ପ୍ରତ୍ଯେକ ଦିନ ସକାଳୁ ଘରେ ଏହି କାମ କରନ୍ତୁ, ମା’ ଲକ୍ଷ୍ମୀଙ୍କ କୃପାରୁ ଘରେ କେବେବି ଧନର ଅଭାବ ଦେଖାଯାଇନଥାଏ
ଘରେ ପଇସାର ଅଭାବ କାରଣରୁ କଳହ ମଧ୍ୟ ନୀତି ଦିନ ଲାଗି ରହିଥାଏ । ଯେଉଁ କାରଣରୁ ଲୋକଙ୍କର ମାନସିକ ଚିନ୍ତା ଅଧିକ ବଢିଯାଇଥାଏ । ତେଣୁ ଘରେ ସୁଖ ସମୃଦ୍ଧି ବଢାଇବା ପାଇଁ ଚାହୁଁଥିଲେ । ଘରର ପ୍ରତ୍ଯେକଟି ବ୍ୟକ୍ତିଙ୍କୁ ଶାସ୍ତ୍ର ନିୟମର କିଛି ମହତ୍ଵପୂର୍ଣ୍ଣ କଥା ଉପରେ ଧ୍ୟାନ ଦେବା ପାଇଁ ହେବ । ବିଶେଷ କରି ଘରର ମହିଳା ମାନଙ୍କୁ ନିଜ ଘରର ଉନ୍ନତି କ୍ଷେତ୍ରରେ ନିଜ ଘରେ ଅଧିକ ଯତ୍ନବାନ ହେବାକୁ ପଡିବ ।
ଘରର ପ୍ରତ୍ଯେକଟି ମହିଳା ବ୍ରହ୍ମ ମୂହୁର୍ତ୍ତରୁ ଶଯ୍ୟା ତ୍ୟାଗ କରିନେବା ହିଁ ତାଙ୍କ ପାଇଁ ତଥା ତାଙ୍କ ପରିବାର ପାଇଁ ମଙ୍ଗଳଦାୟକ ଅଟେ । ତେବେ ଯଥା ଶୀଘ୍ର ନିଜର ନିତ୍ୟ କର୍ମ ସାରି ଘରର ସଫାସୁତୁରା ଉପରେ କାମ କରିବା ଦରକାର । ଏହାପରେ ତମ୍ବା ପାତ୍ରରେ କିଛି ଜଳ ନେଇ ଘରର ମୁଖ୍ୟ ଦ୍ଵାରରେ ସିଂଚନ କରନ୍ତୁ ।
କାରଣ କଥାରେ ଅଛି କି ! ସକାଳୁ ସକାଳୁ ମା’ ଲକ୍ଷ୍ମୀ ପୃଥିବୀ ପୃଷ୍ଠକୁ ଭ୍ରମଣ କରିବାକୁ ଆସିଥାନ୍ତି । ତେଣୁ ସର୍ବଦା ମହିଳା ସକାଳୁ ସକାଳୁ ହିଁ ନିଜ ଘର ତଥା ଘରର ମୁଖ୍ୟ ଦ୍ଵାରକୁ ଓଳାଇ ସଫା କରିନେବ ଉଚିତ । ଯେଉଁ ମହିଳା ନିଜ ଘରକୁ ଅସଜଡା ତଥା ପରିଷ୍କାର କରି ରଖିଥାଏ । ସେପରି ଘରକୁ ମା’ ଲକ୍ଷ୍ମୀ ତ୍ୟାଗ କରିଥାନ୍ତି । ତେଣୁ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ନିଜ ଘରର ପରିଷ୍କାର ଓ ପରିଚ୍ଛନତା ଉପରେ ବିଶେଷ ଧ୍ୟାନ ଦେବାକୁ ପଡିବ ।
ଯେଉଁ କାରଣରୁ ଘରର ସୁଖ ସମୃଦ୍ଧି ବଢିବାକୁ ଲାଗିଥାଏ । ଏଥି ସହ ଘର ଉପରେ ମା’ ଲକ୍ଷ୍ମୀ ଙ୍କ କୃପା ରହିଥିବା ଯୋଗୁ ଘରର ସବୁବେଳେ ସୁଖ ଶାନ୍ତି ବଜାୟ ରହିଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।