ଓଡିଶା

ଚାରି ଦିନରେ ଆଜି ସୁନା ଦର ତୃତୀୟ ଥର ହ୍ରାସ ପାଇଛି, ଜାଣନ୍ତୁ କେତେ

ସୁନା ଦାମ ଭାରତରେ ସଂଘର୍ଷ ପରେ ତୃତୀୟ ଦିନ କମିଲା, ସୁନା ଦାମ ମାର୍ଜିନାଲ ଭାଲୁ ଅନୁଯାଇ ୪୭,୧୩୭ ପ୍ରତି ୧୦ଗ୍ରାମ ହୋଇଛି, ଚାନ୍ଦି ବିକ୍ରିରେ କିଛି ଲାଭ ଦେଖିବାକୁ ମିଳିଛି, ବହୁତ ଦିନ ପରେ, ଏମସିଏକ୍ସ ଜୁଲାଇରେ ଚାନ୍ଦି ଦାମ କମିବାକୁ ଲାଗିଛି, ୦.୨% ଠାରୁ ୫୦,୫୦୫ ପ୍ରତି କେଜି ହୋଇଯିବ, ଚାନ୍ଦି ଦାମ ଗତ ମାସ ୨୫% ବଢିବାକୁ ଲାଗିଛି କାହିଁକିନା ଇଣ୍ଡଷ୍ଟ୍ରି ଡିମାଣ୍ଡ ବଢିବାକୁ ଲାଗିଥିଲା ସମସ୍ତେ ନିଜ ଅର୍ଥ ବ୍ୟବସ୍ତା ବଢେଇବାରେ ଲାଗିଥିଲେ । ହଟାତ ବଢିବାର ଏହି ସୁନା ଦାମ ୪୮,୦୦୦ ପ୍ରତି ୧୦ ଗ୍ରାମ ଥିଲା, ସୁନା ଦାମ ଭାରତ ବ୍ୟବସାୟ ପାଇଁ କମିଯାଇଥିଲା ।

ପୁରା ଦୁନିଆ ମାର୍କେଟରେ ସୁନା ଦାମ କମିବାକୁ ଲାଗିଛି କାହିଁକିନା ସମସ୍ତଙ୍କ ଅର୍ଥ ବ୍ୟବସ୍ଥା ବହୁତ ଖରାପ ଚାଲିଛି ଏବଂ ସରକାର ଆର୍ଥିକ ଅସୁବିଧା କମ କରିବା ପାଇଁ ଏହି ଉପାୟ ବାହାର କରିଛନ୍ତି, ସୁନାରେ ହୋଇଥିବା ହାନି ଚାଇନା – ଆମେରିକା ଟେନସନ କାରଣରୁ ହୋଇଛି, ଆମେରିକା ପ୍ରୋଟେଷ୍ଟ ଏବଂ ଡୋଲର କମିବା ଦ୍ଵାରା ଏହି ହାନି ହୋଇଛି, ସୁନା ଦାମ କମିଛି ୦.୧% ୧,୭୩୮.୧୨ ପ୍ରତି ଆଉନ୍ସ, ଅଲଗା ଅମୂଲ୍ୟ ଜିନିଷ ଯେମିତିକି ପ୍ଲାଟିନମ ୦.୩% କମିଛି ଯାହା ୮୫୦.୧୯ ଡଲାର ପ୍ରତି ଆଉନ୍ସ, ତେବେ ଚାନ୍ଦି ୦.୫% କମି ଯାଇ ୧୮.୧୭ ଡଲାର ହୋଇଛି ।

ବର୍ତମାନ ଚାଇନା ଏବଂ ଆମେରିକା ମଧ୍ୟରେ ବହୁତ ଟେନସନ ଚାଲିଛି ଏହା ଦ୍ଵାରା ବ୍ୟବସାୟ ଉପରେ ବହୁତ ପ୍ରଭାବ ପଡିଛି, ସବୁ ଦେଶ ଆର୍ଥିକ ସ୍ଥିତି ଖରାପ ଚାଲିଛି ଏବଂ ଏହାକୁ ଭଲ କରିବା ପାଇଁ ନୂଆ ନୂଆ ଉପାୟ ବାହାର କରା ଯାଉଛି, ଯାହା ଦ୍ଵାରା ସ୍ଥିତି ଭଲ ହେଇପାରିବ, ତେବେ ସବୁଠାରୁ ବଡ ମାର୍କେଟ ଆମେରିକା ଉପରେ ନିର୍ଭର କରିଥାଏ ସେଥିପାଇଁ ଆମେରିକା ହଙ୍ଗ କଙ୍ଗ ଲୋକଙ୍କୁ ସ୍ଵାଗତ କରିଛନ୍ତି ଯାହା ଦ୍ଵାରା ଚାଇନା ଦେଶ ସୁରକ୍ଷା ବ୍ରିଟିଶ ଦ୍ଵାରା କରା ଯାଇ ପାରୁ ଏହା ସହ ଦୁନିଆର ସବୁଠାରୁ ବଡ ସୁନା ଏକ୍ସଚେଞ୍ଜ ଟ୍ରେଡ ଫଣ୍ଡ ରୋଜ ୦.୫% ଠାରୁ ୧,୧୨୮.୪୦ଟନ ସୋମବାର ଦିନ ଆଣିବେ ।

ସୁନା ରେଟ କମିବା ଦ୍ଵାରା ଏହା ବିକ୍ରି ଦ୍ଵାରା କିଛି ଆର୍ଥିକ ବ୍ୟବସ୍ଥା ଭଲ ହୋଇପାରେ ଏହାର ଆଶା କରା ଯାଇଛି ତେବେ ସୋମବାର ଠାରୁ ଭାରତରେ ଦୁଇ ସପ୍ତାହ ପର୍ଯ୍ୟନ୍ତ ବାହାର ଟଙ୍କା ଚାଲିବ ନାହିଁ ଏହି ସମୟରେ ଭାରତରେ ସୁନା ୧୨.୫% ଇମପୋର୍ଟ ଡ୍ଯୁଟିରେ ଯିବ ଏବଂ ୩% ଜିଏସଟି ଲାଗିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button