ଦେଶ ବିଦେଶ

୧୯୬୨ର ଯୁଧ୍ୟରେ ସହିଦ ହୋଇଥିବା ଯବାନଙ୍କର ମିଳି ନାହିଁ ଶରୀର, ତେବେ ପତ୍ନୀ ୫୭ ବର୍ଷ ପର୍ଯ୍ୟନ୍ତ ରହିଲେ ସୁହାଗିନୀ, କହିଲେ ଏମିତି କାରଣ କି ଆପଣଙ୍କ ଆଖିରେ ଲୁହ ଆସିଯିବ

ବର୍ତ୍ତମାନ ସମୟରେ ଯଦି ଆମେ ଏବଂ ଆପଣମାନେ ଘରେ ସୁରକ୍ଷିତ ବସିଛନ୍ତି ତେବେ ଏହାର ପୁରା ଶ୍ରେୟ ଆମର ଭାରତୀୟ ସେନାଙ୍କୁ ଯାଇଥାଏ । ଆଜି ବି ସବୁଦିନ ଆମ ଦେଶର ଯବାନ ସହିଦ ହୋଇଥାନ୍ତି ସେ ପୁଣି ଆମର ସୁରକ୍ଷା ପାଇଁ । ସୀମା ଉପରେ ଯେତେବେଳେ ଯେ କୌଣସି ଯବାନ ସହିଦ ହୋଇଥାଏ କିଛି ଦିନ ପରେ ସମସ୍ତେ ତାଙ୍କୁ ଭୁଲି ଯାଆନ୍ତି କିନ୍ତୁ ତାଙ୍କର ପରିବାର ଲୋକମାନେ ଏବଂ ସ୍ତ୍ରୀ, ପିଲାମାନେ ହିଁ କେବଳ ମନେ ରଖିଥାନ୍ତି ।

ଏମିତି ହିଁ ଏକ ବାକ୍ୟ ଜଣେ ମହିଳାଙ୍କ ସହିତ ହୋଇଥିଲା । ଯେତେବେଳେ ୧୯୬୨ ଯୁଧ୍ୟରେ ସହିଦ ହୋଇଥିବା ଯବାନଙ୍କର ଶରୀରର ମିଳିଲା ନାହିଁ, ତେବ ସେ କାହାର କଥା ନ ମାନି କେତେ ବର୍ଷ ହେବ ବିବାହିତ ଭଳି ନିଜର ଜୀବନ ବିତାଇ ଥିଲେ ।

୧୯୬୨ ଯୁଧ୍ୟରେ ସହିଦ ହୋଇଥିବା ଯବାନଙ୍କର ମିଳିଲା ନାହିଁ ଶରୀରର

ଏହି ଖବର ରାଜସ୍ଥାନର ଜୋଧପୁରର ପୀପାଡ ତହସୀଲ ଅନ୍ତର୍ଗତ ପଡୁଥିବା ଏକ ଗ୍ରାମ ଖାଂଗଟାର ଅଟେ । ଏଠି ଗଟ୍ଟୂ ଦେବୀ ନାମକ ଜଣେ ମହିଳା ରୁହନ୍ତି । ଯାହାଙ୍କର ସ୍ଵାମୀ ଭୀକାରାମ ତାଡା ଭାରତୀୟ ସେନାରେ କାର୍ଯ୍ୟରତ ଥିଲେ । ୧୯୬୨ ରେ ଭାରତ – ଚୀନ ମଧ୍ୟରେ ହୋଇଥିବା ଯୁଧ୍ୟରେ ସେ ସହିଦ ହୋଇଥିଲେ ଏବଂ କିନ୍ତୁ ଗଟ୍ଟୁ ଦେବୀ ସହିଦ ହେବାର ପାଖାପାଖି ୫୭ ବର୍ଷ ପରେ ବି ବିବାହିତର ଚିହ୍ନକୁ ଓଲହାଇ ନଥିଲେ ।

ସେ ୨୭ ଫେବ୍ରୁୟାରୀ, ୨୦୧୯ ଦିନରେ ଏହିଭଳି କରିଛିନ୍ତି । ଖାଂଗଟା ଗ୍ରାମରେ ୨୭ ଫେବ୍ରୁୟାରୀ ଦିନ ଭୀକାରାମ ତାଡାଙ୍କର ଏକ ମୂର୍ତ୍ତିର ଉଦଘାଟନ କରା ଯାଇଛି ଏବଂ ଯାହାକୁ ଗଟ୍ଟୁ ଦେବୀ ହିଁ କରିଛନ୍ତି । ଯେତେବେଳେ ଗଟ୍ଟୁ ଦେବୀତାଙ୍କର ସ୍ଵାମୀଙ୍କର ମୂର୍ତ୍ତି ପାଖକୁ ଗଲେ ସେତେବେଳ ତାଙ୍କ ଆଖିରେ ଲୁହ ଚାଲିଆସିଲା । ଏହା ପରେ ସେ ନିଜର ମୁଣ୍ଡର ଟୀକାକୁ ଓଲହାଇ ନିଜ ସ୍ଵାମୀଙ୍କର ଚରଣରେ ରଖିଦେଲେ । ଗଟ୍ଟୁ ଦେବୀ ଏତେ ବର୍ଷ ହେବ ନିଜ ସ୍ଵାମୀଙ୍କୁ ଜୀବିତ ବୋଲି ଭାବିଛନ୍ତି ଏବଂ ବିବାହିତ ଭଳି ଜୀବନ ଜାପନ କରୁଥିଲେ ।

