କ୍ରୀଡା

ସନ୍ତୋଷ ଟ୍ରଫି ପାଇଁ ଓଡ଼ିଶା ଦଳ – Utkal Mail


ଭୁବନେଶ୍ବର: ପଞ୍ଜାବର ଅମୃତସରରେ ଅକ୍ଟୋବର ୯ ତାରିଖରୁ ଆରମ୍ଭ ହେବାକୁ ଥିବା ୭୭ତମ ସନ୍ତୋଷ ଟ୍ରଫି ଜାତୀୟ ପୁରୁଷ ଫୁଟ୍‌ବଲ୍ ପ୍ରତିଯୋଗିତା ଲାଗି ଓଡ଼ିଶା ଦଳ ଘୋଷିତ ହୋଇଛି। ଅକ୍ଷୟ ଦାସ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ‌ ହୋଇଛନ୍ତି। ଅମୃତସର ଯିବା ପୂର୍ବରୁ ଓଡ଼ିଶା ଦଳକୁ ଫାଓ ସମ୍ପାଦକ ଆଶୀର୍ବାଦ ବେ‌ହେରା ଶୁଭେଚ୍ଛା ଜଣାଇଛନ୍ତି।

ଓଡ଼ିଶା ଦଳ: ରବି ଦେଉଳପଡ଼ିଆ, ରାଇସେନ୍ ଟୁଡୁ, ପିଣ୍ଟୁ ସାମଲ, ସଂଜୟ ହେମ୍ବ୍ରମ୍‌, ସିଦ୍ଧାନ୍ତ ପ୍ରଧାନ, ଆନନ୍ଦ ଓରାମ, ରାକେଶ ଓରାମ, ଅର୍ବିନ ଲାକ୍ରା, ହରଜିନ୍ଦର ସିଂହ, ଡି ଶ୍ରୀନାଥ, ଫଗୁ ହେମ୍ବ୍ରମ, ଦୀନବଂଧୁ ଦାସ, ବିକାଶ କୁମାର ସାହୁ, ଗୋରାଚାନ୍ଦ ମାର୍ଣ୍ଡି, ମୋହନ ମାଝୀ, ଅର୍ପଣ ଲାକ୍ରା, ଚନ୍ଦ୍ର ମୁର୍ମୁ, କାର୍ତିକ ହନ୍ତାଳ, ବିଶାଲ ଟିଗ୍ଗା, ଚନ୍ଦ୍ରକାନ୍ତ ଦାସ, ବି ଶିବା, ରାଜା ହରିଜନ।

ସପୋର୍ଟ ଷ୍ଟାଫ୍‌: ମୁଖ୍ୟ ପ୍ରଶିକ୍ଷକ-ଅକ୍ଷୟ ଦାସ, ସହକାରୀ ପ୍ରଶିକ୍ଷକ-ମହାବୀର ନାଥ,‌‌ ଗୋଲରକ୍ଷକ ପ୍ରଶିକ୍ଷକ-ଗୌତମ ଦାସ, ପ୍ରବଂଧକ-ବିଶ୍ବରଂଜନ ଘଡ଼ାଇ, ଫିଜିଓ-ଏମଆର୍‌ ଚେତନ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button