ଏଠାରେ ମହିଳା ଗର୍ଭବତୀ ହେଲେ ମିଳେ କଠୋର ଦଣ୍ଡ- ଜାଣନ୍ତୁ ଏହାର କାରଣ

ସବୁ ଦେଶ ର ନିଜର ଅଲଗା ଅଲଗା ଆଇନ ଓ କାନୁନ ହୋଇଥାଏ, ସବୁ ଦେଶର ଲୋକଙ୍କୁ ନିଜ ଦେଶ ଆଇନ ମାନିବାକୁ ପଡେ ଯିଏ ନମାନେ ତାକୁ ଶାସ୍ତି ମିଳି ଥାଏ, ଏହି ପରି କେତେକ ଦେଶ ଅଛି ଯାହା ଆଇନ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ, ଇରାକ ରେ ଥିବା ଆମେରିକୀ ସୈନିକଙ୍କ ପାଇଁ ନୂଆ ଆଇନ କରା ଯାଇଛି, ଏହି ଆଇନ ଅନୁଯାଇ ଯଦି କୌଣସି ସୈନିକ ଗର୍ଭବତୀ ହୁଅନ୍ତି ତେବେ ସେହି ସୈନିକକୁ କୋର୍ଟ ମାର୍ସଲ କରିବାକୁ ପଡି ଥାଏ ।
ତାଙ୍କ କହିବା ଅନୁଯାଇ ଏହି ସବୁ ପାଇଁ ସେ ଗର୍ଭବତୀ ହେଲେ କୋର୍ଟ ମାର୍ସଲ କରିବା ର ଆଇନ ବନେଇଛନ୍ତି । ନୂଆ ନୀତି ମହିଳା ଓ ପୁରୁଷ ଦୁହିଁଙ୍କ ପାଇଁ ଲାଗୁ ହେବ, ସେ ବିବାହିତ ହୁଅନ୍ତୁ ବା ନାହିଁ । ଏନଥନୀ ବିଷମ ପରିସ୍ଥିରେ ତେନାତ ରହିଥିବା ବିବାହିତ ସୈନିକଙ୍କୁ ସେମାନଙ୍କ ପାର୍ଟନରଙ୍କ ସହ ଶାରୀରିକ ସମ୍ବନ୍ଧ ନ ରଖିବା ପାଇଁ ଆଦେଶ ଦେଇଛନ୍ତି ଓ ଏହା ମଧ୍ୟ କହିଛନ୍ତି ଯେ ସମ୍ବନ୍ଧ ରଖିଲେ ସାବଧାନ ରୁହନ୍ତୁ ।
ଏନଥନୀ କହିବା ଅନୁଯାଇ ତାଙ୍କୁ କମ ସୈନିକ ପ୍ରଦାନ ହୋଇଛି ଓ ସେ ନିଜ ମିସନ ପୁରା କରିବା ପାଇଁ ଚାହନ୍ତି, ମତେ ସମସ୍ତଙ୍କ ଉପସ୍ଥିତି ଦରକାର ସେଥିପାଇଁ ସେ ସବୁ ପ୍ରକାର କାମ ବା ଆଇନ କରିବେ ଯାହା ଦ୍ଵାରା ତାଙ୍କ ସୈନିକ ଫିଟ ରୁହନ୍ତୁ ।