ଦେଶ ବିଦେଶ

ଜପ କରନ୍ତୁ ଭଗବାନ ଶ୍ରୀକୃଷ୍ଣ ଙ୍କ ଏହି ମନ୍ତ୍ର – ଜୀବନରେ ସବୁ ଦୁଃଖ କଷ୍ଟ ଦୂର ହୋଇ ଧନ ଧାନ୍ୟ ପ୍ରାପ୍ତି ହେବ

ଏହା ସତ୍ୟ ଅଟେ ଯେ ଧନୀ ହେବ ପାଇଁ ଆପଣାକୁ କଠିନ ପରିଶ୍ରମ କରିବା ପାଇଁ ପଡିବ କିନ୍ତୁ ହିନ୍ଦୁ ଶାସ୍ତ୍ର ଅନୁସାରେ ଯଦି ଆପଣ ଭଗବାନ ଶ୍ରୀକୃଷ୍ଣ ଙ୍କର ଏହି ମନ୍ତ୍ର ସବୁ ଜପ କରିବେ ତେବେ ଆପଣ ବହୁତ ବଡ ଧନୀ ହେଇ ପାରିବେ | ହିନ୍ଦୁ ଶାସ୍ତ୍ର ରେ ଭଗବାନଙ୍କୁ ବହୁତ ବିଶ୍ୱାସ କରାଯାଇଥାଏ ,ତେଣୁ ଆପଣ ମଧ୍ୟ ଏହି ମନ୍ତ୍ର ଜପ କରି ଧନୀ ହେବାର ଉପାୟ କରନ୍ତୁ

“କ୍ଲି ଗ୍ଲୋ କ୍ଲି ଶ୍ୟାମ ମଙ୍ଗଳୟ”
ଏହି ଆଠ ଅକ୍ଷର ଥିବା ଶ୍ରୀ କୃଷ୍ଣ ମନ୍ତ୍ର କୁ ଯିଏ ସିଦ୍ଧ କରିଥାଏ ସେ ତା ଜୀବନରେ ସମସ୍ତ ଇଚ୍ଛା ଓ ଅଭିଳାଷ କୁ ପୁରଣ କରିପାରିଥାଏ I

 

“ଓଁ ଶ୍ରୀ ହଂ କ୍ଲି ଶ୍ରୀ କୃଷ୍ନାୟ ଗୋବିନ୍ଦାୟ ଗୋପୀଜନ ବଲ୍ଲାହବାୟ ଶ୍ରୀ ଶ୍ରୀ ଶ୍ରୀ ”
ଏହି 23 ଅକ୍ଷର ଥିବା ମନ୍ତ୍ର ଯାହା କି ଜୀବନ ରେ ସମସ୍ତ ବାଧା ବିଘ୍ନ କୁ ଦୂର କରିଥାଏ I

“ଗୋକୁଲ ନାଥୟ ନମଃ”
ଏହି ମନ୍ତ୍ର ର ମଣିଷ ଜୀବନ ରେ ଅନେକ ମହତ୍ୱ ରହିଛି ଏବଂ ଏହି ମନ୍ତ୍ର ଦ୍ୱାରା ଅପାର ଧାନ ପ୍ରାପ୍ତି ହେଇପାରିବ I

 

“ଓଁ ଶ୍ରୀ ନମଃ ଶ୍ରୀ କୃଷ୍ଣାୟ ପରିପୂର୍ଣତମୟ ସ୍ୱାହା”
ଏହି ମନ୍ତ୍ର ହେଉଛି ହେଉଛି ଶ୍ରୀ କୃଷ୍ଣ ଙ୍କ ସପଟାକ୍ଷର ମନ୍ତ୍ର I ଶାସ୍ତ୍ରରେ ଲେଖା ଯାଇଛି ଅନ୍ୟ ସମସ୍ତ ମନ୍ତ୍ର 108 ଥର ଜପ କରିବାରେ ହିଁ ସିଦ୍ଧ ହେଇଯାଇଥାଏ କିନ୍ତୁ ଏହି ମନ୍ତ୍ର କୁ 5ଲକ୍ଷ ଥର ଜପ କରିବା ଦ୍ୱାରା ସିଦ୍ଧ ପାଇପାରିବେ | ଏହି ମନ୍ତ୍ର ଜପ କରିଥିବା ଲୋକ ପ୍ରାୟ କୋଟିପତି ହେଇଥାନ୍ତି

“କୃ କୃଷ୍ନାୟ ନମଃ”
ଏହା ହେଉଛି ଶ୍ରୀ କୃଷ୍ଣ ଙ୍କ ଦ୍ୱାରା କୁହାଯାଇଥିବା ମୂଳ ମନ୍ତ୍ର ଯାହା ର ପ୍ରୟୋଗ କରି ଜଣେ ବ୍ୟକ୍ତି ତାର ଅଟକି ରହିଥିବା ଧନ ପ୍ରାପ୍ତ କରିପାରିବ I ଏବଂ ଏହି ମନ୍ତ୍ରର ଜପ କରିବା ଦ୍ୱାରା ଆପଣ ଆପଣଙ୍କ ଘରେ ସୁଖ ସମୃଦ୍ଧି ଭରି ଦେଇପାରିବେ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button