଵାଟ୍ସଆପ ଚାଟ,ଘଟଣା ନେଲା ନୂଆ ମୋଡ଼

ନନ୍ଦିନୀ ଏବଂ ବଳରାମ ଙ୍କ ଘଟଣା,ପ୍ରତିଦିନ କିଛି ନା କିଛି ନୂଆ ମୋଡ଼ ନେଉଛି। ଆଉ ଏକ ଖବର ମଧ୍ୟ ସମ୍ନାକୁ ଆସିଛି ଯେଉଁଥିରେ ନନ୍ଦିନୀର ସବୁ ମି-ଛ କଥା ପ୍ରକାଶ ପାଇଛି। ନନ୍ଦିନୀ ପୂର୍ବରୁ କହୁଥିଲେ ଯେ ବିବାହ ପୂର୍ବରୁ ବଲରାମଙ୍କୁ ଜାଣିନଥିଲେ କିନ୍ତୁ ନନ୍ଦିନୀ ଏବଂ ବଲରାମଙ୍କ ହ୍ଵାଟ୍ସଆପ ଚାଟ ଏବେ ସମ୍ନାକୁ ଆସିଛି। ଯେଉଁଥିରେ ଗୁଡ଼ ନାଇଟ ଠାରୁ ଆରମ୍ଭ କରି ଲଭ ୟୁ ଏବଂ ଧନ ଠାରୁ ଆରମ୍ଭ କରି ହାର୍ଟ ଚିହ୍ନ ସବୁ ଅଛି।

ନନ୍ଦିନୀ ଚାର୍ଟ କରିବା ସହ ପୂର୍ବରୁ ବଲରାମଙ୍କ ସହ କଲରେ ମଧ୍ୟ କଥା ହଉଥିଲେ। ଏଥିରୁ ଜଣା ପଡି ଯାଉଛିଯେ ଦୁହେଁ ଆଗରୁ ପରସ୍ପରକୁ ଜାଣିଥିଲେ ଏବଂ ଦୁହିଁଙ୍କ ମଧ୍ୟରେ ପ୍ରେମ ସ-ମ୍ପ-ର୍କ ଥିଲା କିନ୍ତୁ ନନ୍ଦିନୀ ସଫା ସଫା ତାଙ୍କ ଅଡ଼ିଓ ରେ ମନା କରିଦେଇଥିଲେ ଯେ ସେ ବଲରାମଙ୍କୁ ପୂର୍ବରୁ ଚିନ୍ହି ନଥିଲେ।

 

କିନ୍ତୁ ନନ୍ଦିନୀ ଏପରି କାହିଁକି କରିଥିଲେ,ସେ କହିଥିଲେ ମୁଁ ବଳରାମ ଙ୍କୁ ଚିନ୍ହିନି କି ଜାଣିନାହିଁ। କିନ୍ତୁ ବାହାଘର ପରଦିନ ରାତିରେ ନନ୍ଦିନୀ ତାଙ୍କ ଭିନେଇଙ୍କ ସହ ନ୍ୟୁ-ଡ ଭିଡ଼ିଓ କଲ କରିଥିବା ବେଳେ ତାଙ୍କ ସ୍ୱାମୀ ଦେଖିଥିଲେ ଏବଂ ଏହି ଘ-ଟ-ଣା ସେହି ଦିନ ଠାରୁ ଆରମ୍ଭ ହେଇଥିଲା।ନନ୍ଦିନୀ ତାଙ୍କୁ ମନ୍ଦିର ଯିବାକୁ କହି ଯାଇଥିଲେ ଏବଂ ସେଠାରେ ବଲରାମଙ୍କୁ ମାର-ପିଟ କରି ସେଠାରୁ ପଳାଇ ଯାଇଥିଲେ।

ଏହିସମସ୍ତ ଘ-ଟ-ଣା ସମ୍ନାକୁ ଆସିବା ପରେ ପୋଲି-ସରେ ଅଭି-ଯୋଗ ହୋଇଥିଲା। ଅଭି-ଯୋଗରେ ପୁଅ ପକ୍ଷ ଅଭି-ଯୋଗ କରିଥିଲେ ଯେ ନନ୍ଦିନୀ ତାଙ୍କ ଘରୁ ସୁନା ରୁପା ଟଙ୍କା ନେଇ ଫେ-ରା-ର ହୋଇଯାଇଛନ୍ତି। ନନ୍ଦିନୀ ଙ୍କ ଏହି ଏହି ସବୁ ମି-ଥ୍ୟକ-ଥାରୁ ଜଣା ପଡୁଛିଯେ ନନ୍ଦିନୀଙ୍କ ଏହା ପୂର୍ବରୁ ପ୍ଲାନ ଥିଲା ଯେ ସେ,ବାହାଘର ପରେ ଅଳଙ୍କାର ଏବଂ ଟଙ୍କା ନେଇ ସେ ଫେ-ରା-ର ହୋଇଯିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button