ସ୍ୱାସ୍ଥ୍ୟ

ଗୋଟିଏ ପତ୍ର ଚୋବେଇ ଖାଆନ୍ତୁ, ବାତ, ପିତ, କଫ, ଆଁଠୁଗଣ୍ଠି, ଡାଇବେଟିସ, ବ୍ଲଡ଼ ପ୍ରେସର୍, ଗ୍ୟାସ୍ ଦୂର ହେବ, 120 ବର୍ଷ ବଞ୍ଚିବେ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ଏକ ପତ୍ର ବିଷୟରେ କହିବୁ ଯାହାର ଆୟୁର୍ବେଦ ରେ ଅନେକ ମହତ୍ଵ ରହିଛି । ଏହା ଔଷଧୀୟ ଗୁଣରେ ଭରପୁର ଅଟେ । ତେବେ ଏହି ପତ୍ର ହେଉଛି ଅଶ୍ଵସ୍ତ ଗଛର ପତ୍ର । ଯାହାକୁ ଇଂରାଜୀରେ ପିପଲ ଗଛ କୁହାଯାଏ । ଏହି ଗଛର ଚେର, ଛାଲ, ଡାଳ ସବୁ କିଛି ଔଷଧୀୟ ଗୁଣରେ ଭରପୁର ଅଟେ । ଏହାର ପତ୍ର ଖାଇଲେ ପିତା, ବାତ, ଆଁଠୁ ଗଣ୍ଠି ସମସ୍ଯା, କଫ ଜନିତ ସମସ୍ଯା ଦୂର ହୋଇଥାଏ । ଆଜି ଆମେ ଆପଣଙ୍କୁ ଅଶ୍ଵସ୍ତ ଗଛର ପତ୍ରର ଚମତ୍କାରୀ ଉପକାରିତା ବିଷୟରେ କହିବାକୁ ଯାଉଛୁ ।

ଅଶ୍ଵସ୍ତ ଗଛର ପତ୍ରର ରେମେଡି ବନାଇବା ପାଇଁ ପ୍ରଥମେ ଏହାକୁ ଭଲ ଭାବେ ଧୋଇ ଦିଅନ୍ତୁ । ଏହି ପତ୍ର ସେବନ କରିଲେ ଡାଇବେଟିସ ମୂଳରୁ ଶେଷ ହେବ, ଲିଭର ସୁସ୍ଥ ରହିବ, ଲିଭର ଜନିତ ସବୁ ସମସ୍ଯା, ସ୍କିନ ଇନଫେସକନ ଦୂର ହେବ । ଏହା ଏକ ରାମବାଣ ଉପଚାର ଅଟେ । ଏହି ପତ୍ରକୁ ବାଟି କୌଣସି ଖଣ୍ଡିଆ ଜାଗାରେ ଲଗାଇଲେ ସଂପୂର୍ଣ୍ଣ ଠିକ ହୋଇଯିବ । ଏହି ରେମେଡି ବନାଇବା ପାଇଁ 3ରୁ 4ଟି ଅଶ୍ଵସ୍ତ ପତ୍ର ନିଅନ୍ତୁ ।

ଏହାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ । ଏହା ପରେ ଏକ ଗ୍ଳାସ ପାଣି ରେ ପତ୍ରକୁ ପକାଇ 5ରୁ 7 ମିନିଟ ଫୁଟାନ୍ତୁ । ଯେମିତି ଏହି ପତ୍ରର ସବୁ ପୋଷାକ ତତ୍ତ୍ଵ ପାଣି ଭିତରକୁ ଆସିଯିବ । ଏହା ଆପଣଙ୍କର ପେଟ ଜନିତ ସମସ୍ଯା ଦୂର କରିବ । ହାର୍ଟ ଜନିତ ରୋଗରେ ଏହା ବିଶେଷ ରୂପରେ କାମ କରିଥାଏ । ହାର୍ଟ ସୁସ୍ଥ ରଖିଥାଏ ଅଶ୍ଵସ୍ତ ପତ୍ର । ରାତିରେ 2ଟି ଅଶ୍ଵସ୍ତ ପତ୍ରକୁ ପାଣିରେ ଭିଜାଇ ରଖିକି ସକାଳୁ ଏହାକୁ ଛାଣି ଏହାର ସେବନ କରିବା ଦ୍ଵାରା ହାର୍ଟ ଜନିତ ଅନେକ ରୋଗ ଦୂର ହେବ ।

ଏକ ଗ୍ଳାସ ପାଣି ରେ ଅଶ୍ଵସ୍ତ ପତ୍ର ର ରସ ପକାଇ ସେବନ କରି ପାରିବେ । ଏହା ସୁଗାର ଲେବଲ କୁ କଣ୍ଟ୍ରୋଲରେ ରଖିଥାଏ । ଆଁଠୁ ଗଣ୍ଠି ବିନ୍ଧା ପାଇଁ ଅଶ୍ଵସ୍ତ ପତ୍ରକୁ ତେଲ ରେ ଫୁଟାଇ ଏହାର ମାଲିସ ବା ସେକ ଦେଇ ପାରିବେ । ଜଣ୍ଡିସ ରୋଗରେ ଏହା ବହୁତ ଲାଭଦାୟକ ହୋଇଥାଏ । ଏହାର ପତ୍ରର ରସ ଖାଇପାରିବେ । ପାଣି ଭଲରେ ଫୁଟିବା ପରେ ଏହାକୁ ଅନ୍ୟ ଏକ ପତ୍ରକୁ ଛାଣି ନିଅନ୍ତୁ ।

ଶରୀରର ବନ୍ଦ ଶିର ଖୋଲିବା ପାଇଁ, ଶିର ଦୁର୍ବଳତାକୁ ଦୂର କରିବା ପାଇଁ, ପାରାଲିସିସ ରୋଗ ଦୂର କରିବା ପାଇଁ ଏହାର ପତ୍ର ଲାଭଦାୟକ ହୋଇଥାଏ । ଏହାକୁ ପ୍ରତିଦିନ ଚୋବାଇ ଖାଇ ପାରିବେ । ଏହା ଦ୍ଵାରା ଆଁଠୁ ଗଣ୍ଠି ବିନ୍ଧା, ଗଣ୍ଠିଆ ସମସ୍ଯା ଦୂର ହେବ ।

ଏହାର ପତ୍ରକୁ ବାଟି ଲଗାଇଲେ ଚର୍ମ ରୋଗ ଦୂର ହୋଇଥାଏ । ଏହି ପତ୍ରର ବିଭିନ୍ନ ଉପାୟରେ ପ୍ରୟୋଗ କରି ଅନେକ ରୋଗ କରି ହେବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button