ରାଶିଫଳ

ମିଠା ବାଣ୍ଟିବାକୁ ହୋଇ ଯାଆନ୍ତୁ ପ୍ରସ୍ତୁତ 21 ଜୁଲାଇ ରୁ 26 ଯାଏଁ ଏହି ରାଶି ଙ୍କୁ ମିଳିବାକୁ ଯାଉଛି ବଡ ଖୁସି ଖବର

ବନ୍ଧୁଗଣ ଗ୍ରହ ମାନଙ୍କର ଚଳନ କାରଣରୁ ବ୍ୟକ୍ତିଙ୍କ ଜୀବନରେ କିଛି ନା କିଛି ପରିବର୍ତ୍ତନ ନିଶ୍ଚିନ୍ତ ଆସିଥାଏ । ଯେଉଁ ବି ରାଶିଙ୍କ ଉପରେ ଗ୍ରହଙ୍କର ସ୍ଥିତି ଠିକ ରହିଥାଏ ସେମାନଙ୍କ ଜୀବନରେ ପଜେଟିଭ ପ୍ରଭାବ ପଡିଥାଏ । କିନ୍ତୁ ଯେବେ ବି ରାଶିଙ୍କ ଉପରେ ଗ୍ରହର ସ୍ଥିତି ପ୍ରତିକୂଳ ରହିଥାଏ ସେମାନଙ୍କୁ ସମସ୍ୟାର ସମୁଖିନ୍ନ ହେବାକୁ ପଡିଥାଏ । ଏଥିପାଇଁ ପ୍ରତେକ ବ୍ୟକ୍ତିଙ୍କ ଜୀବନରେ ରାଶି ଓ ନକ୍ଷତ୍ର ମାନଙ୍କର ଅଧିକ ମହତ୍ଵ ରହିଥାଏ । ଜୁଲାଇ 21 ରୁ 26 ତାରିଖ ଯାଏଁ କିଛି ରାଶିଙ୍କୁ ମିଳିବାକୁ ଯାଉଛି ଖୁସି ହିଁ ଖୁସି । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

ମେଷ ରାଶି : ଆପଣଙ୍କ ଉପରେ ହନୁମାନ ଜି ଙ୍କ କୃପା ରହିବ । ଆପଣଙ୍କ ପାଖକୁ ତାଙ୍କ ଆସିବ । ବ୍ୟାପାର ରେ ବୃଦ୍ଧି ହେବ । କୋର୍ଟ କଚେରୀ ମାମଲାର ସମାଧାନ ହେବ । ଯେଉଁ ମାନଙ୍କର ଦୀର୍ଘ ଦିନ ଧରି ବିବାହ ହେଉ ନ ଥିଲା ସେମାନଙ୍କ ବହୁତ ଜଲ୍ଦି ବିବାହ ହେବାକୁ ଯାଉଛି । ଆପଣଙ୍କ ଘରେ ଖୁସି ର ମାହୋଲ ରହିବ । ପ୍ରଭୁ ହନୁମାନ ଙ୍କ କୃପାରୁ ଆପଣଙ୍କ ଜୀବନରୁ ଦୁଃଖ କଷ୍ଟ ଦୂର ହେବାକୁ ଯାଉଛି ।

କନ୍ୟା ରାଶି : ଏହି ରାଶିର ଜାତକଙ୍କ ଉପରେ ହନୁମାନ ଜୀ ଙ୍କ କୃପା ଦ୍ରୁଷ୍ଟି ପଡିବ । ସମାଜରେ ମାନ ବଢିବ । ଅଚାନକ ଧନ ଲାଭର ଯୋଗ ଅଛି । ନିସନ୍ତାନ ମାନଙ୍କୁ ସନ୍ତାନ ସୁଖ ପ୍ରାପ୍ତ ହେବ । ଚାକିରି ରେ ପ୍ରମୋଶନ ହେବାର ଯୋଗ ଅଛି । ବେରୋଜଗାର ମାନଙ୍କୁ ମନ ମୁତାବକ ଚାକିରି ମିଳିବାକୁ ଯାଉଛି । ପ୍ରଭୁ ଶ୍ରୀ ହନୁମାନ ଆପଣଙ୍କୁ ବିଶେଷ କୃପା ଦେବାକୁ ଯାଉଛନ୍ତି ।

ତୁଳା ରାଶି : ହନୁମାନ ଙ୍କ କୃପାରୁ ଆପଣଙ୍କର ଶୁଭ ସମୟ ଆସିବାକୁ ଯାଉଛି । ଆପଣଙ୍କ ଜୀବନରେ ବଡ ପରିବର୍ତ୍ତନ ଆସିବାକୁ ଯାଉଛି । ଯେଉଁ ଯୋଜନା ଆପଣ କରୁଛନ୍ତି ତାହା ଉପରେ କାର୍ଯ୍ୟକାରୀ କରନ୍ତୁ । ବିଦ୍ୟାର୍ଥୀଙ୍କୁ ଭଲ ପରିଣାମ ମିଳିବ । ଆପଣ ଗୃହକୁ ଯାନବାହନ, ଇଲେଟ୍ରି ଜିନିଷ ବା ସୁନା ଜିନିଷ କିଣି ପାରନ୍ତି । ଭାଗ୍ଯର ଦ୍ଵାରା ଖୋଲିବାକୁ ଯାଉଛି ।

ବୃଷ ରାଶି : ପ୍ରଭୁ ହନୁମାନ ଙ୍କ କୃପା ଅପାଙ୍କ ଉପରେ ବର୍ଷିବ । ଆପଣଙ୍କୁ ଖୁସି ଖବର ଆଗାମୀ ସମୟରେ ମିଳିବ । ସମୟ ଆପଣଙ୍କ ପାଇଁ ଖାସ ରହିବ । ଆପଣଙ୍କର ପ୍ରେମ ଜୀବନ ବିବାହର ରୂପ ନେବାକୁ ଯାଉଛି । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବ୍ୟାପାରରେ ଲାଭବାନ ହେବେ । ବେରୋଜଗାରଙ୍କୁ ରୋଜଗାର କରିବାର ଅବସର ମିଳିବ ।

ମକର ରାଶି : ଆପଣଙ୍କ ସହ ଭଲ ହେବାକୁ ଯାଉଛି । ଜୀବନରେ ସବୁ ଦୁଃଖ ଦୂର ହେବାକୁ ଯାଉଛି । ଆର୍ଥିକ କ୍ଷେତ୍ରର ଆପଣ ଖୁସି ରହିବେ । ପୂର୍ବରୁ କରିଥିବା କରଜ ବା ଉଧାର ଦେଇଥିବା ଟଙ୍କା ଫେରି ପାଇବେ । ଷ୍ଟକ ମାର୍କେଟ ରେ ନିବେଶ କରିବାକୁ ଚାହୁଁ ଥିଲେ ଆପଣଙ୍କ ପାଇଁ ଭଲ ସାବ୍ୟସ୍ତ ହେବ । ଅଟକିଥିବା କାମ ସୁରୁଖୁରୁ ରେ ପୂରଣ ହେବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button