ମନୋରଞ୍ଜନ

ଏହି ଯୁବତୀ ଆର୍ମି ର ଜବ ଛାଡି ବଲିଉଡ ରେ ମଚାଉ ଛନ୍ତି ଧମାଲ । ତାଙ୍କ ଫଟୋ ଦେଖିଲେ ଓ ତାଙ୍କ ବିଷୟରେ ଜାଣିଲେ ଆପଣ ଚମକି ପଡିବେ

ଏମିତି ରେ ଆମେ ସମସ୍ତେ ତ ବହୁତ ଭଳ ଭାବେ ଜାଣିଛେ କି ଆଜି କାଲି ଆମ ଭାରତ ରେ ଏମିତି ବହୁତ ଲୋକ ମାନେ ରହିଛନ୍ତି ଯେଉଁ ମାନେ କି ବଲିଉଡ କୁ ନେଇ ସବୁ ବେଳେ ସ୍ବପ୍ନ ଦେଖି ଥାନ୍ତି ତଥା ସେମାନେ କିପରି ଭାବେ ଏହି ଥିରେ ନିଜର କେରିଅର ବନେଇ ପାରିବେ ଚାହିଁ ଥାନ୍ତି ଏମିତି ରେ ଆପଣ ମାନେ ସବୁ ବେଳେ ମନେ ରଖି ଥିବେ କି ଯେକୈଣସି ମଣିଷ ହେଉ ନା କାହିଁକି ଜିନ ରେ ସେ ଯେଉଁ ଲକ୍ଷ ପଛରେ ଥିବେ ସେ ନିଶ୍ଚିତ ଭାବେ ସେହି ସଫଳତା କୁ ହାସଲ କରିବା ଜରୁରୀ ଅଟେ ତେବେ ଜାଇ ସେ ଅନ୍ୟ ମୁକାମ ରେ ପହଁଚି ପାରିବେ ।

ତେବେ ଏମିତି ବେଳେ ଆମେ ଆପଣଙ୍କୁ ଏମିତି ଗୋଟିଏ ଯୁବତୀ ଙ୍କ ବିଷୟ ରେ କହିବା ପାଇଁ ଜାଉଛୁ ଯିଏ କି ନିଜ ଜିବନ ର ସବୁଠୁ ବଡ ଲକ୍ଷ ବା ସ୍ବପ୍ନ ଥିଲା କି ସେ ଦିନେ ଜଣେ ଆର୍ମି ରେ ଚାକିରୀ କରିବେ ବୋଲି ତେବେ ପରେ ସେ ସେହି ଲକ୍ଷ କୁ ପୂରଣ ମଧ୍ୟ କରି ଥିଲେ କିନ୍ତୁ ପରେ ସେ ଏମିତି କଣ ହୋଇ ଥିଲା କେଜାଣି କି ସେ ଏହି ଚାକିରୀ ଛାଡି ଦେଇ ଥିଲେ ଓ ବଲିଉଡ ରେ ପାଦ ଥାପି ଥିଲେ ।ଏମିତି ବେଳେ ସେ ବଲିଉଡ ରେ ବାସ୍ ପାଦ ଥାପିବା ପରେ ହିଁ ଏତେ ସଫଳତା ପାଇ ଥିଲେ କି ଆପଣ କହିଲେ ସରିବ ନାହିଁ ବର୍ତ୍ତମାନ ସମୟ ରେ ସେ ଜଣେ ବହୁତ ବଡ ଷ୍ଟାର ସେଲିବ୍ରେଟି ହୋଇ ସାରିଛନ୍ତି ଏମିତି ରେ ଆମେ ଆଜି ଆପଣଙ୍କ ପାଖକୁ ଏହି ଅଭିନେତ୍ରୀ ଙ୍କ ବିଷୟ ରେ କଥା ହେବା ପାଇଁ ଆସିଛୁ । ତେବେ ଆମେ ଯେଉଁ ଅଭିନେତ୍ରୀ ଙ୍କ ବିଷୟ ରେ କହିବା ପାଇଁ ଜାଉଛୁ ସେ ହେଉଛନ୍ତି ।

 

ମାହୀ ଗେଲ ଏମିତି ରେ ବର୍ତ୍ତମାନ ସମୟ ରେ ସେ ସବୁ ବେଲେ ସୁପରିଚିତ ହୋଇ ଚାଲିଛନ୍ତି । ଏମିତି ବେଳେ ଆମେ ଆପଣ ମାମନଙ୍କୁ କହିବା ପାଇଁ ଚାହିଁବୁ ଆଗକୁ ତାଙ୍କର ଫିଲ୍ମ ସାହେବ ବିବି ଗେଙ୍ଗଷ୍ଟାର 3 ଫିଲ୍ମ ଟିଏ ଆସିବାର ରହିଛି ତେବେ ଏମିତି ବେଳେ ତାଙ୍କର ଜନ୍ମ 19 ଡିସେମ୍ବର 1975 ମସିହା ରେ ହୋଇ ଥିବା ବେଳେ ସେ ଗୋଟିଏ ଜମିଦାର ପରିବାର ରୁ ଅଟନ୍ତି । ଏମିତି ରେ ସେ ନିଜ କେରିଅର ରେ ବହୁତ ଫିଲ୍ମ କରି ଥିବା ବେଳେ ଆଗକୁ ତାଙ୍କ ହାତରେ ବହୁତ ଗୁଡାଏ ଫିଲ୍ମ ରହିଛି ତେବେ ଏମିତି ବେଳେ ବର୍ତ୍ତମାନ ସମୟ ରେ ସେ ବହୁତ ଚର୍ଚା ରେ ରହିଥିବା ସୋସିଆଲ ମିଡିଆ ରେ ଜଣା ପଡେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button