ରାଶିଫଳ

ଗାଧେଇବା ପାଣି ରେ ମିଶେଇ ଦିଅନ୍ତୁ ଏହି ଜିନିଷ, ସବୁ ସମସ୍ୟା ଦୂର ହୋଇଯିବ, କେବେ ବି ଧନର ଅଭାବ ହେବ ନାହିଁ

ଜ୍ୟୋତିଷ ଏବଂ ବାସ୍ତୁ ଶାସ୍ତ୍ର ରେ ସବୁ ସମସ୍ୟାର ସମାଧାନର ଉପାୟ କୁହାଯାଇଛି | ବାସ୍ତୁ ଶାସ୍ତ୍ର ଏବଂ ଜ୍ୟୋତିଷ ର ନିୟମ ମାନୁଥିବା ବ୍ୟକ୍ତି କୁ ଜୀବନର ପ୍ରତ୍ୟେକ କାର୍ଯ୍ୟ ରେ ସଫଳତା ମିଳିଥାଏ | ଏହି କାରଣ ରୁ ଆଜିର ସମୟ ରେ ବାସ୍ତୁ ଶାସ୍ତ୍ର ର ମହତ୍ୱ ବହୁତ ବଢ଼ି ଯାଇଛି | ଆମେ ଆପଣ ଙ୍କୁ ବାସ୍ତୁ ଶାସ୍ତ୍ର ର କିଛି ଏମିତି ନିୟମ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଗାଧେଇବା ସମୟ ରେ ଆପଣଙ୍କୁ ଉପଯୋଗ ରେ ଆଣିବାକୁ ହେବ | ଏହିପରି ମାନ୍ୟତା ରହିଛି କି ବାସ୍ତୁ ଶାସ୍ତ୍ର ର ଏହି ଉପାୟ କୁ କରିବା ଦ୍ୱାରା ଆପଣ ଆପଣଙ୍କ ଗ୍ରହର ସ୍ଥିତି କୁ ମଜବୁତ କରିପାରିବେ ଏବଂ ଧନର ସମସ୍ୟା ମଧ୍ୟ ସମାପ୍ତ ହୋଇଯିବ |

ଗାଧେଇବା ପାଣି ରେ ମିଶାନ୍ତୁ ଏହି ଜିନିଷ, ଦରିଦ୍ରତା ଦୂର ହେବ ବାସ୍ତୁ ଶାସ୍ତ୍ର ଅନୁସାରେ, ଘରେ ଥିବା ନକାରାତ୍ମକ ଉର୍ଜା କୁ ଦୂର କରିବା ପାଇଁ ଗାଧେଇବା ପୂର୍ବରୁ ଗୋଟେ ଚାମଚ ଲୁଣ ଗାଧେଇବା ପାଣି ରେ ଅବଶ୍ୟ ମିଶେଇବା ଉଚିତ | ଏହା ଦ୍ୱାରା ନକାରାତ୍ମକ ଉର୍ଜା ଦୂର ହେବ ଏବଂ ଧନର ଅଭାବ ବି ରହିବ ନାହିଁ |

ସୁଖୀ ବୈବାହିକ ଜୀବନ ପାଇଁ ବାସ୍ତୁ ଶାସ୍ତ୍ର ଅନୁସାରେ, କୁଣ୍ଡଳୀ ରେ ଥିବା ଶୁକ୍ର ଗ୍ରହ ର ସ୍ଥିତି କୁ ମଜବୁତ କରିବା ପାଇଁ ଏବଂ ସୁଖୀ ବୈବାହିକ ଜୀବନ ବଞ୍ଚିବା ପାଇଁ ପ୍ରତ୍ୟେକ ଶୁକ୍ରବାର ଦିନ ଗାଧେଇବା ପାଣି ରେ ଫିଟିକିରି ମିଶେଇ ଦିଅନ୍ତୁ | ଏହା ଦ୍ୱାରା ଜୀବନ ରେ ଖୁସି ଆସିବ ଏବଂ ପତି ପତ୍ନୀ ଙ୍କ ମଧ୍ୟ ରେ ପ୍ରେମ ବଢିବ | ଅନ୍ୟପଟେ ଯଦି ଆପଣ ଗାଧେଇବା ପାଣି ରେ ଟିକିଏ ଘିଅ ବି ମିଶେଇ ଦିଅନ୍ତୁ ତେବେ ଏହା ଦ୍ୱାରା ଆପଣଙ୍କୁ ରୋଗ ରୁ ମୁକ୍ତି ମିଳିଥାଏ |

ଭାଗ୍ୟକୁ ମଜବୁତ କରିବା ପାଇଁ ବାସ୍ତୁ ଶାସ୍ତ୍ର ଅନୁସାରେ, କୁଣ୍ଡଳୀ ରେ ଥିବା ଗୁରୁଦେବ ବୃହସ୍ପତି ଙ୍କ ଦୋଷ ଦୂର କରିବା ପାଇଁ ଗୁରୁବାର ଦିନ ପାଣି ରେ ହଳଦୀ ମିଶେଇ ସେଥିରେ ସ୍ନାନ କରନ୍ତୁ | ତେବେ ଆପଣ ଜୀବନ ରେ ଶୁଭ ସମାଚାର ଶୁଣିବା ପାଇଁ ସର୍ବଦା ଗାଧେଇବା ପାଣି ରେ ଚନ୍ଦନ ର ବ୍ୟବହାର କରନ୍ତୁ | ଯଦି ଆପଣ ନିଜ ଭାଗ୍ୟ କୁ ମଜବୁତ କରିବାକୁ ଚାହୁଁଛନ୍ତି ତେବେ ଗାଧେଇବା ପାଣି ରେ ସର୍ବଦା ତିଲ ମିଶେଇକୀ ସେଥିରେ ସ୍ନାନ କରନ୍ତୁ |

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button