ଗଟ୍ଟୁ ଦେବୀ ଏହା ପଛର କାରଣକୁ କୁହନ୍ତି କି, ପ୍ରଥମେ ତ ସହିଦମାନେ ଅମର ହୋଇଥାନ୍ତି । ଦ୍ଵିତୀୟ ସେହି ସମୟରେ ମାନେ ୫୦ ୬୦ ବର୍ଷ ପୂର୍ବେ ସହିଦଙ୍କର ପାର୍ଥିବ ଶରୀର ତାଙ୍କ ଘରେ ପହଞ୍ଚି ପାରୁ ନଥିଲା ଏବଂ ଭୀକାରାମ ତାଡାଙ୍କ ସହିତ ବି ଏହା ହୋଇଥିଲା । ଏମିତିରେ ଗଟ୍ଟୁ ଦେବୀ ମାନିବା ଅଟେ କି ଯେତେବେଳେ ପର୍ଯ୍ୟନ୍ତ ପାର୍ଥିବ ଶରୀରର ଦେଖି ହିଁ ନାହିଁ ତେବେ କେମିତି ମାନି ନେବି କି ମୋ ସ୍ଵାମୀ ସହିଦ ହୋଇଛନ୍ତି ।

ଗଟ୍ଟୁ ଦେବୀ ବର୍ତ୍ତମାନ ବହୁତ ବୁଢୀ ହୋଇ ଯାଇଛନ୍ତି ଏବଂ ସେ ବହୁତ ଛୋଟ ଥିଲେ ଯେତେବେଳେ ତାଙ୍କର ଭୀକାରାମଙ୍କ ସହିତ ବିବାହ ହୋଇଥିଲା । ଦୈନିକ ଭାସ୍କରରେ ଛପା ହୋଇଥିବା ଏକ ରିପୋର୍ଟ ଅନୁସାରେ, ୧ ଜୁଲାଇ ୧୯୪୩ରେ ଗଟ୍ଟୁ ଦେବୀ ଏବଂ ଭୀକାରାମ ତାଡାଙ୍କର ବାହଘର ହୋଇଥିଲା କିନ୍ତୁ ୮ ସେପ୍ଟେମ୍ବର ୧୯୬୨ ରେ ସେ ସହିଦ ହୋଇଥିଲେ ।

ପିଲାମାନଙ୍କୁ ଶୁଣାଇ ଥାନ୍ତି ବୀରତାର କାହାଣୀ

ଗଟ୍ଟୁ ଦେବୀ ନିଜର ପିଲାମାନଙ୍କୁ ତାଙ୍କ ପିତାଙ୍କର ବୀରତାର କାହାଣୀ ଶୁଣାଇଥାନ୍ତି ଏବଂ ସେ ପିଲାମାନଙ୍କୁ ବହୁତ ପଢାଇଛନ୍ତି । ଦେଶର ସେବାରେ ତାଙ୍କର ଗୋଟିଏ ପୁଅ ଆର୍ମୀରେ ଅଛନ୍ତି ଏବଂ ଅନ୍ୟ ଜଣେ ନେବୀରେ ଅଛନ୍ତି । ତାଙ୍କର ବଡ ନାତି ବି ଭାରତୀୟ ସେନାରେ ଅଫିସର ହୋଇ ଯାଇଛନ୍ତି । ଗଟ୍ଟୁ ଦେବୀଙ୍କୁ ଯେତେବେଳ ଲାଗିଲା କି ସେ ତାଙ୍କର ସବୁ ଦାୟୀତ୍ଵକୁ ପୂରଣ କରି ଦେଇଛନ୍ତି ତେବ ଯାଇ ସେ ନିଜ ସ୍ଵାମୀଙ୍କୁ ସହିଦ ବୋଲି ମାନିଲେ ଏବଂ ତାଙ୍କର ମୂର୍ତ୍ତି କରିବା ପାଇଁ ନିଷ୍ପତି ନେଲେ ।

୫୭ ବର୍ଷ ହେବ ଗଟ୍ଟୁ ଦେବୀ ବିବାହିତର ସବୁ ଦାୟୀତ୍ଵକୁ ପାଳନ କରିଛନ୍ତି ଏବଂ ଲୋକମନଙ୍କର କଥା ବି ଶୁଣିଛନ୍ତି ତାଥାପି ସେ ସାହସ ରଖିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button