ମନୋରଞ୍ଜନ

ଆପଣ ଯାହା ବିଷୟରେ ଚିନ୍ତା କରୁଛନ୍ତି ସେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି-Tarto Card Reading

ହେଲୋ ସାଙ୍ଗ ମାନେ କେମିତି ଅଛନ୍ତି ଆପଣ ମାନେ । ଆଶା କରୁଛୁ ବହୁତ ଭଲରେ ଥିବେ । ଆଜିର ଯେଉଁ ରିଡିଙ୍ଗ ଅଛି ଆପଣଙ୍କୁ ବହୁତ ପସନ୍ଦ ଆସିବ ଏହା ଆମର ଆଶା । ଆଜି ଆମେ ଆପଣଙ୍କୁ କହିବୁ ଆପଣ ଯାହା ବିଷୟରେ ଭାବୁଛନ୍ତି ସେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି । ଏଥିପାଇଁ ଆପଣଙ୍କୁ 3ଟି ନମ୍ବର ମଧ୍ୟରୁ କୌଣସି ଗୋଟେ ବାଛନ୍ତୁ । ଆପଣ ଏହି 3 ନମ୍ବର 3 ଜଣଙ୍କ ପାଇଁ ଚୁଜ କରିପାରିବେ । ଏହା ଏକ ପ୍ରକାର ଜେନେରାଲ ରିଡିଙ୍ଗ ଅଟେ । ହୋଇପାରେ ଆପଣଙ୍କ ସହ କନେକ୍ଟ ହୋଇପାରେ । ତେବେ ଆସନ୍ତୁ ଆରମ୍ଭ କରିବା ।

1- ଯଦି ଆପଣ ପ୍ରଥମ ନମ୍ବରଟି ଚୁଜ କରିଛନ୍ତି ତେବେ ଆପଣଙ୍କ ସାଥି ଆପଣଙ୍କ ଉପରେ ରାଗିଛନ୍ତି । ଆପଣ ଯାହା ଚାହୁଁଛନ୍ତି ତାହା ହେଉ ନାହିଁ । ଇଶ୍ଵର ଆପଣଙ୍କ ଉପରେ ସର୍ବଦା ରହିଛନ୍ତି । ଆଗାମୀ ସମୟରେ ଆପଣଙ୍କୁ ସବୁ କିଛି ମିଳିବ । ଆପଣ ନିଜ ସାଥୀଙ୍କୁ ନେଇ ବା ଅତୀତକୁ ନେଇ ଚିନ୍ତାରେ ଅଛନ୍ତି । ତାଙ୍କୁ ଲାଗୁଛି ଏବେ ଆପଣ ନିରାଶ ଅଛନ୍ତି । ଆପଣ କ୍ଯାରିୟରରେ କିଛି କରିପାରି ନାହାନ୍ତି ଯାହା ପାଇଁ ଆପଣ ଦୁଃଖୀ ଅଛନ୍ତି । ଆପଣ ନିଜକୁ ଏମିତି ଭାବୁଛନ୍ତି କି ଜୀବନରେ ହାର ମାନୁଛନ୍ତି ।

2- ଆପଣ ଯାହାଙ୍କ ପାଇଁ ଦ୍ଵିତୀୟ ନମ୍ବରଟି ଚୟନ କଇଛନ୍ତି ତେବେ ଆପଣଙ୍କ ପର୍ଶନ ଜାଣିଛନ୍ତି ଆପଣ ବହୁତ ଭଲ ଇନକମ କରୁଛନ୍ତି । କିନ୍ତୁ ଆପଣଙ୍କ ଠାରେ ଗର୍ବ ଅଧିକ ରହିଛି । ସେ ଏମିତି ଭାବୁଛନ୍ତି କି ଆପଣ ଯେଉଁଠି ଜରୁରତ ଅଛି ଯେଉଁଠି ଜରୁରତ ନାହିଁ । ଆପଣ ସେହି ଜାଗାରେ ସମୟ ଦେଉଛନ୍ତି ଯେଉଁଠି ଦେବା କଥା ନୁହେଁ । ଆପଣ ମଣିଷ ହିସାବରେ ବହୁତ ଭଲ ଏମିତି ଦେଖାଇ ହୋଇଥାନ୍ତି କିନ୍ତୁ ଆପଣ ଯାହା କରୁଛନ୍ତି ଭାବୁଛନ୍ତି ଭୁଲ । ଆପଣଙ୍କୁ ଲାଗୁଛି ଆପଣ ଯାହାଙ୍କୁ ସାହାର୍ଯ୍ୟ କରୁଛନ୍ତି ତାଙ୍କୁ ଜରୁରତ ଅଛି କିନ୍ତୁ ସେମିତି କିଛି ନାହିଁ । ସମୟ ଆସିଲେ ଆପଣ ଜାଣିପାରିବେ ଆପଣ ସମୟ ର ଦୁର୍ବ୍ୟବହାର କରୁଛନ୍ତି ।

3- ଆପଣ ଯଦି ତୃତୀୟ ନମ୍ବରଟି ଚୟନ କରିଛନ୍ତି ତେବେ ତାଙ୍କୁ ଲାଗୁଛି ଆପଣଙ୍କ ମନ ଭାଙ୍ଗିଛି । ଆପଣଙ୍କ ନିଜ ଲୋକ ଆପଣଙ୍କୁ ଦୁଃଖ ଦେଇଛନ୍ତି । କିଛି ଏମିତି ହୋଇଛି ଯାହା ପାଇଁ ଆପଣଙ୍କୁ କେହି ଧୋକା ଦେଇଛି । ଆପଣ ବହୁତ ଡିପ୍ରେସନରେ ଅଛନ୍ତି । ଆପଣ ଲାଇଫରେ ବହୁତ କିଛି ଫେସ କରୁଛନ୍ତି ଏମିତି ସେ ଭାବୁଛନ୍ତି ।

ଏମିତି ସ୍ଥିତି ଆପଣଙ୍କ ସାଥିଙ୍କ ସହ ହୋଇ ସାରିଛି । ସେଥିପାଇଁ ସେ ଆପଣଙ୍କୁ ବୁଝାଇବାକୁ ଚାହୁଁଛନ୍ତି । ଆପଣଙ୍କର କେୟାର ନେବାକୁ ଚାହୁଁଛନ୍ତି । ସେ ଆପଣଙ୍କୁ ନେଇ ଅଧିକ ଚିନ୍ତା କରୁଛନ୍ତି । ସେ ଆପଣଙ୍କର ବନ୍ଧୁ, ଲଭର୍ସ ହୋଇପାରନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button