ଜୀବନଶୈଳୀ

ବିବାହ ପରେ ଶାଶୁଘରେ ନିଜ ଦ୍ଵିତୀୟ ସ୍ବାମୀଙ୍କ ସହ କେମିତି ଅଛନ୍ତି ହିରୋଇନ Koel Banarjee, ଦେଖନ୍ତୁ…

ବନ୍ଧୁଗଣ ଆପଣ ମାନେ ଓଡିଆ ଇଣ୍ଡଷ୍ଟ୍ରି ବିଷୟରେ ପ୍ରତି ଦିନ କିଛି ନା କିଛି ଖବର ଶୁଣିବାକୁ ପାଉଥିବେ । ଓଡିଆ ଇଣ୍ଡଷ୍ଟ୍ରି ରେ କିଛି ନା କିଛି ଚଟପଟା ଖବର ସୋସିଆଲ ମିଡିଆରେ ପ୍ରସାରିତ ହେଉଛି ଯାହାକୁ ଦର୍ଶକ ମାନେ ବହୁତ ସାରା ଲାଇକ ଓ କମେଣ୍ଟ ଦେଉଛନ୍ତି । ତେବେ ଓଡିଆ କଳାକାର ମାନେ ନିଜର ବ୍ୟକ୍ତିଗତ ଜୀବନୀ ବିଷୟରେ ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି । ଯାହାକୁ ଅନେକ ଚର୍ଚ୍ଚା ଆରମ୍ଭ ହୋଇଥାଏ ।

ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ କୋୟଲ ବାନାର୍ଜୀ ବିବାହ ପରେ ନିଜ ଶାଶୁଘର ଲୋକ ଓ ସ୍ଵାମୀ ଙ୍କ ସହ କେମିତି ଅଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ବଙ୍ଗାଳୀ ନାୟିକା ତଥା ଓଲିଉଡ ଜଗତର ଲୋକପ୍ରିୟ ଅଭିନେତ୍ରୀ କୋୟଲ ବାନାର୍ଜୀ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର ଦମଦାର ଅଭିନୟ ଦ୍ଵାରା ଓଡିଆ ଇଣ୍ଡଷ୍ଟ୍ରି ରେ ନିଜର ଅଲଗା ପରିଚୟ ସୃଷ୍ଟି କରିଛନ୍ତି ।

ଏହା ସହ ଦର୍ଶକ ମାନେ ମଧ୍ୟ ତାଙ୍କର ଅଭିନୟ କୁ ବେଶ ପ୍ରଶଂସା କରିଥାନ୍ତି । ତେବେ ଆପଣ ମାନେ ଜାଣିଥିବେ ସେ ଅଭିନେତା ବବି ମିଶ୍ର ଙ୍କୁ ଶୁଟିଙ୍ଗ ସେଟରୁ ଭଲ ପାଇ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । କିନ୍ତୁ ବିବାହର କିଛି ବର୍ଷ ପୂର୍ବେ ଦୁହେଁ ପରସ୍ପର ଠାରୁ କୌଣସି କାରଣ ବଶତ ଅଲଗା ହୋଇ ଯାଇଛନ୍ତି । ଏହା ପରେ ଗତ କିଛି ଦିନ ତଳେ ଅଭିନେତ୍ରୀ କୋୟଲ ଦିତୀୟ ବିବାହ କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ତାଙ୍କର ଫ୍ୟାନ୍ସ ମାନେ ଆଜି ବି ବବି ମିଶ୍ର ଙ୍କ ସହ କୋୟଲଙ୍କ ଯୋଡି କୁ ଅଧିକ ଗୁରୁତ୍ଵ ଦେଉଛନ୍ତି ।

ତେବେ କୋୟଲ ନିଜ ବିବାହ ର କିଛି ଭିଡିଓ ଓ ଫୋଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ ଯାହାକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା । ଆପଣ ମାନେ ଏହି ଭିଡିଓ ରେ କୋୟଲ ଙ୍କୁ ତାଙ୍କ ସ୍ଵାମୀ ଙ୍କ ସହ ବେଶ ହସ ଖୁସିରେ ସମୟ ଅତିବାହିତ କରିବାର ଦେଖି ପାରିବେ ।

ସେ ନିଜର ବିବାହ ରେ ବହୁତ ସାରା ମଜାମସ୍ତି କରିଛନ୍ତି ଯାହାର ଭିଡିଓ ପ୍ରଥମରୁ ଭାଇରାଲ ହୋଇଥିଲା । ଶାଶୁଘରେ କୋୟଲ ନିଜ ପରିବାର ସହ ବେଶ ଖୁସିରେ ଥିବା ବେଳେ ତାଙ୍କ ପରିବାର ଲୋକେ ମଧ୍ୟ ତାଙ୍କୁ ବହୁତ ଭଲ ପାଇବା ଦେଉଛନ୍ତି । ଏହା ସହ ସେ ନିଜର ସ୍ଵାମୀ ଙ୍କ ସହ ଅଧିକ ସମୟ ବିତାଇବାର ମଧ୍ୟ ନଜର ଆସୁଛନ୍ତି ।

ନିଜ ଶାଶୁଘର ଲୋକଙ୍କର ଠିକ ଭାବେ କେୟାର ନେବା ସହ ସେ ତାଙ୍କୁ ବହୁତ ସମ୍ମାନ ମଧ୍ୟ ଜଣାଉଛନ୍ତି । କୋୟଲ ବିବାହ ପରେ ଓଲିଉଡ ଜଗତରୁ ନିଜକୁ ଦୂରେଇ ରଖିଛନ୍ତି । ତେବେ ସେ ଅଭିନୟ କରିଥିବା ଅନେକ ସାରା ଓଡିଆ ଫିଲ୍ମ ଆଜି ବି ଦର୍ଶକ ମାନଙ୍କୁ ବେଶ ଭଲ ଲାଗୁଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ କୋୟଲ ବାନାର୍ଜୀଙ୍କ ଦାଂପତ୍ଯ ଜୀବନ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button